ବିଶାଳକାୟ ସାପ ସହିତ ପଙ୍ଗା ନେବା ଲୋକଟିକୁ ପଡିଗଲା ଭାରି, ଆନାକୋଣ୍ଡା ର ବି ବାପା ଏହି ସାପ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ସାପ କୁ ଦେଖି ଡ-ରୁ-ଥିବେ କାରଣ ତାର ଗୋଟିଏ କା-ମୁ-ଡ଼ା-ରେ ମଣିଷ ର ବ-ଞ୍ଚି-ବା ଅସମ୍ଭବ ହୋଇଥାଏ । ତେବେ ଆଜି ଆମେ ଆପଣ ଙ୍କୁ କିଛି ଏଭଳି ଘଟଣା ବିଷୟରେ କହିବୁ ଯାହାକୁ ଦେଖିଲେ ବା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବିଶ୍ଵ ର ସବୁଠାରୁ ବଡ଼ ସାପ ଏହି ମାନେ ତେବେ ଆସନ୍ତୁ ଜାଣିନେବା ସେହି ସାପ ମାନଙ୍କ ବିଷୟ ରେ ।

୧- ପ୍ରଥମ ରେ ହେଉଛି ଏକ ଆନାକୋଣ୍ଡା ଙ୍କୁ ବ୍ରାଜିଲ ରେ ଦେଖିବାକୁ ମିଳିଥିଲା । ତେବେ ୨୦୧୬ ରେ ବ୍ରାଜିଲ ରେ ଏକ କଂଷ୍ଟ୍ରସନ ସ୍ଥାନରେ ଏକ ବହୁତ ବଡ଼ ଆନାକୋଣ୍ଡା ଦେଖାଯାଇ ଥିଲା ଏହି ସାପ ହେଉଛି ୩୩ ଫୁଟ ଏବଂ ଓଜନ ୮୮୦ ପାଉଣ୍ଡ ର ଏହା କୌଣସି ଦାନବ ରୁ କମ ନୁହେଁ । ତେବେ ଆନାକୋଣ୍ଡା କା-ମୁ-ଡ-ନ୍ତି ନାହିଁ କିନ୍ତୁ ଯେତେବେଳେ ସେମାନେ କୌଣସି ମଣିଷ କୁ ଜା-ବୁ-ଡି ଦିଅନ୍ତି ସେତେବେଳେ ସେ ମଣିଷ ର ବଞ୍ଚିବା ଅସମ୍ଭବ ହୋଇ ପଡେ ।

୨- ଦ୍ଵିତୀୟ ରେ ହେଉଛି ରକ୍ ପାଇଥାନ । ତେବେ ଏମାନଙ୍କ ଲମ୍ବା ୨୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କୁ ଦୁନିଆ ର ସବୁଠାରୁ ସାତିର ସାପ ବୋଲି ମଧ୍ୟ କୁହାଯାଏ । ତେବେ ଜଣଙ୍କ ଘରେ ଏହି ଅଜଗର ପଶିବା ପାଇଁ ଚାହୁଁଥିଲା କିନ୍ତୁ ତାର ଧ୍ୟାନ ଭ-ଙ୍ଗ କରିବା ପାଇଁ ତା ସାମ୍ମା କୁ ଏକ ଠେକୁଆ ରଖାଗଲା ଏବଂ ସେହି ଭୋକିଲା ସାପଟି ସଙ୍ଗେ ସଙ୍ଗେ ଏବଂ ନି-ର୍ମ-ମ ଭାବରେ ସେହି ଠେକୁଆ କୁ ଗି-ଳି ଦେଇ ଥିଲା ।

୩- ତୃତୀୟ ରେ ୟେଲୋ ଆନାକୋଣ୍ଡା । ତେବେ କିଛି ଲୋକ ବ୍ରାଜିଲ ର ସେଣ୍ଟା ମାରିଆ ନଦୀରେ ମାଛ ଧରିବା ଏବଂ ବୋଟିଂ କରିବା ପାଇଁ ଯାଇଥିଲେ ତେବେ ସେଠାରେ ତାଙ୍କୁ ଏକ ୟେଲୋ ଆନାକୋଣ୍ଡା ଦେଖିବାକୁ ମିଳିଥିଲା ତେବେ ଏମାନେ ସେହି ସାପ ର ପିଛା କରି ତା ଲାଞ୍ଜ କୁ ଧରି ଭିଡିଓ କରିବା ଆରମ୍ଭ କରି ଦେଇଥିଲେ ତେବେ ଭିଡିଓ ଭା-ଇ-ରା-ଲ ହେବା କ୍ଷଣି ହିଁ ତାଙ୍କ ଉପରେ ୬୦୦ ଡଲାର ର ଫା-ଇ-ନ ଦେବାକୁ ପ-ଡି-ଥିଲା ଏବଂ ଦେଢ଼ ବର୍ଷ ର ଜେ-ଲ କା-ରା-ଦ-ଣ୍ଡ ମଧ୍ୟ ଦିଆଗଲା । କାରଣ ଏମାନେ ନିୟମ ଭା-ଙ୍ଗି ବିନା ଅନୁମତି ରେ ସେମାନଙ୍କ ସହ ଲାଗିଥିଲେ ।


୪- ଚତୁର୍ଥ ରେ ହେଉଛି ଏକ ପାଇଥନ ଜଣେ ମହିଳା ଙ୍କୁ ଗି-ଳି ଦେଇଥିଲା । ତେବେ ଜଣେ ୫୪ ବର୍ଷ ର ମହିଳା ହଠାତ ନିଜ ଘରରୁ ଗାୟବ ହୋଇଯାଇଥିଲା ତେବେ ପରିବାର ଲୋକ ତାଙ୍କୁ ଖୋଜିବା ବେଳେ କିଛି ଦୂରତା ରେ ଏକ ପାଇଥନ କୁ ଦେଖିଥିଲେ ତେବେ ସ-ନ୍ଦେ-ହ ହେବାରୁ ସେଇ ପାଇଥନ କୁ ମା-ରି ତା ପେଟ ଚିରିବା ପରେ ଜଣା ଯାଇଥିଲା କି ତା ପେଟ ରେ ସେହି ମହିଳା ଥିଲେ ସେ ସମ୍ପୂର୍ଣ୍ଣ ମହିଳା ଙ୍କୁ ଗି-ଳି ଦେଇଥିଲା ।

୫- ପଞ୍ଚମ ରେ ହେଉଛି ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା କି ସବୁଠାରୁ ଖ-ତ-ର-ନା-କ ଜୀବ ବାଘ ନିଜ ରାସ୍ତା ରେ ଯିବା ବେଳେ ଏକ ଅଜଗର ତା ରାସ୍ତା ରେ ଅଟକି ରହିଛି । ତେବେ ବାଘ ମଧ୍ୟ ଜାଣିଥିଲା କି ସେ ଯଦି ସାପ ସହ ଲାଗିବ ତେବେ ବଂ-ଚି-ବନି ତେଣୁ ସେ ଅଲଗା ରାସ୍ତା ଦେଇ ଚାଲି ଯାଇଥିଲା ଏବଂ ଏହି ଭିଡିଓ ଟି ଖୁବ ଭା-ଇ-ରା-ଲ ମଧ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *