‘ବାବା ତୁମେ ଆସି ଆମକୁ ଏଠୁ ନେଇ ଯାଅ, ଆମକୁ ଭଲ ଲାଗୁନି, …’ ଭିଡିଓ କଲ ରେ ପୁଅ ଗ୍ବାନଙ୍କ ସହିତ କଥା ହେଲେ Babushan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ଅଭିନେତା ବାବୁଶାନ୍ ମହାନ୍ତି,ତୃପ୍ତି ଶତପଥୀ ଆଉ ଅଭିନେତ୍ରୀ ପ୍ରକୃତି ଙ୍କୁ ନେଇ ବିବାଦ ଦେଖା ଦେଇଥିଲା । ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଏହି ଘଟଣା ବିଷୟରେ ଓକିଲ ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ତୃପ୍ତି ପ୍ରକୃତି ଙ୍କୁ ଭୁଲ୍ ମାଗିବା ଉଚିତ ।

ବ୍ୟୋମକେଶ ତ୍ରିପାଠୀ ବାବୁଶାନ୍ ଏବଂ ତାଙ୍କ ସ୍ତ୍ରୀ ତୃପ୍ତି ଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ସେମାନେ ସେହି ଛୋଟିଆ ଛୁଆଟି ର ମୁହଁକୁ ଚାହିଁ ଦୁହେଁ ଦୁହିଁକୁ କ୍ଷମା କରିଦେବା ଉଚିତ । ଏବଂ ଦୁହେଁ ଆଗଭଳି ଏକାଠି ରହିବା ଉଚିତ । ଏପରି ହେଲେ ବହୁତ ଭଲ ହେବ । ଏଇଟା ନିହାତି ଭାବରେ ଦରକାର ।

ଏହି କଥା ବ୍ୟୋମକେଶ ତ୍ରିପାଠୀ କହୁ ନାହାନ୍ତି ପ୍ରକୃତି ମିଶ୍ର ଙ୍କ ବାପା ଅର୍ଥାତ୍ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ମଧ୍ୟ କହୁଛନ୍ତି ଯେ ବାବୁଶାନ୍ ତାଙ୍କ ପରିବାର ଲୋକଙ୍କ ସହିତ ଏକାଠି ରୁହନ୍ତୁ । ତାଙ୍କ ଘର ସୁଧୁରି ଯାଉ ।  ସେମାନେ ସମସ୍ତେ ଭଲରେ ରହିବେ କାହାର କିଛି ଅସୁବିଧା ଏଥିରେ ନାହିଁ । ହସି ଖେଳ ଜୀବନ ଅତିବାହିତ କରନ୍ତୁ । କିନ୍ତୁ ତୃପ୍ତି ପ୍ରକୃତି ଙ୍କୁ ରାସ୍ତା ଉପରେ ମାଡ ମାରିଲେ ।

ଲୋକ ମାନଙ୍କ ସାମ୍ନାରେ ବେଜିତ୍ କରିଲେ । ସେଥିପାଇଁ ତାଙ୍କୁ ନ୍ୟାୟ ଦରକାର । ସେମାନେ କଣ ପାଇଲେ । ସେ ଭାବିବା କଥା ଯେ ସେ ଗୋଟିଏ ଝିଅ ଉପରେ ରାସ୍ତାରେ ହାତ ଉଠାଇ ଭୁଲ କରିଲେ । ସେ କ୍ରୋଧ ସମ୍ଭାଳି ନ ପାରି ଏପରି କରିଛନ୍ତି । ତାଙ୍କ ବାପା କହିଲେ ଦୁଇ ପରିବାର ଏକାଠି ମିଶି ଯିବା କଥା ସେତେବେଳେ ଯଦି ଯାଇ ତାଙ୍କୁ ଭୁଲ୍ ମାଗି ଦେଇଥାନ୍ତେ ତାହେଲେ ଆଜି କଥା ଏତେ ବାଟ ହୋଇ ନଥାନ୍ତା ।

ତେବେ ବାବୁଶାନ୍ ମହାନ୍ତି ତାଙ୍କ ପତ୍ନୀ , ପୁଅ ଓ ପରିବାର କୁ ବହୁତ ଭଲ ପାଆନ୍ତି ହେଇ ପାରେ କିଛି ସମୟ ପାଇଁ ସେ ଅବାଟ କୁ ଚାଲି ଯାଇଥିଲେ ହେଲେ ପରିବାର ଭଲ ପାଇବା ପାଇଁ ସେ ଫୁଣି ଥରେ ସେ ଅବାଟ ରୁ ଫେରି ଆସିଛନ୍ତି ।  ଏ ନେଇ ବାବୁଶାନ୍ ମହାନ୍ତି ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ସେୟାର କରିଥିଲେ ଯେଉଁ ଥିରେ ସେ ତାଙ୍କ ଶଶୁର ଓ ପତ୍ନୀ ତୃପ୍ତି କ୍ଷମା ମାଗିଥିଲେ ଆଉ କହିଥିଲେ ଆଗକୁ କେବେ ଏମିତି ଭୁଲ କରିବେ ନାହିଁ ।


ଆଉ ଏବେ ତାଙ୍କ ସମ୍ପର୍କ ବହୁତ ଭଲ ରେ ଓ ଖୁସି ରେ ଅତିବାହିତ କରୁଛି । ତେବେ କିନ୍ତୁ ତୃପ୍ତି ଏପର୍ଯ୍ୟନ୍ତ ବାବୁଶାନ ଙ୍କ ପାଖକୁ ଆସି ନାହାନ୍ତି । ତେବେ ଏହାରି ଭିତରେ ଆଉ ଏକ ଭିଡିଓ ସେୟାର କରିଛନ୍ତି ସୋସିଆଲ୍ ମିଡ଼ିଆ ରେ ବାବୁଶାନ୍ ମହାନ୍ତି । ଯେଉଁ ଭିଡିଓ ରେ ସେ ତାଙ୍କ ପୁଅ କୁ ଭିଡିଓ କଲ୍ ମାଧ୍ୟମ ରେ ବହୁତ ଗେଲ କରୁଛନ୍ତି ଓ ଭଲ ପାଇବା ଦେଉଛନ୍ତି ।

ସବୁ ଠାରୁ ବଡ଼ କଥା ହେଲା ସେ ତାଙ୍କ ପୁଅ ସହ କଥା ହେଲା ବେଳେ ବହୁତ ଖୁସି ଥିଲା ଭଳି ଲାଗୁଛି ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଆଉ ତାଙ୍କ ର ପ୍ରସଂସକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *