OMG ! କି ଟ୍ୟାଲେଣ୍ଟ, ସମସ୍ତ ଫିମେଲ Singer ଙ୍କ ଆବାଜରେ ଗୀତ ଗାଉଛନ୍ତି ଏହି ଯୁବକ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆ ମଧ୍ୟରେ ଲୋକମାନେ ନିଜ ଟ୍ୟାଲେନ୍ଟ ପଦର୍ଶନ କରି ଅତି ସହଜରେ ଫେମସ ହୋଇପାରିବେ ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ଛୋଟ ଦୋକାନରେ ଭିତରେ ବସିଥିବା ଦୋକାନୀ ନଜର ଆସୁଛନ୍ତି । ହେଲେ ତାଙ୍କ ଟ୍ୟାଲେନ୍ଟ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଦୋକାନୀ ଜଣକ ପ୍ରଥମେ ବଲିଉଡ ଗାୟିକା ଅଲ୍କାଙ୍କ ନକଲ କରି ଗୀତ ଗାଉଥିବାର ନଜର ଆସୁଛନ୍ତି ।

ଦୋକାନୀ ଅବିକଳ ଲତାଙ୍କ ପରି ଗୀତ ଗାଉଛନ୍ତି ଯାହା ବହୁତ ମନୋରଞ୍ଜନ ଦୃଶ୍ୟ । ଏହା ପରେ ଦୋକାନୀ ବଲିଉଡ ଗାୟିକା ଶ୍ରେୟା ଘୋଷାଲଙ୍କ ଭଳି ନକଲ କରୁଥିବାର ନଜର ଆସୁଛନ୍ତି । ଏହା ପରେ ଦୋକାନୀ ବଲିଉଡ ଗାୟିକା ଲତା ମଙ୍ଗେସ୍କରଙ୍କ ନକଲ କରି ଗୀତ ଗାଉଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଦୋକାନୀ ଜଣକ ଅବିକଳ ଲତା ମଙ୍ଗେସ୍କରଙ୍କ ନକଲ କରୁଛନ୍ତି ।

ଏପରି ଟ୍ୟାଲେନ୍ଟ ବହୁତ କମ ଲୋକଙ୍କ ପାଖରେ ଅଛି । ସାଧାରଣତ ଲୋକମାନେ ବଲିଉଡ ଅଭିନେତା ମାନଙ୍କ ନକଲ କରିଥାନ୍ତି ହେଲେ ଝିଅଙ୍କ ଆବାଜ ଥିବା ପୁରୁଷ ମାନେ ବହୁତ କମ ଅଛନ୍ତି ତାହା ବି ଏତେ ସୁନ୍ଦର ଆବାଜ । ସୋସିଆଲ ମିଡିଆରେ ଏହି ଯୁବକ ଜଣକ ବହୁତ ଚର୍ଚ୍ଚାରେ ଅଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଯୁବକଙ୍କ ଟ୍ୟାଲେନ୍ଟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *