ପପୁଙ୍କ ବେକରେ ୧୦ ଫୁଟିଆ ଗେଣ୍ଡୁ ମାଳ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ୬ ବର୍ଷ ପୁରୁଣା ୨୦୧୬ ର ବୋହୁ ଚର୍ଚ୍ଚିତ ପପୁ ପମପମ୍ ଙ୍କ ବିରୋଧରେ କାଷ୍ଟିଂ କାଉଚ୍ଚର ଯେଉଁ ମାମଲା ଆସିଥିଲା ସେଥିରେ କମେଡିକିଂ ପପୁ ପମପମ୍ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଛି ଅର୍ଥାତ୍ ତାଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି ଫିଲ୍ମରେ ରୋଲ୍ ଦେବାକୁ କହି ଅସଦାଚରଣ କରିଥିଲେ ନାବାଳିକାଙ୍କ ସହିତ ଏଭଳି କିଛି ଅଭିଯୋଗ ଆଣିଥିଲେ ନାବାଳିକା ।

ତେବେ ସ୍ଵତନ୍ତ୍ର ଫାଷ୍ଟ୍ରା କୋର୍ଟରେ ପପୁ ପମପମ୍ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୬ ବର୍ଷ ତଳେ ନାବାଳିକା କରିଥିବା ଅଭିଯୋଗକୁ ନିଜେ ଖଣ୍ଡନ କରି ଦେଇଥିଲେ ଆଉ ପଲଟି ଯାଇଥିଲେ ନିଜର ଅଭିଯୋଗରୁ ନିର୍ଦ୍ଦୋଷ ପ୍ରମାଣିତ ହେବା ପରେ ଏବେ ପପୁ ପମପମ୍ ଙ୍କର ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାକୁ ଆସିବାରେ ଲାଗିଛି ଯେଉଁଥିରେ ପପୁ ପମପମ୍ କହିଛନ୍ତି ଯେ ରାଜନୈତିକ ଅଭିସନ୍ଧି ରଖି ତାଙ୍କର ଅନେକ ସାରା ଶତ୍ରୁ ହୋଇଥିଲେ ।

ଯେହେତୁ ସେ ସଫଳ ଥିଲେ ତେଣୁ ସଫଳ ଲୋକଙ୍କ ପଛରେ ଅନେକ କିଛି ବ୍ୟକ୍ତି ଲାଗିଯାଇଥିଲେ ଏବଂ ଯାହା ଫଳରେ ଚକ୍ରାନ୍ତ କରି ତାଙ୍କୁ ପୁରେଇ ଦିଆଗଲା ଜେଲ୍ ଭିତରେ । ଯେଉଁଠାରୁ ୩ ଦିନ ଭିତରେ ବେଲ୍ ମିଳିବା କଥା ସେଠାରେ ତାଙ୍କୁ ୪୩ କାଳ ଜେଲ୍ ଭିତରେ ରଖାଗଲା ଆଉ ଅଭିଯୋଗ ପରେ ସବୁ ସତକଥା ଏବେ ସାମ୍ନାକୁ ଆସିଛି ସେ କହିବା କଥା ଏବେ କ୍ଷୀରକୁ କ୍ଷୀର ଆଉ ପାଣିକି ପାଣି ହେଇଯାଇଛି ।

ତେବେ ଛୋଟ କଥାକୁ ବଡ଼ କରି ଦେଖାଗଲା ଏପରିକି ଅଭିଯୋଗ ପରେ ବି ତାଙ୍କୁ ୪୩ ଦିନ ଜେଲରେ ରହିବାକୁ ପଡିଲା ମିଡିଆରେ ତାଙ୍କୁ ଅନେକ ଲୋକ ଅନେକ କଥା କହିଲେ ତାଙ୍କ ନାଁରେ ସିନେମା ହେଲା ତାଙ୍କ ଚରିତ୍ର ସଂହାର କରାଗଲା । ଆଉ ନାବାଳିକାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ବି ନିଆଗଲା ତେବେ ଏସବୁ କଥା ନାବାଳିକା ନିଜେ କହିଛନ୍ତି ସଫଳତା ପରେ ଅନେକ ଶତ୍ରୁ ସୃଷ୍ଟି ହୁଅନ୍ତି ଆଉ ୬ ବର୍ଷ ପରେ ସତକଥା ପଦାକୁ ଆସିଛି ।

ତାଙ୍କୁ ବଦନାମ କରାଯାଇଛି କେବଳ ସେ ନୁହେଁ ତାଙ୍କ ପରିବାର ତାଙ୍କ ସାଙ୍ଗସାଥୀ ସମସ୍ତେ ଏଥିରେ ଭାଗୀଦାର ବି ହୋଇଛନ୍ତି ତେବେ ସେ କହିଛନ୍ତି ସେ ଦୋଷୀ ନାହାଁନ୍ତି ସେ ସୁନା ମୁଣ୍ଡା ।ତେବେ ବର୍ତ୍ତମାନ ପପୁ ଙ୍କୁ ତାଙ୍କ ଗାଁ ର ସାଙ୍ଗମାନେ ଏବଂ ତାଙ୍କର ସରପଞ୍ଚ ତାଙ୍କୁ ସମ୍ମାନିତ କରିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବର୍ତ୍ତମାନ ତାଙ୍କ ପାଇଁ ଏକ ୧୦ ଫୁଟ ଉଚ୍ଚତା ର ଗେଣ୍ଡୁ ମାଳ ଟି ପ୍ରସ୍ତୁତ କରି ଆଣିଛନ୍ତି ଏବଂ ତାଙ୍କୁ ସେଇଥିରେ ସମ୍ମାନିତ ମଧ୍ୟ କରିଛନ୍ତି ।


ତେବେ ପପୁ ମଧ୍ୟ ବହୁତ ଖୁସି ଥିବାର ନଜର ଆସିଛନ୍ତି ତେବେ ସେ କହିଛନ୍ତି ଏହା ହିଁ ଜୀଵନ ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଆସିବ ତେବେ ଏହାକୁ ନେଇ ହିଁ ବର୍ତ୍ତମାନ ବଞ୍ଚିବାର ଅଛି । ବର୍ତ୍ତମାନ ଭଲ ଭଲ ସିନେମା କରିବା ଏବଂ ଭଲରେ କାମ କରିବି ବୋଲି ଜଗନ୍ନାଥ ଙ୍କ ପାଖରେ ପାର୍ଥନା । ତେବେ ତାଙ୍କର ଏହି ପରି ସମ୍ମାନ ହେଉ ଥିବାରୁ ସେ ବହୁତ ଖୁସି ମଧ୍ୟ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *