13 Interesting Gk Questions- ଏମିତି କେଉଁ ଜାଗା ଅଛି ଯେଉଁଠିକୁ 112 ଜଣ ଲୋକ ଯାଆନ୍ତି ହେଲେ 116 ଜଣ ଲୋକ ଫେରନ୍ତି, କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଏମିତି କେଉଁ ଜିନିଷ ଅଛି ଯେଉଁ ମଧ୍ୟରୁ ଗୋଟେ ଉଡିଗଲେ ଅନ୍ୟଟି ବି ଉଡି ଯାଏ ?

ଉତ୍ତର- ପ୍ରେମ ଆଉ ଭରସା ।

୨. ଏମିତି କେଉଁ ଜିନିଷ ଅଛି ଯାହା ଗରମ ହେଉ କି ଥଣ୍ଡା ତାହା ସବୁବେଳେ ଥଣ୍ଡା ରହିଥାଏ ?

ଉତ୍ତର- ବରଫ ହେଉଛି ଏକ ଏପରି ଜିନିଷ ଯାହା ଉଭୟ ଥଣ୍ଡା ଆଉ ଗରମରେ ଥଣ୍ଡା ହିଁ ରହି ଥାଏ ।

୩. ବର୍ଷରେ ମୋତେ ଗୋଟେ ଥର କିଣ ପୁରା ବର୍ଷ ମୋର ବ୍ୟବହାର କର ଆଉ ପରେ ମୋତେ ଫିଙ୍ଗି ଦିଅ, କୁହନ୍ତୁ ତାହା କଣ ?

ଉତ୍ତର- କ୍ଯାଲେଣ୍ଡର

୪. ଏମିତି ଏକ ଜୀବର ନାଁ କୁହନ୍ତୁ ଯାହାର ଆଖି ନଥାଏ ?

ଉତ୍ତର- କଇଁଛ ଏକ ଏପରି ଜୀବ ଯାହାର ଆଖି ନାହିଁ ।

୫. ଏମିତି କେଉଁ ଜିନିଷ ଅଛି ଯେଉଁଥିରେ ସବୁ ଲେଖା ହୋଇଥାଏ ହେଲେ କେହି ବି ତାହା ପଢି ପାରନ୍ତି ନାହିଁ ?

ଉତ୍ତର- ଭାଗ୍ୟ

୬. ଏମିତି କେଉଁ ଜିନିଷ ଅଛି ଯାହା ବିନା ଗୋଡରେ ଦଉଡି ଥାଏ ଆଉ କେବେ ବି ଫେରିକି ଆସି ନଥାଏ ?

ଉତ୍ତର- ସମୟ

୭. ତାହା କଣ ଅଟେ ଯାହା ସବୁବେଳେ ଭରି ହୋଇ ରହିଥାଏ ଆଉ କେବେ କମି ନଥାଏ ?

ଉତ୍ତର- ବୟସ ସବୁବେଳେ ବଢି ଥାଏ କେବେ କମି ନଥାଏ ।

୮. ଏମିତି କେଉଁ କୋଟ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ ?

ଉତ୍ତର- ପଠାନକୋଟ

୯. କେଉଁ ଦେଶର ପୋଲିସ ରାତିରେ ମହିଳା ମାନଙ୍କ ଉପରେ ଅତ୍ୟାଚାର କରନ୍ତି ନାହିଁ ?

ଉତ୍ତର- ଆମ ଭାରତ ଦେଶର ପୋଲିସ ।

୧୦. କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ ଭଗବାନଙ୍କ ଉପରେ ବିଶ୍ଵାସ କରନ୍ତି ?

ଉତ୍ତର- ଶ୍ରୀଲଙ୍କା ଦେଶର ଲୋକ ମାନେ ।

୧୧. ଭାରତରେ ସର୍ବ ପ୍ରଥମ ଆଧାର କାର୍ଡ କାହାର ବନା ଯାଇ ଥିଲା ?

ଉତ୍ତର- ରଞ୍ଜନା ନାମକ ମହିଳାଙ୍କର ।

୧୨. କଣ ଇସ୍ଳାମରେ ବୁର୍କା ପିନ୍ଧିବା ଅନିବାର୍ଯ୍ୟ ହୋଇଥାଏ ?

ଉତ୍ତର- ହଁ

୧୩. ଏମିତି କେଉଁ ଜାଗା ଅଛି ଯେଉଁଠି 112 ଲୋକ ଯାନ୍ତି ହେଲେ 116 ଲୋକ ଫେରନ୍ତି ?
ଉତ୍ତର- ବିବାହ

Leave a Reply

Your email address will not be published. Required fields are marked *