ବରଯାତ୍ରୀଙ୍କ ନାଗିନ ଡ୍ୟାନ୍ସ ସବୁ କିଛି କରିଦେଲା ବର୍ବାଦ, ଅତିଷ୍ଠ ହୋଇ ଲୋକେ ଯାହା କଲେ ନା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେଉଛି ତେବେ ସେହି ଭିଡିଓ ରେ ଜଣେ ବ୍ୟକ୍ତି ନାଗିନ ଡ୍ୟାନ୍ସ କରୁଛନ୍ତି ।

ତେବେ ସେ ଗୀତ ବାଜିବା କ୍ଷଣି ଏହି ଭଳି ଭାବରେ ନାଚୁ ଛନ୍ତି ଯେ କହିଲେ ନ ସରେ । ତେବେ ସେ ଗୀତ ବାଜିବା ପରେ ସେ ସିଧା ତଳେ ଶୋଇ ପଡ଼ି ଏପଟୁ ସେପଟ ଏବଂ ସେପଟୁ ଏପଟ ଗଡ଼ିବାକୁ ଲାଗିଲେ । ତେବେ ସେଠାରେ ବସିଥିବା ଲୋକ ମାନଙ୍କ ଉପରେ ମଧ୍ୟ ଚଢି ଗଲେ । ତେବେ ଜଣେ ବ୍ୟକ୍ତି ଆରାମ ସେ ଚ୍ୟାର ଉପରେ ବସିଥିଲା ।


ତେବେ ସେ ସମୟରେ ସେହି ବ୍ୟକ୍ତି ଟି ନାଚି ନାଚି ତାଙ୍କୁ ଏତେ ଜୋରରେ ଗୋଇଠା ମାରିଥିଲେ ଯେ ସେ ସିଧା ତଳେ ପଡି ଯାଇଥିଲେ ଏବଂ ଚୌକି ଟି ମଧ୍ୟ ଭାଙ୍ଗି ଯାଇଥିଲା କିନ୍ତୁ ସେ ବ୍ୟକ୍ତି ଟି ରହିବାର ନାମ ହିଁ ନେଉ ନାହାନ୍ତି ସେ ତାଙ୍କର ଡ୍ୟାନ୍ସ ରେ ହିଁ ଅଛନ୍ତି । ତେବେ ଆପଣ ଏହି ଦୃଶ୍ୟ ଦେଖି ହସିବେ କି କାନ୍ଦିବେ କିଛି ଜାଣି ପାରିବେ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published.