ଦେଖନ୍ତୁ ଭାରତ ସିରିଜ ଜିତିବା ପରେ ଦିବାନା ହେଲେ ପାକିସ୍ଥାନୀ ଦିଗ୍ଗଜ, Rohit ଓ Pant ଙ୍କ ପାଇଁ କହିଦେଲେ କିଛି ଏମିତି…

ବନ୍ଧୁଗଣ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଚାଲୁଥିବା ଟି20 ଟୁର୍ନାମେଣ୍ଟର ଦ୍ଵିତୀୟ ମ୍ୟାଚରେ ଭାରତ ନ୍ୟୁଜଲାଣ୍ଡକୁ ୭ ୱିକେଟରେ ହରାଇ ବିଜୟ ହୋଇଛି । ନ୍ୟୁଜଲାଣ୍ଡ ଟିମ ଠାରୁ ଟି୨୦ ବିଶ୍ଵ କପ୍ ରେ ହୋଇଥିବାର ହାରର ବଦଲା ମଧ୍ୟ ଭାରତ ନେଇଗଲା । ଏହି ଟୁର୍ନାମେଣ୍ଟର ଦ୍ଵିତୀୟ ମ୍ୟାଚଟି ଗତ କାଲି ରାଞ୍ଚିରେ ହୋଇଥିଲା । ଏହାର ପ୍ରଥମ ମ୍ୟାଚଟି ଜୟପୁରରେ ହୋଇଥିଲା ଓ ସେହି ମ୍ୟାଚରେ ମଧ୍ୟ ଭାରତ ବିଜୟ ହୋଇଥିଲା ।

ବନ୍ଧୁଗଣ ଗତ କାଲିର ମ୍ୟାଚ ତ ଆପଣ ମାନେ ସମସ୍ତେ ନିଶ୍ଚୟ ଦେଖିଥିବେ । ଗତ କାଲିର ମ୍ୟାଚ ଦେଖିବା ପାରେ ଭାରତୀୟ ପ୍ରଶଂସକ ମାନେ ବହୁତ ଅଧିକ ଖୁସି ଅଛନ୍ତି । ବନ୍ଧୁଗଣ ରୋହିତ ଶର୍ମାଙ୍କ କ୍ୟାପଟେନସିରେ ଏବେ ଭାରତ ଲଗାତର ଦୁଇ ଥର ମ୍ୟାଚ ଜିଟିଛି । ଟିମ ଇଣ୍ଡିଆର ପ୍ରଶଂସା ଦେଶ ବିଦେଶ ସମସ୍ତ ସ୍ଥାନରେ ହେଉଛି ।

ବନ୍ଧୁଗଣ ଗତ କାଲିର ମୁକାବାଲା ବହୁତ ଦମଦାର ଥିଲା । ଗତ କାଲିର ମ୍ୟାଚରେ ଟସ ଜିତିଥିଲେ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ରୋହିତ ଶର୍ମା । ରୋହିତ ଟସ ଜିତିବା ପରେ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ବ୍ୟାଟିଙ୍ଗ କରି ନ୍ୟୁଜଲାଣ୍ଡ ଟିମ ୧୫୩ ରନ୍ କରିଥିଲେ ଓ ଇଣ୍ଡିଆ ପାଇଁ ୧୫୪ ରନ୍ ର ଟାର୍ଗେଟ ରଖିଥିଲେ ।

ଏହା ପରେ ଭାରତୀୟ ଖେଳାଳି ମାନେ ବହୁତ ଦମଦାର ଖେଳ ପଦର୍ଶନ କରି ୧୫୫ ରନ୍ ରେ ବିଜୟ ହୋଇଥିଲେ । ଭାରତ ଟିମର ଏହି ଦମଦାର ପଦର୍ଶନକୁ ଦେଖି ପାକିସ୍ତାନର କିଛି ଦିଗଜ ଖେଳାଳି ମାନେ ବଡ ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପାକିସ୍ତାନ ଟିମର ପୂର୍ବତ୍ତମ ଖେଳାଳି ସୋଏବ ଅଖତର କହିଛନ୍ତି-‘ଆଜି ଭାରତ ଯେଉଁ ଭଳି ପଦର୍ଶନ କରିଛି ତାହା ଅତି ପ୍ରଶଂସା ଜନିତ । ଏଭଳି ପଦର୍ଶନ ପାଇଁ ଭାରତ ଦେଶ ବିଦେଶରେ ପରିଚିତ ଅଛି । ଯେତେବେଳେ ଆପଣଙ୍କ ସାମ୍ନାରେ ଏକ ଶକ୍ତିଶାଳୀ ଟିମ ଥିବ ଓ ଜିତିବା କଷ୍ଟକର ଥିବ ସେତେବେଳେ ପରିସ୍ଥିତିକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ହେଲେ ଭାରତୀୟ ଖେଳାଳି ମାନେ ବହୁତ ଭଲ ବୋଲିଙ୍ଗ କରି ନ୍ୟୁଜଲାଣ୍ଡ ଟିମର ରନ୍ କମାଇ ଥିଲେ । ଯଦି ଭାରତୀୟ ଟିମ ଏଭଳି ଭାବରେ ଟି୨୦ ବିଶ୍ଵ କପ୍ ଖେଳି ଥାନ୍ତା ତା ହେଲେ ନିଶ୍ଚୟ ଜିତି ଥାନ୍ତା’ ।

ପାକିସ୍ତାନ ପୂର୍ବତ୍ତମ ଖେଳାଳି ସାହିଦ ଆଫ୍ରିଦି କହିଛନ୍ତି-‘ଭାରତୀୟ ଟିମ ସବୁବେଳେ ଦମଦାର ଖେଳ ପଦର୍ଶନ କରେ । ଆଜିର ମ୍ୟାଚ ଭାରତୀୟ ମାନଙ୍କ ପାଇଁ ନିଶ୍ଚୟ ବହୁତ ଖାସ ଥିବ । ଭାରତୀୟ ଟିମର ନୂଆ କ୍ୟାପଟେନ ରୋହିତ ଶର୍ମା ନିଜ ଟିମ ପାଇଁ ବହୁତ ବଡ ଭୂମିକା ରଖିଛନ୍ତି । ସେ ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଟିମକୁ ଜିତାଇ ଛନ୍ତି । ମୋର ପୁରା ବିଶ୍ଵାସ ଅଛି ଭାରତୀୟ ଟିମ ନ୍ୟୁଜଲାଣ୍ଡ ଟିମକୁ ହରାଇ ଏହି ସିରିଜ ଜିତିବ’ ।

Leave a Reply

Your email address will not be published. Required fields are marked *