ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ ଲୋକପ୍ରିୟ କମେଡିଆନ Kapil Sharma, କିନ୍ତୁ Shahrukh ଙ୍କ ପାଇଁ ବଞ୍ଚିଯାଇଛି ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ହିନ୍ଦୀ ଟେଲିଭିଜନ ସହ ବଲିଉଡ ଫିଲ୍ମରେ ସୁନାମ ଅର୍ଜନ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କଇପ ଶର୍ମା । ଆପଣ ମାନେ ସମସ୍ତେ କପିଲଙ୍କୁ ଅନେକ ବଲିଉଡ ଫିଲ୍ମ ଓ ଟିଭି ରିଆଲିଟି ସୋରେ ନିଶ୍ଚୟ ଦେଖିଥିବେ ।

ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡି ସୋ ‘ଦ କପିଲ ଶର୍ମା ସୋ’ ନିଶ୍ଚୟ ଦେଖିଥିବେ । କପିଲ ନିଜ କମେଡି ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ କପିଲ ଏହି ସଫଳତା ପାଇବା ପାଇଁ ନିଜ ଜୀବନରେ ବହୁତ କ-ଷ୍ଟ ଓ ସଂ-ଘ-ର୍ଷ ମଧ୍ୟ କରିଛନ୍ତି । ଗୋଟେ ସମୟରେ କଇପ ଆ-ତ୍ମ-ହ-ତ୍ୟା କରିବାକୁ ଚିନ୍ତା କରିଥିଲେ ହେଲେ ସେହି ସମୟରେ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ ତାଙ୍କୁ ସାହାର୍ଯ୍ୟ କରି ଅସୁବିଧାରୁ ବାହାର କରିଥିଲେ ।

କପିଲଙ୍କ ଫିଲ୍ମ ‘ଫିରଙ୍ଗି’ ରିଲିଜ ହେବା ସମୟରେ କପିଲ ନିଜ ସଂ-ଘ-ର୍ଷ ମୟ ଜୀବନୀ ବିଷୟରେ କିଛି କହିଥିଲେ । କପିଲ କହିଥିଲେ ଯେ, ସାହାରୁଖ ଖାନ ତାଙ୍କୁ ମା-ନ-ସି-କ ଓ ଶା-ରୀ-ରି-କ ସ୍ତରରେ ମାର୍ଗ ଦର୍ଶନ କରାଇଛନ୍ତି ଏବଂ ତାଙ୍କୁ ମ-ଦ୍ୟ-ପା-ନ କରିବାରୁ ଦୂରେଇ ରଖିଥିଲେ । କପିଲଙ୍କ ମତରେ ତାଙ୍କୁ ଗୋଟେ ସମୟରେ ମଞ୍ଚ ଉପରେ ଅଭିନୟ କରିବାକୁ ମଧ୍ୟ ଭ-ୟ ଲାଗୁଥିଲା ।

ଏଭଳି ଅବସ୍ଥା ଦେଖି ତାଙ୍କର ଜଣେ ବନ୍ଧୁ ତାଙ୍କୁ କିଛି ଦିନ ପାଇଁ ତାଙ୍କ ସାମୁଦ୍ରିକ ଆପାର୍ଟମେଣ୍ଟରେ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଆପାର୍ଟମେଣ୍ଟରେ ରହିବା ସମୟରେ ଘର ସାମ୍ନାରେ ଥିବା ସମୁଦ୍ରକୁ ଡେଇଁ ଆ-ତ୍ମ-ହ-ତ୍ୟା କରିବାକୁ ଚାହିଁଥିଲେ କପିଲ । ହେଲେ ସେହି ସମୟରେ ଶାହରୁଖ କପିଲଙ୍କ ବହୁତ ସହାୟତା କରିଥିଲେ । କପିଲ ନିଜେ ଏହି କଥା ବିଷୟରେ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କମେଡିଆନ କପିଲ ଶର୍ମା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *