‘deha ଦେଖିଲୁ ମଜା ନେଲୁ, ଏବେ ଭଲରେ ଭଲରେ ଟଙ୍କା ଦେ, ନ ଦେଲେ ମୁଁ ତୋର…’ ଆପଣଙ୍କ ହୋସ ଉଡେଇଦେବ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଆପଣ ମାନେ ଜାଣିଥିବେ କି ସାଇବର ଠାକାମୀ କେତେ ଅଧିକ ବଢି ଯାଇଛି । ତେବେ ଆଗରୁ ଠକ ମାନେ ଲୋକମାନଙ୍କ ନମ୍ବର ନେଇ ସେମାନଙ୍କ ବ୍ୟାଙ୍କ ଡିଟେଲସ କିମ୍ବା ଡାଟା କୁ ସେମାନେ ଚୋଓରି କରି ନେଇଥାନ୍ତି ତେବେ ଏବେ କିନ୍ତୁ ଏକ ନୂଆ ପ୍ରକାରର ଠାକାମୀ ହେଉଛି । କିଛି ଠକ ମାନେ ସୋସିଆଲ ମିଡ଼ିଆ ରୁ ପୁଅ ଝିଅ ମାନଙ୍କ ତଥ୍ୟ ଏବଂ ତାଙ୍କ ନମ୍ବର ଖୋଜି ସେମାନଙ୍କୁ ଫୋନ କଲ କରି ସେମାନଙ୍କୁ ଡ଼ରାଉଛନ୍ତି ଏବଂ ତାଙ୍କ ଠାରୁ ପଇସା ହଡ଼ପ କରୁଛନ୍ତି ।


ତେବେ ସେଏକ୍ସ- ଟର୍ସଅନ କହିଲେ ପ୍ରଥମେ ସେ ନିଜର ଏକ ପ୍ରୋଫାଇଲ ବନେଇବେ ଏବଂ ଏକ ସୁନ୍ଦରୀ ଝିଅ ର ଫଟୋ ଏବଂ ଏକ କମନ ନାଁ ମଧ୍ୟ ଦେବେ ତେବେ ପରେ ଆପଣ ଙ୍କୁ ହ୍ଵାଟ୍ସଆପ ଏବଂ ଫେସବୁକ ରେ ମେସେଜ କରିବେ ହାୟ ହ୍ୟାଣ୍ଡସମ କିମ୍ବା ହାୟ ଡିୟର ଏଭଳି । ତେବେ ଯଦି ଆପଣ ରିପ୍ଲାଇ ଦେବେ ତେବେ ସେମାନେ ଆପଣଙ୍କ ସହ ଆଗକୁ କଥା ବଢ଼େଇବେ କିପରି ଅଛ କଣ କରୁଛ ଏହା ପରେ ସେମାନେ ଭିଡିଓ କଲ ରେ କଥା ହେବା ପାଇଁ କହିବେ ।

ତେବେ ଏହା ପରେ ଅଶ୍ଳଇଳ ଭିଡିଓ କଲ୍ କରିବେ । ଭିଡିଓ କଲ୍ ଉଠାଇବା ମାତ୍ରେ ଏକ ପରର୍ଣ୍ଣ ଭିଡିଓ ଚାଲିଥିବ । ଆଉ ସେହି କିଛି ସମୟ ମଧ୍ୟରେ ଆପଣଙ୍କ ମୁହଁ ରେକଡିଂ ହୋଇଯିବ । ଏହା ପରେ ଫୋନ୍ ପେ’ ଯୋଗେ ଟଙ୍କା ନଦେଲେ ଏହି ଭିଡିଓ କଲ୍‌କୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ସହିତ କରିବା ସହିତ ଯୁବକଙ୍କ ପରିବାର ଲୋକ ବନ୍ଧୁମାନଙ୍କ ପାଖକୁ ପଠାଇବ ବୋଲି ଧମକ ଦେବ ସାଇବର ଠକ ।

ତେବେ ବର୍ତ୍ତମାନ ଏକ ଏହି ଭଳି ଘଟଣା ଘଟି ଯାଇଛି ତେବେ ଅଧ ରାତିରେ ଜଣେ ଓଡ଼ିଆ ଯୁବକ ଙ୍କ ଫୋନରେ ମେସେଜ ଆସୁଛି ହାୟ ଡିୟର ତେବେ ଯୁବକ ଜଣଙ୍କ ଉତ୍ତରରେ କହୁଛନ୍ତି କିଏ କହୁଛ ଜାଣି ପାରିଲିନି ନିଜର ପରିଚୟ ଦିଅ ତେବେ ଏହା ପରେ ସଙ୍ଗେ ସଙ୍ଗେ ଆସୁଛି ଭିଡିଓ କଲ । ତେବେ ଯୁବକ ଜଣଙ୍କ ଭିଡିଓ କଲ କୁ କାଟି ଦେଲେ ଏବଂ ପରେ ଭଏସ କଲ ମଧ୍ୟ ଆସିଲା ସେ ମଧ୍ୟ ରିସିଭ କଲେ ନାହିଁ ।


ଶେଷରେ ସେ ଆଉ ଥରେ ଭିଡିଓ କଲ କରିବାରୁ ସେ ଫୋନ ଉଠେଇ ଥିଲେ ଏବଂ ନିଜର ବ୍ୟାକ୍ କ୍ୟାମେରା ଅନ କରିଥିଲେ ଯେପରି ତାଙ୍କ ମୁହଁ ଦେଖା ଯାଇ ପାରିବ ନାହିଁ । ତେବେ ସେ ଭିଡିଓ କଲ ରେ ଜଣେ ଯୁବତୀ ନିଜର ନ-ଗନ ଶରୀର ଦେଖାଉ ଥାଏ । ତେବେ ଯୁବକ ଜଣଙ୍କ ଏହାର ସ୍କ୍ରିନ ସଟ ନେଇଥିଲେ ଏବଂ ବର୍ତ୍ତମାନ ଥାନା ରେ ଅଭିଯୋଗ କରିଛନ୍ତି । ତେବେ ନିଜର ବୁଦ୍ଧିମତା ଯୋଗୁଁ ସେ ଏହି ସାଇବର ଠକାମୀ ରୁ ବଂଚି ପାରିଥିଲେ । ନହେଲେ ତାଙ୍କୁ ମଧ୍ୟ ପଇସା ପାଇଁ ବ୍ଲଆକମେଏଲ କରିଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *