ବଢି ମାଉସୀଙ୍କ Puspa ସ୍ଟାଇଲ ଦେଖିଲେ ହସି ହସି ପେଟ ଦରଜ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଫେମସ ହେବା ପାଇଁ ସର୍ଟ ଭିଡିଓ ମଧ୍ୟ ଅପଲୋଡ କରୁଛନ୍ତି । ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ହସିବେ ।

ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ସାଉଥ ଫିଲ୍ମ ପୁଷ୍ପା ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି । ଏହି ଫିଲ୍ମଟି ରିଲିଜ ହେବା ପରେ କେବଳ ଭାରତ ନୁହେଁ ଅନ୍ୟ ଦେଶରେ ବି ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି ।

ଅନେକ ଯୁବପିଢି ଏହି ଫିଲ୍ମର ଗୀତ ଓ ଡାଇଲଗରେ ରିଲ୍ସ ଭିଡିଓ କରୁଥିବାର ନଜର ଆସିଛନ୍ତି । କେବଳ ସାଧାରଣ ଲୋକ ନୁହେଁ କେତେକ ସେଲିବ୍ରେଟି ଓ କ୍ରିକେଟର ମାନେ ମଧ୍ୟ ଏହି ଫିଲ୍ମର ଗୀତରେ ରିଲ୍ସ କରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ମାଉସୀ ରାସ୍ତାରେ ଯାଉଥିବା ବେଳେ ତାଙ୍କ ହାତରେ ଥିବା ପଲିଥିନଟି ଖସି ତଳେ ପଡିଯାଉଛି ।

ସେହି ରାସ୍ତାରେ ଯାଉଥିବା ଜଣେ ଛୋଟ ପିଲା ମାଉସୀଙ୍କୁ ତାଙ୍କ ପଲିଥିନ ଉଠାଇବା ପାଇଁ କହୁଛି । ସେହି ସମୟରେ ମାଉସୀ ପୁଷ୍ପାର ଫେମସ ଡାଇଲଗ ‘ମେ ଝୁକେଗା ନେହିଁ’ କହୁଛନ୍ତି । ଏହି ଡାଇଲଗ କହିବା ସମୟରେ ମାଉସୀ ଜଣକ ଅଲ୍ଲୁ ଅର୍ଜୁନଙ୍କ ଭଳି ଷ୍ଟାଇଲ ମଧ୍ୟ ମାରୁଛନ୍ତି ଯାହା ଲୋକମାନଙ୍କୁ ବେସ ପସନ୍ଦ ଆସିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୁଷ୍ପା ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *