ଏବେ ଏତେ ବଦଳି ଯାଇଛନ୍ତି ସୁନ୍ଦରୀ ଜୋଧା, ଫଟୋ ଦେଖିଲେ ଚିହ୍ନି ପାରିବେ ନାହିଁ

‘ଯୋଦ୍ଧା ଆକବର’ ଜି ଟିଭି ରେ ପ୍ରସାରିତ ହେଉଥିବା ଏକ ଐତିହାସିକ ଧାରାବାହିକ ଶୋ ଥିଲା । ଯାହା ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ବି ଥିଲା । ଏହି ଧାରାବାହିକରେ ଯୋଦ୍ଧାର ଅଭିନୟ କରୁଥିବା ପରିଧି ଶର୍ମାଙ୍କୁ ବି ଲୋକମାନେ …

Read More

ବଲୀଉଡର ଏହି ସୁନ୍ଦରୀ ହିରୋଇନମାନଙ୍କ ସହ କାମ କରିବା ପାଇଁ ସ୍ଵପ୍ନ ଦେଖନ୍ତି ସଲମାନ ଖାନ

ବଲୀଉଡର ଦବଙ୍ଗ ଖାନ ମାନେ ସଲମାନ ଖାନଙ୍କ ଫ୍ୟାନ ଫଲୋଇଙ୍ଗ କୋଟି କୋଟି ଅଟେ । ସଲମାନ ଖାନ ବଲୀଉଡର ଷ୍ଟାର ହେବା ସହିତ ସାଧାରଣ ଲୋକମାନଙ୍କ ପାଇଁ ବି କିଛି ନା କିଛି କରୁଥାନ୍ତି । ଏହି କାରଣରୁ ସେ …

Read More

ହେଲେନଙ୍କ ବିଷୟରେ ଏହି କଥା ଜାଣି ନ ଥିବେ ଆପଣ

କହିବାକୁ ଗଲେ ସଲମାନ ଖାନ ଯଦି ଏହି ଦୁନିଆରେ ସବୁଠୁ ଅଧିକ କାହାକୁ ଭଲ ପାଆନ୍ତି ତେବେ ସେ ହେଉଛନ୍ତି ତାଙ୍କର ମା ସୁଶୀଲା ଚରକ ଉର୍ଫ ସଲମା ଖାନଙ୍କୁ । କିନ୍ତୁ ସଲମାନ ଖାନ ନିଜର ସାବତ ମା ହେଲେନଙ୍କୁ …

Read More

ଦୁଇଜଣ ମିଶି କେତେ ଆୟ କରିଥାନ୍ତି ପ୍ରିୟଙ୍କା ଓ ତାଙ୍କ ସ୍ଵାମୀ ନିକ, ଆପଣ ଚିନ୍ତା ବି କରି ପାରିବେନି

ଆଜିର ତାରିଖରେ ଯଦି ଆମେ କୌଣସି ବଡ ଷ୍ଟାରଙ୍କ ବିଷୟରେ କଥା ହେବା ଯିଏ ସବୁ କଥାରେ ଟପରେ ଅଛନ୍ତି ତେବେ ତାଙ୍କର ନାମ ପ୍ରିୟଙ୍କା ଚୋପଡା ଓ ନିକ ଜୋନସ ଅଟେ । ପ୍ରିୟଙ୍କା ଚୋପଡା ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ …

Read More

ନିଜର ଭୁଲ ଦ୍ଵାରା ନିଜର ହିଁ କ୍ୟାରିୟରକୁ ବର୍ବାଦ କରିଦେଲେ ଏହି ବଲୀଉଡ ଷ୍ଟାରମାନେ

ପ୍ରାୟତଃ ଆମେ ସମସ୍ତେ ନିଜ ଜୀବନରେ ଭୁଲ କରିଥାଉ ଓ ତାହାର ପଶ୍ଚାତାପ ବି ଆମକୁ ହୋଇଥାଏ । ଯଦି ଫିଲ୍ମ ଷ୍ଟାରଙ୍କ ବିଷୟରେ କହିବା ତ କେତେକ ବଲୀଉଡ ଷ୍ଟାର ଏମିତି ଅଛନ୍ତି ଯେଉଁମାନଙ୍କର କିଛି ମୂର୍ଖତା କାରଣରୁ ତାଙ୍କର …

Read More

ଆଭେଞ୍ଜର ଏଣ୍ଡଗେମ ଡାୟରେକ୍ଟର ସଲମାନ ଖାନଙ୍କ କରିଲେ ପ୍ରଶଂସା, କହିଲେ ଏହି ବଡ କଥା

ବଲୀଉଡର ସଲମାନ ଖାନଙ୍କ ଏକ ଅଲଗା ସ୍ଵାଗ ଅଛି । ତାଙ୍କର ଏହି ସ୍ଵାଗର ଫ୍ୟାନ ସମସ୍ତେ ଅଟନ୍ତି । ଫିଲ୍ମରେ ଯେତେବେଳେ ସେ ଆକ୍ସନ ସୀନ କରନ୍ତି ତେବେ ଲୋକମାନେ ତାକୁ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । ସଲମାନଙ୍କୁ …

Read More

ଚଙ୍କି ପାଣ୍ଡେଙ୍କ ଝିଅ ସହିତ ଏହି ଫିଲ୍ମରେ ଡେବ୍ୟୁ କରିବେ କରିଶ୍ମା କପୁରଙ୍କ ଝିଅ ସମାୟରା

ବଲୀଉଡର ବର୍ତ୍ତମାନ ସମୟରେ ବଡ ବଡ ଷ୍ଟାରଙ୍କ ପୁଅ ଝିଅମାନେ ଡେବ୍ୟୁ କରୁଛନ୍ତି । ଏହି କ୍ରମରେ ଚଙ୍କି ପାଣ୍ଡେ ଓ କରିଶ୍ମା କପୁରଙ୍କ ଝିଅ ମିଶି ଏକ ଶଟ ଫିଲ୍ମ କରିଛନ୍ତି । ଏହାକୁ ନିଜେ ଚଙ୍କି ପାଣ୍ଡେ ପ୍ରଡ୍ୟୁସ …

Read More

ଏକ ଭୂକମ୍ପ କାରଣରୁ ନିକଟତ୍ତର ହେଇଥିଲେ ଅନିଲ ଓ ଟିନା, ବିବାହ ପାଇଁ ହେଇଗଲେ ନିଜ ପରିବାରର ବିରୁଦ୍ଧରେ, ଆଉ ତା ପରେ…

ବଲିଉଡର ଜଣାଶୁଣା ଅଭିନେତ୍ରୀ ଟିନା ଅମ୍ବାନୀ ଓ ଅନିଲ ଅମ୍ବାନୀଙ୍କ ଯୋଡି କୌଣସି ଉଦାହରଣ ଠାରୁ କମ ନୁହେଁ । ଯେଉଁ ସମୟରେ ଟିନା ମୁନିମ ଫିଲ୍ମରେ କାମ କରୁଥିଲେ ସେହି ସମୟରେ ତାଙ୍କ ନାମ ଟିନା ମୁନିମ ଥିଲା । …

Read More

ନଦିଆ କେ ପାର ଫିଲ୍ମର ଗୁଞ୍ଜାଙ୍କ ଝିଅ ଏବେ ଦେଖାଯାଉଛନ୍ତି ଏତେ ବୋଲ୍ଡ ଓ ସୁନ୍ଦର, ଦେଖି ଆପଣଙ୍କ ହୋସ ଉଡିଯିବ

ଯଦି ଆପଣଙ୍କୁ ମନେ ଥିବେ ତେବେ ଗୋଟେ ଫିଲ୍ମ ଆସିଥିଲା ୧୯୮୨ରେ ଯାହାର ନା “ ନଦିଆ କେ ପାର” ଥିଲା । ସଚିନ ପିଲଗାଂୱକର ଓ ସାଧନା ସିଂହଙ୍କର ମୁଖ୍ଯ ଭୂମିକା ସହ ଏହି ଫିଲ୍ମ ପୂର୍ବ ଭାରତ ଓ …

Read More

ସାରା ଖୋଲିଲେ ସେଫ ଅଲି ଖାନଙ୍କ ପୋଲ, କହିଲେ- ଯୁକ୍ତି ହେଲା ବେଳେ ବାରମ୍ବାର ବାରମ୍ବାର କହିଥାନ୍ତି ଏହି କଥା

ସାରା ଅଲି ଖାନ ଆଉ ଥରେ ନିଜ ବାପା ସେଫ ଅଲି ଖାଙ୍କ ବିଷୟରେ କେତେ କଥା ଉପରୁ ପରଦା ଫାଶ କରିଛନ୍ତି । ଏଥର ସାରା ନିଜ ମା ବିଷୟରେ ମଧ୍ୟ କିଛି ବଡ କଥା କହିଛନ୍ତି ଯାହା ବହୁତ …

Read More