ଭାରତ ସମୁଦ୍ରରୁ କିପରି ବାହାର କରେ ତେଲ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତେଲ ହେଉଛି ଏକ ପ୍ରକାରର କୃତିମ ପଦାର୍ଥ ଯାହା ସମୁଦ୍ର ଗଭୀରତାରେ ରହିଥାଏ । ସମୁଦ୍ର ଭିତରୁ ତେଲ ବାହାର କରିବା ଅତ୍ୟନ୍ତ ମାରାତ୍ମକ କାର୍ଯ୍ୟ ହୋଇଥାଏ ତେବେ ବନ୍ଧୁଗଣ ଏହି ତେଲ କେମିତି ବାହାର କରାଯାଇଥାଏ ତାହା ବିଷୟରେ କଣ ଆପଣ ମାନେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଭାରତ ସମୁଦ୍ର ଭିତରୁ ତେଲ କେମିତି ବାହାର କରାଯାଇଥାଏ ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ରହସ୍ୟମୟ କଥା ବିଷୟରେ ।

ତେବେ କୁହାଯାଏ ଆଗ କାଳରେ ତେଲର କୂପ ଖୋଦନ କରିବା ବହୁତ ସହଜ ଥିଲା । ୧୦୦ ବର୍ଷ ପୂର୍ବରୁ କୁହାଯାଉଥିଲା ଆପଣ ମାନେ ଯେଉଁ ସ୍ଥାନରେ ଛିଡା ହୋଇଛନ୍ତି ସେହି ସ୍ଥାନକୁ ଟିକେ ଖୋଳିଲେ ତେଲ ବାହାରିବ । ସେହି ସମୟରେ କଞ୍ଚା ତେଲ ବହୁତ ଅଧିକ ମାତ୍ରାରେ ଥିଲା ।  ଲୋକମାନେ ପାଣି ପାଇଁ କୂପ ଖୋଳୁ ଥିଲେ ହେଲେ ସେଥିରୁ ତେଲ ବାହାରୁ ଥିଲା । ଆଜି ୧୦୦ ବର୍ଷ ପରେ ଏସବୁ ସଂପୂର୍ଣ୍ଣ ବଦଳି ଯାଇଛି ।

ତେବେ ଆଜି ତେଲର ଡିମାଣ୍ଡ ବହୁତ ଅଧିକ ଅଛି ହେଲେ କଞ୍ଚା ତେଲ ବହୁତ କମ ସେଥିପାଇଁ କଞ୍ଚା ତେଲର ଡିମାଣ୍ଡକୁ ପୂରଣ କରିବା ପାଇଁ ବହୁତ ପ୍ରଚେଷ୍ଟା ଚାଲିଛି ।  ଯେହେତୁ ଆମ ପୃଥିବୀରେ ୭୦ ଭାଗ ଜଳ ଅଛି ତେଣୁ ସମୁଦ୍ର ଖୋଦନ କରିବା ଛଡା ଆଉ କିଛି ରାସ୍ତା ନାହିଁ ତେଣୁ ଭାରତ ସହ ଅନ୍ୟ ଦେଶ ମାନେ ମଧ୍ୟ ସମୁଦ୍ର ଭିତରୁ ତେଲ ବାହାର କରୁଛନ୍ତି ।

ତେବେ ଦୁନିଆର ସମସ୍ତ ଦେଶରେ ସମୁଦ୍ର ଭିତରୁ ତେଲ ବାହାର କରାଯାଇଥାଏ ଏହା ଅତ୍ୟନ୍ତ କଷ୍ଟକର କାମ ଅଟେ । ପ୍ରଥମେ ସମୁଦ୍ର ଭିତରୁ ତେଲ କୂପ ଖୋଜିବାକୁ ପଡିଥାଏ ଓ ତା ପରେ ତେଲ ରିକ୍ସ ବନେଇବାକୁ ପଡେ । ସମୁଦ୍ର ଭିତରେ ଥିବା ତେଲ କୂପରେ ବର୍ଷ ବର୍ଷ ଧରି କାମ ଚାଲିଥାଏ ଓ ଏଥିରେ ବହୁତ ଟଙ୍କା ମଧ୍ୟ ଖର୍ଚ ହୋଇଥାଏ ।


ତେବେ ତେଲ ବାହାର କରିବା ପାଇଁ ଦୁଇଟି ପ୍ରକ୍ରିୟା ହୋଇଥାଏ ପ୍ରଥମ ହେଉଛି ତେଲ ବାହାର କରିବା ପାଇଁ ଡ୍ରିଲିଙ୍ଗ କାମ କରାଯାଏ ଓ ଦ୍ଵିତୀୟରେ ତେଲ ବାହାର କରିବା ପାଇଁ କିଛି ଲୋକ ରହିଥାନ୍ତି । ଯେଉଁ ସ୍ଥାନରେ ଡ୍ରିଲିଙ୍ଗ କାମ ହୁଏ ସେହି ସ୍ଥାନରୁ କଞ୍ଚା ତେଲ ବାହାର କରି ଆଗକୁ ପଠା ଯାଇଥାଏ ।


ତେବେ ଏହା ପରେ ଏହି କଞ୍ଚା ତେଲ ଅଏଲ ରିଫାର୍ନିସରେ ପହଞ୍ଚି ଆମ ମାନଙ୍କୁ ପେଟ୍ରୋଲ, ଡିଜେଲ ଓ କିରୋସିନ ରୂପେ ମିଳିଥାଏ । କଞ୍ଚା ତେଲକୁ ବଡ ବଡ ପାଣି ଜାହାଜ ଦ୍ଵାରା ଅଏଲ ରିଫାର୍ନିସକୁ ଅଣା ଯାଇଥାଏ । ଏହି କାମ ପାଇଁ ହଜାର ହଜାର ଲୋକଙ୍କୁ ରଖାଯାଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *