‘ପୁଅ ୩ ଟା ରଖି ଏନଜୟ, ବାପା ତ ପୁରା ରଙ୍ଗିଲା…’ ଦୀପିକା ପାଇଁ ଦିନେଶକୁ ଝଡି ଦେଲେ Pramila ମା’, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପ୍ରେମ ମାମାମଲା ବିଷୟରେ ବେଶ ଭଲ ଭାବରେ ଜାଣିଥିବେ । ତେବେ ଦିନେଶ ନିଜ ପ୍ରେମିକା ଦୀପିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେଗନେଣ୍ଟ କରିଦେଇଛନ୍ତି ଆଉ ଏବେ ସେ ସାମ୍ନାକୁ ଆସୁ ନାହାନ୍ତି । ଦୀପିକା ଏବେ ନିଜ କୁନି ପୁଅକୁ ଧରି ଦିନେଶଙ୍କ ଘର ବାହାରେ ଧାରଣା ଦେଇଛନ୍ତି । ଆଜିକୁ ୭ ଦିନ ହେବ ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ।

ଆଜି ସକାଳୁ ସକାଳୁ ବ୍ରହ୍ମପୁର ରେ ଲାଗି ରହିଛି ବର୍ଷା । ଆଉ ଏ ବର୍ଷା ରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛି ପ୍ରେମିକା । ଆଉ ଏତିକି ବେଳେ ଠିକ୍ ଆସିକି ପହଞ୍ଚିଲେ ସମାଜ ସେବୀ ପ୍ରମିଳା ତ୍ରିପାଠୀ । ପ୍ରମିଳା ତ୍ରିପାଠୀ ମଧ୍ୟ ବର୍ଷାରେ ପାଲ ତଳେ ବସିଲେ ଦୀପିକାଙ୍କ ସହିତ । ଆଉ ଦୀପିକା ଏକ ଫୋଟ ଦେଖେଇଲେ ଦେଖ ମାଆ ମୁଁ ଏଠି ବର୍ଷା ରେ ବସିଛି ଆଉ ସିଏ ତାଙ୍କ ପରିବାର ସହିତ ମିଶିକି ହୋଟେଲ ରେ ଖାଉଛନ୍ତି ।

ତେବେ ବର୍ଷା ରେ ପ୍ରମିଳାଙ୍କ ସହିତ ଦୀପିକା ଧାରଣାରେ ବସିଛନ୍ତି । ଯେଉଁଠି ପ୍ରବଳ ବର୍ଷା ହେଉଛି ସେଇଠି ବସିଛନ୍ତି ନିଜର ନ୍ୟାୟ ପାଇବ ପାଇଁ ଧାରଣାରେ ଦୀପିକା । ନିଜର ପୁଅକୁ ତାଙ୍କ ବାପାର ପରିଚୟ ଦେବା ପାଇଁ ଧାରଣା ରେ ବସିଛନ୍ତି ଦୀପିକା । ଆଉ ଏତିକି ବେଳେ ତାଙ୍କ ରଥ ର ସାରଥୀ ହେଇଛନ୍ତି ପ୍ରମିଳା ତ୍ରିପାଠୀ । ଆଉ ଏପଟେ ଦୀପିକାଙ୍କ କହିବା କଥା ପୁଅ ଆଉ ତାଙ୍କୁ ଯେ ପର୍ଯ୍ୟନ୍ତ ତାଙ୍କ ପ୍ରେମିକ ଗ୍ରହଣ କରିନାହାଁନ୍ତି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ।

ଆଉ ଏବେ ଯେତେବେଳେ ପ୍ରମିଳା ଦେବୀ ତାଙ୍କ ସହିତ ଅଛନ୍ତି ସେତେବେଳ ଏହି ଘଟଣା କ୍ଷୀପ୍ର ବେଗରେ ଚାରିଆଡେ ବ୍ୟାପି ଗଲାଣି । ତେବେ ପ୍ରମିଳା ତ୍ରିପାଠୀ କହିଛନ୍ତି କି ତା ବାପା କଣ ପ୍ରେମ କରି ନାହିଁ ତାଙ୍କର କଣ ପୁଅ ନାହିଁ ସ୍ତ୍ରୀ ନାହିଁ । ତେବେ ସେଭଳି ଏହି ଝିଅ କୁ ମଧ୍ୟ ତା ସ୍ବାମୀ ଏବଂ ତା ପୁଅ କୁ ବାପା ଦରକାର । ତେବେ ପୁଅ ଟି ତିନି ତିନିଟା ଝିଅ କୁ ପ୍ରେମ କରି ଛାଡି ଦେଇଛି ତେବେ ବର୍ତ୍ତମାନ ଗୋଟିଏ କଦଳୀ ବାଲାର ଝିଅ କୁ ବାହା ହେବ ବୋଲି କହୁଛି ।


ତେବେ ସମସ୍ତଂକୁ ଛାଡି ଦେଇ ସେଟେଲମେଣ୍ଟ ହୋଇଯାଇଥିଲା କିନ୍ତୁ ଏ ଝିଅ ସେହି ଭଳି ଝିଅ ନୁହେଁ ସେ ପଇସା ପତ୍ର କାରବାର କରେ ନାହିଁ । ସେ ନିଜର ନ୍ୟାୟ ପାଇଁ ଆସି ଏହି ଠାରେ ଦୁଆର ମୁହଁରେ ବସି ରହିଛି । ତେବେ ଘର ଲୋକ ଜାଣି ଶୁଣିକି ତା ଉପରେ ଖରାପ ପାଣି ନଳା ରେ ଛାଡ଼ୁଛନ୍ତି କେତେବେଳେ ପାଲ ଉପରେ ଅଳିଆ ଆବର୍ଜନା ପକାଇ ହଇରାଣ କରୁଛନ୍ତି ତେବେ କେତେ ଚେଷ୍ଟା କଲେ ବି ଆମେ ଏଠାରୁ ଉଠିବୁ ନାହିଁ । ତେବେ ସେ ଯଦି ନ ମାନିଲେ ତେବେ ଆହୁରି ଅଲଗା ଉପାୟ ମଧ୍ୟ ରହିଛି ଆମେ ନ୍ୟାୟ ନିଶ୍ଚିତ ପାଇବୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *