ଦିନେଶଙ୍କ ଘର ଆଗରେ ଗଣେଶ ମୂର୍ତ୍ତ ରଖି ପୂଜା କଲେ ଦୀପିକା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଧରା ପୁଷ୍ଟକୁ ଆସିବେ ପ୍ରଭୁ ଗଣେଶ କରନା କଟକଣା ପରେ ଏଥର ବେଶେ ଯାକ ଯମକରେ ହେବ ଗଣେଶ ପୂଜା । ପୂଜା ପାଇଁ ସମସ୍ତଙ୍କ ମନରେ ଏତେ ଉଲ୍ଲାସ କିନ୍ତୁ ଦୀପିକାଙ୍କ ପାଇଁ କାଲି ଯାହା ଥିଲା ଆଜି ବି ସେହିଆ ଧାରଣ ସ୍ତଲରୁ ନା ସେ ଉଠି ପାରୁଛନ୍ତି ନ ଘର ପରିବାର ସହ ପୂଜା କରୁଛନ୍ତି । ଘରକୁ ନଗଲେବି ଦିନେଶଙ୍କ ଘର ଆଗରେ ଗଣେଶ ପୂଜା କରିବେ ଦୀପିକା ଆସ ଅଛି ଗଜାନନ ତାଙ୍କୁ ସାହାଯ୍ୟ କରିବେ ।


ତେବେ ଦୀପିକା ନିଜ ଶଶୁର ଘର ଆଗରେ ଗଣେଶଙ୍କ ପୂଜା କରିବେ ଆଶା ଅଛି ମନଧ୍ୟାନ ଦେଇ ଭଗବାନ ଗଣେଶଙ୍କୁ ଡାକିଲେ ତାଙ୍କୁ ସବୁ ଅସୁବିଧା ଦୂର ହୋଇଯିବ ବୋଲି । ବୁଦ୍ଧି ଦାତା ଦିନେଶ ଙ୍କୁ ସଦବୁଦ୍ଧି ଦିଅନ୍ତୁ ନିଜ ସ୍ତ୍ରୀ ଏବଂ ଛୁଆ ସେ ଆପଣେଇବେ । ତେବେ ଏହି ସମ୍ପର୍କରେ ଦୀପିକା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଘରକୁ ନଯାଇ ପାରିଲେ କଣ ହେବ ମୁଁ ଏଇଠି ବସି ପ୍ରଭୁଙ୍କୁ ଡାକିବି ଭଗବାନ ସବୁ ଆଡେ ବିଦ୍ୟମାନ ଗଣପତି ବିଶେଷ କରି ଦିନେଶ ଓ ତାଙ୍କ ପରିବାର ଲୋକଙ୍କୁ ବୁଦ୍ଧି ଦିଅନ୍ତୁ ଆଗ ଭଳି ସବୁ କିଛି ଠିକି ହୋଇଯିବ କିନ୍ତୁ କଥାରେ କଥାରେ କାନ୍ଦିପକାଉଚନ୍ତି ଦୀପିକା ।

ଗତ ବର୍ଷ ନିଜ ମା ଓ ଭଉଣୀଙ୍କ ସହ ବେଶେ ଆଡମ୍ବରରେ ସେ ଘରେ ଗଣେଶଙ୍କର ପୂଜା କରିଥିଲେ । ଏଥର କିନ୍ତୁ ସବୁ କିଛି ବଦଳି ଯାଇଛି ତାଙ୍କ ଜୀବନର ଅନେକ ଦୁଃଖ କଷ୍ଟ ମଧ୍ୟରେ ସେ ଭାଙ୍ଗି ପଡି ନାହାନ୍ତି ବରଂ ନିଜ ଛୁଆ ପାଇଁ ଲଢ଼ି ଚାଲିଛନ୍ତି ଅନ୍ୟପଟେ ଦୀପିକା ଦୀନେଶ କେସସେ ହାଇକୋର୍ଟରେ ଶୁଣାଣି ରହିଛି ହାଇକୋର୍ଟ ଙ୍କ ନିଷ୍ପତି ଅନୁସାରେ ଦୀପିକାଙ୍କ ଭାଗ୍ୟ ଭବିଷ୍ୟତ ନୀରିବର କରୁଛି ।

ଦୀପିକାଙ୍କ କହିବା ଅନୁଯାୟୀ ଗତକାଲି ସେ ଅନେକ କିଛି ଆଶା ନେଇ କୋର୍ଟକୁ ଯାଇଥିଲେ ହେଲେ ସେଠାରେ ଯେହେତୁ ଦିନେଶଙ୍କ ଓକିଲ ଚେଞ୍ଜ ଓ ତାଙ୍କର ପାଖରେ ଫାଇଲ ନଥିଲା ତେଣୁ ଦିନେଶଙ୍କ ପକ୍ଷ ଜଜ୍ ଙ୍କୁ ସମୟ ମାଗିଥିଲେ ଆଉ ଜଜ୍ ମଧ୍ୟ ସମୟ ଦେଇଛନ୍ତି କି ଆଉ ଦୁଇ ଦିନ ପରେ ଜଣା ପଡିବ କି କେଶ କେଉଁ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।


ଦୀପିକା କହିଛନ୍ତି କି ଆଇନ ଉପରେ ମୋର ସମ୍ପୁର୍ଣ୍ଣ ବିଶ୍ୱାସ ଆଉ ଭରସା ଅଛି ତେଣୁ ମୁଁ ଆଶା କରୁଛି ପରବର୍ତ୍ତୀ ତାରିଖରେ କୋର୍ଟ ମତେ ଯାହାବି ହେଲେ ବୋଧେ ନ୍ୟାୟ ପ୍ରଦାନ କରିବେ । ମୋ ପାଖରେ ପ୍ରମିଳା ମା ଦୀପକ ସାର ଯେହେତୁ ଅଛନ୍ତି ମତେ ନିଶ୍ଚିତ ନ୍ୟାୟ ମିଳିବ । ମୁଁ ନ୍ୟାୟ ପାଇଁ ହିଁ ତ ଧାରଣାରେ ବସିଛି ଆଉ ଯେତେ ପର୍ଯ୍ୟନ୍ତ ମତେ ନ୍ୟାୟ ମିଳିନି କି ମୋ ପୁଅକୁ ନ୍ୟାୟ ମିଳିନି ସେତେ ପର୍ଯ୍ୟନ୍ତ ମୁ ଏମିତି ଧାରଣାରେ ବସିଥିବି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *