ଚନ୍ଦନ ବୋଡା (Russell Viper) ଦଂଶିବା ପରେ ଝଡା ଫୁଙ୍କା ନେଲା ଯୁବକର ଜୀବନ, ଦେଖନ୍ତୁ କେତେ ଭୟଙ୍କର ଅଟେ ଏହି ସାପ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ସାପ ଦେଖିଥିବେ । ଏହି ଦୁନିଆରେ ସାପ ମାନଙ୍କର ଅନେକ ପ୍ରଜାତି ଅଛନ୍ତି ସେଥିମଧ୍ୟରୁ କିଛି ଘା-ତ-କ ମଧ୍ୟ ଅଟନ୍ତି । କିଛି ସାପ ଏପରି ଅଛନ୍ତି ଯାହାର ଚୋ-ଟ-ରେ ମଣିଷ ନିଜ ପ୍ରାଣ ହରାଇ ଥାଏ । ହେଲେ ବନ୍ଧୁଗଣ ଆଦିମ କାଳରୁ ନାଗ ସାପର ପୂଜା ଅର୍ଚ୍ଚନା କରା ଯାଏ । ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି କାରଣ ନାଗ ସାପକୁ ସର୍ବଦା ଭଗବାନ ଶିବ ନିଜ ବେକରେ ଧାରଣ କରନ୍ତି ।

ନାଗ ସାପ ମଧ୍ୟ ବି-ଷ-ଧ-ର ହୋଇଥାଏ । ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ସାପ ସହ ଜଡିତ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଏହି ସାପଟି ହେଉଛି ଚନ୍ଦନବୋଡା ସାପ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ବୋଡା ସାପ ହେଉଛି ଏକ ବି-ଶ-ଧ-ର ସାପ ଏଥିରେ ହେ-ମୋ-ଟ-କ-ସି-ନ ବି-ଶ ରହିଥାଏ ।

ଯଦି ଏହି ସାପ କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ସେହି ମଣିଷକୁ ତୁରନ୍ତ ହସ୍ପିଟାଲ ନେବାକୁ ପଡିବ ଓ ୯୦ ଦିନ ପର୍ଯ୍ୟନ୍ତ ସେହି ମଣିଷ ଶେଯରେ ଶୋଇବ । ବନ୍ଧୁଗଣ ଏହି ସାପର ଚୋ-ଟ-ରେ ଜଣେ ଯୁବକ ନିଜ ପ୍ରାଣ ହରାଇଛି ଏହି ଯୁବକଙ୍କ ମୃ-ତ ଖବର ମଧ୍ୟ ଗତ କିଛି ମାସ ତଳେ ସୋ-ସି-ଆ-ଲ ମି-ଡି-ଆ-ରେ ସାମ୍ନାକୁ ଆସିଥିଲା ।

ତେବେ ଭା-ଇ-ରା-ଲ ହେଉଥିବା ଭିଡିଓରେ ଏହି ସାପ ଗୋଟେ ଘର ଭିତରୁ ଉଧାର କରାଯାଇଛି । ପ୍ରଥମେ ଘର ଲୋକ ଘର ବାଡିରେ ଏହି ସାପକୁ ଦେଖିଥିଲେ ଓ ଏକ ସାପ ବନ ବିଭାଗକୁ ଏହି ସାପର ସୂଚନା ଦେଇଥିଲେ । ସୂଚନା ପାଇବାର କିଛି ସମୟ ମଧ୍ୟରେ ସେହି ସ୍ଥାନକୁ ଜଣେ ସାପ ଧରାଳି ଆସିଥିଲେ ।

 

ସାପ ଧରାଳି ଜଣକ ବହୁତ ସାବଧାନତାର ସହ ବୋଡା ସାପକୁ ଧରିଥିଲେ । ଅନେକ ସାପ ଧରାଳି ମଧ୍ୟ ଏହି ବୋଡା ସାପକୁ ଭୟ କରନ୍ତି । ଏହି ସାପଟି ମଣିଷଙ୍କ ପାଇଁ ଘା-ତ-କ ହୋଇଥାଏ ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ଘର ପାଖରେ ବୋଡା ସାପ ଅଛି ତା ହେଲେ ଆପଣ ସେହି ସାପ ଠାରୁ ଦୂରେଇ ରହିବା ଉଚିତ ।

Leave a Reply

Your email address will not be published. Required fields are marked *