ଷଣ୍ଡ ଲଢେଇ ଛଡେଇବାକୁ ଯାଇଥିବା ଏହି ଲୋକକୁ ଜଣା ନଥିଲା ତା ସହ କଣ ଘଟିବାକୁ ଯାଉଛି, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ପଶୁପକ୍ଷୀ ଙ୍କୁ ଦେଖିଥିବେ ଯେଉଁମାନେ ନିଜ ବଳ ର ସାହାର୍ୟ୍ଯ ରେ ଅନ୍ୟ ପଶୁପକ୍ଷୀ ମାନଂକୁ ହଇରାଣ କରିବା ସହ ଆକ୍ରମଣ ମଧ୍ୟ କରିଥାନ୍ତି । ତେବେ କିନ୍ତୁ ବେଳେବେଳେ କିଛି ପଶୁ ମାନେ ନିଜ ଶକ୍ତି ରେ ଅନ୍ଧ ହୋଇ ଭୁଲ ଯିବ ଙ୍କ ସହ ପଙ୍ଗା ନେଇଥାନ୍ତି ଯାହା ଦ୍ୱାରା ପରେ ତାଙ୍କୁ ପଶ୍ଚାତାପ କରିବାକୁ ପଡିଥାଏ । ତେବେ ଆଜି ଆମେ ସେହିଭଳି କିଛି ଘଟଣା ବିଷୟରେ ଆଲୋଚନା କରୁଛୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ପ୍ରଥମ ଭିଡିଓ ହେଉଛି ତୁର୍କୀ ର ତେବେ ଆପଣ ମାନେ ଜାଣିଥିବେ କି କୁକୁର ଆଉ ବିଲେଇ ମାନଙ୍କ ଝଗଡା ବହୁତ ପୁରାତନ ଯୁଗରୁ ଚାଲି ଆସୁଛି । ତେବେ ଅଧିକାଂଶ ସମୟରେ କୁକୁର ମାନେ ବିଲେଇ ଙ୍କ ଠାରୁ ଜିତି ଯାଇଥାନ୍ତି । ତେବେ ଏଠାରେ ଗୋଟିଏ କୁକୁର କିଛି ବିଲେଇ ଙ୍କୁ ଦେଖି ଦୁର୍ବଳ ଭାବି ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଆସିଥିଲା ତେବେ କିନ୍ତୁ ବିଲେଇ ମାନେ ଏକତ୍ର ହୋଇ ସେହି କୁକୁର ଉପରକୁ ହିଁ ଆକ୍ରମଣ ଆରମ୍ଭ କରିଦେଇଥିଲେ ଏବଂ କୁକୁର ଟି ସେଠାରୁ ପଳାଇ ଯାଇଥିଲା ।

୨- ଦ୍ଵିତୀୟ ଭିଡ଼ିଓଟି ଆମେରିକା ର । ତେବେ ସେଠାରେ ଏକ ସ୍ଥାନରେ ଏକ ଜଙ୍ଗଲୀ ଭାଲୁ ଏକ ପୋଷା ବିଲେଇ କୁ ଦେଖି ତା ଉପରକୁ ଆକ୍ରମଣ ପାଇଁ ଆସିଥିଲା ତେବେ ସେହି ସମୟରେ ବିଲେଇ ନିଜର ସାହସ ଯୋଗୁଁ ଭାଲୁ କୁ ପ୍ରତିଆକ୍ରମଣ କରି ଦେଇଥିଲା ଏବଂ ଭାଲୁ ଟି ଡରି ଗଛ ଉପରେ ଚଢ଼ି ଯାଇଥିଲା ଏବଂ ବିଲେଇ ନ ଯିବା ପର୍ଯ୍ୟନ୍ତ ଓଲହେଇ ନଥିଲା ।

୩- ତୃତୀୟ ଭିଡିଓ ଟି ରେ ମୁଷା ବିଲେଇ ଲଢେଇ ର ଦୃଶ୍ୟ । ତେବେ ସମସ୍ତେ ଜାଣନ୍ତି କି ବିଲେଇ ମୁଷା କୁ ଆକ୍ରମଣ କରେ ଏବଂ ମୁଷା ଦୁର୍ବଳ ଯୋଗୁଁ ବିଲେଇ ର ଶକ୍ତି ଆଗରେ ହାର ମାନି ନେଇଥାଏ । ତେବେ କିନ୍ତୁ ଏହି ଭିଡିଓ ରେ ଆପଣ ମାନେ ଦେଖିବେ କି ଗୋଟିଏ ବିଲେଇ ଏକ ଛୋଟ ମୁସା ଉପରେ ଆକ୍ରମଣ କରିଲା କିନ୍ତୁ ସେହି ମୁଷା ଟି ବିଲେଇ ଉପରକୁ ମଧ୍ୟ ଆକ୍ରମଣ କରିଲା ଯାହା ଦ୍ୱାରା ବିଲେଇ ଟି ପଳେଇ ଯାଇଥିଲା । ତେବେ ଏହା ଛଡା ଗୋଟିଏ ମୁଷା ନିଜ ଛୁଆ କୁ ବଞ୍ଚେଇବା ପାଇଁ ବିଷଧର ସାପ ସହ ମଧ୍ୟ ଲଢେଇ କରି ବିଜୟ ହୋଇଥିଲା ।


୪- ଚତୁର୍ଥ ଭିଡିଓ ଟି ଭାରତ ର । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଯେତେବେଳେ ଦୁଇଟି ରାଗି ଷଣ୍ଡ ଲଢେଇ କରୁଥାଆନ୍ତି ସେତେବେଳେ ସେମାନଙ୍କ ସାମ୍ନା କୁ ଯିବା ମୃତ୍ୟୁ ମୁଖ କୁ ଯିବା ସହ ସମାନ ହୋଇଥାଏ । ତେବେ କିନ୍ତୁ ଏହି ଭିଡିଓ ରେ ଦୁଇଟି ଷଣ୍ଡ ଲଢେଇ କରୁଥିବା ସମୟରେ ଜଣଙ୍କ ଦୋକାନ ଆଗକୁ ଆସି ଯାଇଥିଲେ ତେବେ ଦୋକାନୀ ଟି ନିଜ କ୍ଷତି ହେବା ଆଶଙ୍କା ରେ ଗୋଟିଏ ବାଡ଼ି ଧରି ଦୁଇ ଜଣଙ୍କୁ ଦୁଇଟି ପାହାର ଦେଇଥିଲା ଏବଂ ଏହା ପରେ ସେହି ଷଣ୍ଡ ମଧ୍ୟ ଦୌଡ଼ି କୁଆଡେ ପଳେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *