୧୧୫ ଫୁଟ ଉଚ୍ଚର ଢେଉରେ ଫସିଲେ ଯୁବକ, ଦେଖନ୍ତୁ କେମିତି ବର୍ତିଲେ ! Video ଦେଖିଲେ ଆପଣ ବି ଭୟରେ ଥରିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ବେଳେବେଳେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା ଅସମ୍ଭବ । କିନ୍ତୁ ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଘଟଣା ସମୟରେ ଯେଉଁମାନେ ଦେଖୁଛନ୍ତି ସେହିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯାହା ଜୀବନ ପ୍ରତି ଭୟ ରହିଛି କାରଣ ସମୁଦ୍ର ଏତେ ବଡ଼ ଢେଉ ଦେଖିଲେ ଡର ଲାଗିଥାଏ । ହେଲେ ତାଙ୍କର ଏମିତି ସାହାସିକତା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ସେହି ଭିଡିଓ ରେ ଏମିତି କିଛି ଦୃଶ୍ୟ ରହିଛି ଯାହା ଏବେ ୩ ମିଲିୟନ ଲୋକ ମଧ୍ୟ ଦେଖି ସାରିଲେଣି । ଏହିଠାରେ ଏମିତି ଏକ ଦୃଶ୍ୟ ନଜରକୁ ଆସିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖୁବାକୁ ପାଇଥିବେ । ଏମିତି କିଛି ଯାହା ଦେଖିବାକୁ ମିଳିଛି ତାହାକୁ ନେଇ ସୋସିଆଲ ମିଡ଼ିଆରେ ପ୍ରବଳ ମାତ୍ରରେ ଭାଇରଲ ଚାଲିଛି । ଏହି ଘଟଣା କୁ ନେଇ ସେଠାରେ ମଧ୍ୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ ଏହିଠାରେ ସେହି ଯୁବକ ଜଣଙ୍କ ଏମିତି କିଛି କରିଛନ୍ତି ଯାହା ପାଇଁ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ମୋବାଇଲ ରୁ ମୋବାଇଲ ଘୁରି ବୁଲିଛି, ଯାହା ଆପଣ ମାନେ ମଧ୍ୟ ଏଠାରେ ନଜର ରେ ଆସିଥିବ । ଏହି ଘଟଣା ସମୟରେ ଯେଉଁମାନେ ଦେଖୁଥିଲେ ସେହିମାନେ ମଧ୍ୟ ଚମକି ପଡ଼ିଥିଲେ ।

ତେବେ ଏହିଠାରେ ଦେଖୁବାକୁ ମିଳିଛି ଯେ ଏମିତି କିଛି ରହସ୍ୟ ମୟ କାର୍ଯ୍ୟ ଯାହା ଆପଣ ମାନେ ମଧ୍ୟ ଦେଖିବା ପରେ ଡରି ଯିବେ । ଯାହା ସେହି ଯୁବକ ଜଣଙ୍କ କରିଛନ୍ତି ତାହା ଅତି ବିପଦଜନକ । ଏହି ଠାରେ ବ୍ୟକ୍ତି ଏମିତି କିଛି କରିଛନ୍ତି ତାହା ଜଣେ ଦେଖିଲେ ଖାଲି ଆଖିରେ ପ୍ରଥମେ ବିଶ୍ୱାସ ମଧ୍ୟ କରିବେ ନାହିଁ । ଆଉ ଏହି ଘଟଣା ଟି ଏମିତି କିଛି ଭୟଙ୍କର ହୋଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।

ତେବେ ସେହି ଯୁବକ ଏଠାରେ ସମୁଦ୍ର ର ଲହରୀ ସହିତ ପ୍ରତିଯୋଗିତା ଭାବରେ ଖେଳୁଛି ଯାହା ଆପଣ ମାନେ ମଧ୍ୟ ଭାବିବେ ଏହା ଏକ ସିନେମା ର । ଆଉ କହିବାକୁ ଗଲେ ସେହି ଯୁବକ ଜଣଙ୍କ ସମୁଦ୍ରର ଢେଉ ସହ ଆଗ ରେ ଖେଳୁଛି ଏବଂ ସେ ୧୧୫ ଫୁଟ ର ଉଚ୍ଚତା ରେ ଆସିବା ବେଳେ ଏହି ଯୁବକ ଟି ଏମିତି କିଛି କରିଛନ୍ତି ଯାହା କୁ କେହି ଜଣେ ବ୍ୟକ୍ତି ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆରେ ଛାଡି ଦେଇଛନ୍ତି ।


ଆଉ ଏହିଠାରେ ଯୁବକ ଟି ଏମିତି କିଛି କରିଛନ୍ତି ତାହା କୌଣସି ଫିଲ୍ମ ପାଖରୁ କମ ନୁହେଁ । ଯାହା ଆପଣ ମାନେ ଦେଖିଲେ ସହଜରେ ବିଶ୍ୱାସ କରିବେ ନାହିଁ । ଏହି ଘଟଣାଟି ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି ଯାହା ଆପଣ ମାନେ ଦେଖିଲେ ଜାଣି ପାରିବେ । ହେଲେ ସେହି ଯୁବକ ଜଣଙ୍କ ଜୀବନ କୁ ମଧ୍ୟ ଭୟ ରହିଥିବ ହେଲେ ଏହା ପଛରେ ତାଙ୍କର ଏକ ସାହାସିକତା ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *