ଦୁନିଆର Top 6 ସବୁଠୁ ଧନୀ ପିଲା, ଯାହାଙ୍କ ସମ୍ପତ୍ତି ଆପଣଙ୍କ ହୋସ ଉଡେଇ ଦେବ, 6 ନଂ ଙ୍କ ବୟସ ତ ମାତ୍ର 8 ବର୍ଷ…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପିଲାମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏତେ ଧନୀ ଅଟନ୍ତି କି ତାଙ୍କ ଟଙ୍କାରେ ଦୁନିଆର ସବୁଠୁ ଉଚ୍ଚ ବିଲଡିଙ୍ଗ ବୁର୍ଜ ଖଲିଫା ଭଳି ୨୦ ଟି ବିଲଡିଙ୍ଗ ଠିଆ କରିଦେଲେ ବି ତାଙ୍କର ଟଙ୍କା ବଞ୍ଚିବ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଏହି ପିଲାମାନଙ୍କ ମଧ୍ୟରେ କିଛି ପିଲାମାନେ ଏମିତି ବି ଅଛନ୍ତି ଯେଉଁମାନଙ୍କ ପରିବାର ଧନୀ ଅଟନ୍ତି ତ ଅନ୍ୟ ପଟେ କିଛି ପିଲାମାନେ ଏମିତି ବି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ ଧନୀ ହୋଇଛନ୍ତି । ବିଶ୍ଵର ୬ ଜଣ ଧନୀ ପିଲା।

୧- ପ୍ରଥମ ରେ ହେଉଛନ୍ତି ଜେଲେନ ବ୍ଲେଡ଼ସୋଏ। ତେବେ ୧୦ ରୁ ୧୪ ବର୍ଷ ମଧ୍ୟରେ ପିଲାମାନେ ସାଧରାଣତଃ ଖେଳକୁଦରେ ଅଧିକ ମନ ଦେଇଥାନ୍ତି । କିନ୍ତୁ ସମସ୍ତେ ଏହିଭଳି ହୋଇ ନ ଥାନ୍ତି।ସାକ୍ଷାତ କରନ୍ତୁ ଆମେରିକା ରେ ଜନ୍ମ ଗ୍ରହଣ କରିଥିବା ଜେଲେନ ବ୍ଲେଡ଼ସୋଏ। ସେ ୧୨ ବର୍ଷ ବୟସରେ ଦରିଦ୍ରତାରେ ଦୁଃଖୀ ହୋଇ ଏକ ଆଇ ଟି କନସଲଟିଂ ବିଜନେସ ର ଆରମ୍ଭ କରିଲେ।

ଏହା ପରେ ଜେଲେନ ବ୍ଲେଡ଼ସୋଏ ଙ୍କ କଠିନ ପରିଶ୍ରମ ବଳରେ ତାଙ୍କର ସ୍ଵପ୍ନକୁ ସେ ପୁରା କରିଦେଲେ ଓ ଏହି ବିଜନେସ ବହୁତ ଜଲ୍ଦି ବହୁତ ବଡ ହୋଇଗଲା।ଜେଲେନ ବ୍ଲେଡ଼ସୋଏ ମାଲିକ ଅଟନ୍ତି। ସ୍ୱ ବର୍ତ୍ତମାନ ବହୁତ ବଡ଼ ବ୍ୟବସାୟୀ ଏବଂ ନେଟବାର୍ଥ ତାଙ୍କର ୭୦ କୋଟି ଟଙ୍କା।

୨- ଦ୍ଵିତୀୟ ରେ ହେଉଛନ୍ତି ରିକୋ ରୋଡ଼ରିଗୁଜ। ତେବେ ଟେକ୍ସସ୍ ରେ ଜନ୍ମଗ୍ରହଣ କରିଥିବା ରିକୋ ରୋଡ଼ରିଗୁଜମାତ୍ର ୧୨ ବର୍ଷ ବୟସରେ ହିଁ ନିଜର କ୍ୟାରିୟର ଅଭିନୟ ଦୁନିଆରେ ଆରମ୍ଭ କରଥିଲେ । ଯେଉଁ ଲୋକମାନେ ମର୍ଡନ ଫ୍ୟାମିଲି ନାମକ ଶୋ ର ଫ୍ୟାନ ଅଟନ୍ତି ସେମାନେ ରିକୋ ରୋଡ଼ରିଗୁଜ ଙ୍କୁ ନିଶ୍ଚିତ ଜାଣି ଥିବେ।ରିକୋ ରୋଡ଼ରିଗୁଜ ନିଜର ଅଭିନୟ କ୍ୟାରିୟରରେ ବହୁତ ଫିଲ୍ମ ଓ ଟେଲିଭିଜନ ପ୍ରୋଗ୍ରାମରେ କାମ କରିଛନ୍ତି ଓ ବହୁତ ପୁରଷ୍କାର ବି ଜିତିଛନ୍ତି । ବର୍ତ୍ତମାନ ସମୟରେ ରିକୋ ରୋଡ଼ରିଗୁଜ ଙ୍କ ନେଟୱର୍ଥ ୮୫ କୋଟି ଟଙ୍କାରୁ ବି ଅଧିକ ଅଟେ।


୩- ତୃତୀୟ ରେ ହେଉଛନ୍ତି ଜେଡେ଼ନ ସ୍ମିଥ। ଜେଡେ଼ନ ସ୍ମିଥ ଙ୍କୁ ଆପଣ କରାଟେ କିଡ ନାମରେ ବି ଜାଣିଥିବେ। ଜେଡେ଼ନ ସ୍ମିଥ ପିତା ବିଲ ସ୍ମିଥ ଆପଣ ଜାଣିଥିବେ, ଯିଏକି ଜଣେ ପ୍ରସିଦ୍ଧ ହଲିଉଡ ଅଭିନେତା ଅଟନ୍ତି । ପିତାଙ୍କ ଭଳି ପୁଅ ବି ଜଣେ କଳାକାର ଅଟନ୍ତି ଓ ତାଙ୍କର ଆୟ ବି କୋଟି କୋଟି ଟଙ୍କାରେ ହୋଇଥାଏ ।

୪- ଚତୁର୍ଥ ରେ ହେଉଛନ୍ତି ନିକ ଡ଼ି ଆଲୋଇସିଓ। ବ୍ରିଟିଶ ବିଜନେସମ୍ୟାନ ଓ କମ୍ପ୍ୟୁଟର ପ୍ରୋଗ୍ରାମର ନିକ ଡ଼ି ଆଲୋଇସିଓ। ମାତ୍ର ୧୫ ବର୍ଷ ବୟସରେ ହିଁ ଏକ ଭଲ ବିଜନେସମ୍ୟାନ ହୋଇ ଯାଇଥିଲେ ଓ ଆଜି ତାଙ୍କର ନାମ କୋଟିପତି ମାନଙ୍କ ମଧ୍ୟରେ ଆସିଥାଏ । ଏହା ସହିତ ସେ ବହୁତ ପୁରଷ୍କାର ବି ଜିତିଛନ୍ତି।


୫- ପଞ୍ଚମ ରେ ହେଉଛନ୍ତି ସୁରି କୃଷ। ସୁରି କୃଷ ପ୍ରସିଦ୍ଧ ହଲିଉଡ ଅଭିନେତା ଟମ କୃଷ ଙ୍କ ଝିଅ ଅଟନ୍ତି । ଟମ କୃଷଙ୍କ ବର୍ଷକୁ ଆୟ ୪୦୦୦ କୋଟି ଟଙ୍କା ଅଟେ । ଏହା ସହିତ ଟମ କୃଷ ଙ୍କ ପତ୍ନୀ ବି ବହୁତ ଧନୀ ଅଟନ୍ତି । ଏହି କାରଣରୁ ପିତା ମାତାଙ୍କ ପାଇଁ ଆଜି ସୁରି କୃଷ ଧନୀ ପିଲାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି।

୬- ଷଷ୍ଠ ରେ ହେଉଛନ୍ତି ପ୍ରିନ୍ସ ଜର୍ଜ। ପ୍ରିନ୍ସ ଜର୍ଜ ବ୍ରିଟିଶ ରାଜଘରର ଏକମାତ୍ର ପୁଅ ଅଟନ୍ତି, ଯାହାଙ୍କ ବୟସ ମାତ୍ର 8 ବର୍ଷ ଓ ତାଙ୍କର ସମ୍ପତି କୋଟି କୋଟି ଟଙ୍କାରୁ ବି ଅଧିକ ଅଟେ। ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *