ଅନେକ ବର୍ଷ ପରେ ଦେଖା ଦେଲା ଏତେ ଭୟଙ୍କର କଳା ଚନ୍ଦ୍ର ନାଗ (Black Monocled Cobra) ଯାହାକୁ ଦେଖିଲେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ସାପ ସହ ଜଡିତ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆପଣ ମାନେ ସମସ୍ତେ ଅସଲ ଜୀବନରେ ବା ଟିଭିରେ ସାପ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାପଙ୍କର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମରେ କେବଳ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଭଗବାନ ଶିବ ସବୁବେଳେ ନିଜ ବେକରେ ନାଗ ସାପକୁ ଧାରଣ କରନ୍ତି ତେଣୁ ଆଗ କାଳରୁ ହିଁ ଲୋକମାନେ ନାଗ ସାପର ପୂଜା ଅର୍ଚ୍ଚନା କରନ୍ତି ।

ହେଲେ ନାଗ ସାପକୁ ଘରେ ରଖି ପୂଜା କରିବା ହେଉଛି ଲୋକଙ୍କର ସବୁଠାରୁ ବଡ ମୁର୍ଖାମି କାରଣ ଏହି ସାପ ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ । ଗତ କିଛି ସମୟ ହେବ ଚନ୍ଦ୍ର ନାଗ ସାପ ଉଧାରର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ଆ-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ତେବେ ସାଧାରଣ ନାଗ ଠାରୁ ଚନ୍ଦ୍ର ନାଗ ଅଧିକ ମା-ରା-ତ୍ମ-କ ହୋଇଥାଏ । ଏହି ସାପ ଅତି ଦୁ-ର୍ଲ-ଭ ଓ ଭ-ୟ-ଙ୍କ-ର ହୋଇଥାଏ । ଗତ କିଛି ସମୟ ହେବ ଏହି ସାପ ଉଧାରର ଏକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ଚନ୍ଦ୍ର ନାଗ ସାପଟି ଏକ ଭ-ଙ୍ଗା ପାଇଖାନା ଘରେ ଲୁ-ଚି ରହିଥିବା ବେଳେ ଗାଁ ଲୋକମାନେ ପ୍ରଥମେ ଏହି ସାପ ଦେଖି ବନ ବିଭାଗକୁ ଏହାର ସୂଚନା ଦେଇଥିଲେ ।

ଯେତେବେଳେ ଏହି ସାପକୁ ଧରିବା ପାଇଁ ଜଣେ ସାପ ଧରାଳି ଆସିଲେ ସେତେବେଳେ ସେ ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସାପ ଧରାଳିଙ୍କ ମତରେ, ସେ ବହୁତ ବର୍ଷ ପରେ ଏମିତିଆ ଭ-ୟ-ଙ୍କ-ର କଳା ଚନ୍ଦ୍ର ନାଗ ଦେଖିଛନ୍ତି ।

ଚନ୍ଦ୍ର ନାଗଟି କ୍ରୋ-ଧ-ରେ ଗ-ର୍ଜ-ନ କରୁଥିଲା ଓ ଅନେକ ଥର ଉଧା-ର ସମୟରେ ସେ ଚୋ-ଟ ମଧ୍ୟ ମା-ରି-ବା-କୁ ଚେଷ୍ଟା କରିଥିଲା । ହେଲେ ସାପ ଧରାଳି ଜଣକ ସାବଧାନତାର ସହ ଚନ୍ଦ୍ର ନାଗକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *