ଆଖି ପିଛୁଳାକେ ସବୁ ଧ୍ୱଂସ, କ୍ୟାମେରାରେ କଏଦ ହେଲା ଏମିତି ଭୟଙ୍କର ଦୃଶ୍ୟ, ଦେଖିଲେ ଲୋମ ଟାଙ୍କୁରି ଉଠିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଏହି କିଛି ସମୟ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତ୍ୟା । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହାକୁ ଦେଖି ସମସ୍ତେ କଳିଯୁଗ ଅନ୍ତ ବୋଲି ମଧ୍ୟ ଅନୁମାନ କରି ସାରିଲେଣି ।

ତେବେ ଆପଣ ମାନେ ଜାଣିଥିବେ କି ଆଜିର ଏହି ବିକଶିତ ଟେକ୍ନିକାଲ ଯୁଗରେ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ନିଜକୁ ଇଣ୍ଟରନେଟ ସହ ନିୟୋଜିତ କରି ରଖୁଛନ୍ତି । ତେବେ ଆଧୁନିକ ସମାଜରେ କର୍ମବହୁଳ ଜୀବନ ମଧ୍ୟରେ ଟିକିଏ ମନରୋଞ୍ଜନ କରିବା ସହିତ ଘରେ ବସି ଦେଶ ବିଦେଶର ଘଟୁଥିବା ଘଟଣା ର ସୂଚନା ବିଷୟରେ ଅବଗତ ହେବା ଉଦ୍ଦେଶ୍ୟ ରେ ପ୍ରାୟତଃ ଲୋକ ସୋସିଆଲ ମିଡ଼ିଆ ର ବ୍ୟବହାର କରୁଛନ୍ତି ।

ତେବେ ଏହି ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଜୀବନ୍ତ ଘଟଣା ଦେଖିବା କୁ ମିଳିଥାଏ । ତତ୍ସହିତ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶ ବିଦେଶରେ ଘଟୁଥିବା ଘଟଣା ସମୂହ କୁ ଘରେ ବସି ଅଳ୍ପ ସମୟ ମଧ୍ୟରେ ଲୋକ ମାନେ ଜାଣି ପାରୁଛନ୍ତି । ତେବେ ଏହି କ୍ଷେତ୍ରରେ ସୋସିଆଲ ମିଡ଼ିଆ ଏକ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଛି । ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓ ବିଷୟରେ ଆଲୋଚନା କରିନେବା ।

ତେବେ ବର୍ତ୍ତମାନ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ ଧୀରେ ଧୀରେ କରି ଏକ ପାହାଡ ଉପରୁ ପଥର ସବୁ ଧସେଇ ଆସୁଛି ଏବଂ କିଛି ସେକେଣ୍ଡ ଭିତରେ ତାହା ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଉଛି । ତେବେ ଏହା ଫୁଣି ଏକ ବ୍ରିଜ ପାଖରେ ହେଉଥିଲା ତେଣୁ ସେହି ବ୍ରିଜ ରେ ଯାଉଥିବା ଲୋକମାନେ ଭୟବିତ ହୋଇ ଉଠିଲେ ଏବଂ ସୁରକ୍ଷିତ ସ୍ଥାନକୁ ଚାଲିଗଲେ ।


ତେବେ କିଛି ଲୋକ ଏହି ଦୃଶ୍ୟ କୁ ଦୂରରେ ରହି ନିଜ କ୍ୟାମେରା ରେ ରେକର୍ଡ କରୁଥିଲେ । ତେବେ ଏହି ଘଟଣା ଟି ହିମାଚଳ ପ୍ରଦେଶ ରେ କୋଟି ରୋଡ଼ ଚାମ୍ବା ରେ ହୋଇଛି । ତେବେ ଆଖି ପିଛୁଳାକେ ସବୁ କିଛି ଧ୍ୱଂସ ହୋଇଗଲା ତେବେ ବର୍ତ୍ତମାନ ଭିଡିଓ ଟି ଖୁବ ଭାଇରାଲ ହେଉଛି । ତେବେ ସ୍ଥାନୀୟ ଲୋକମାନେ ଭୟବିତ ହୋଇ ଯାଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *