ହଠାତ କାହିଁକି ଏମିତି ରାଗିଗଲେ ପ୍ରମିଳା ମା’ କହିଲେ ‘ଭଲରେ ଆସି ସମାଧାନ କର, ନହଲେ ଦିନେଶ ତୁ ଜେଲ ଯିବୁ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ଦୀପିକା ଆଉ ଦୀନେଶ ଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କ କଥା । ଆଉ ଯେଉଁ ସମ୍ପର୍କ ପାଇଁ ଆଜି ଦୀପିକା ବଡ଼ିଥିଲେ ଦୀନେଶ ଙ୍କ ଘର ସାମ୍ନା ରେ । ଆଉ ନ୍ୟାୟ ପାଇଁ ଭିକ୍ଷା ମାଗୁଛନ୍ତି ଆଉ ନିଜକୁ ସମାଜରେ ଗୋଟିଏ ପରିଚୟ ଦେବା ପାଇଁ ଓ ତାଂକପ କୋଳରେ ଥିବା ପୁଅକୁ ସୁରକ୍ଷା ଦେବା ପାଇଁ ଦୀପିକା ଏହିଭଳି ଭାବରେ ସଂଘର୍ଷ କରିବାରେ ଲାଗି ପଡିଛନ୍ତି ।

ଆଉ ଶେଷରେ ନିଜ କଥା ନ ଭାବି ଖରା ଆଉ ବର୍ଷା କୁ ଖାତିରି ନ କୋଇଉ ଆଗେଇ ଚାଲିଛି ତାର ଜୀବନ ର ଲକ୍ଷ୍ୟ ପଥରେ, ଆଉ ସେ ଚାହୁଁଛି ଟିକିଏ ନ୍ୟାୟ । ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରଥମେ ପ୍ରେମ ଓ ପରେ ଗୋଟିଏ ପିଲାର ବାପା ହେବା ପରେ ଦୀନେଶ ଛାଡିକି ପଳାଇଥିଲେ ଦୀପିକାଙ୍କୁ । ଆଉ ଦୀପିକା କୁ ମଧ୍ୟ ଗ୍ରହଣ କରିବେନି ବୋଲି କହିଥିଲେ, ଆଉ ସେ ଛୁଆଁ ମଧ୍ୟ ତାଙ୍କର ନୁହଁ ବୋଲି କହିଥିଲେ ଦୀନେଶ ।

ଆଉ ଯେଉଁଥିପାଇଁ ଦୀନେଶ ଙ୍କ ଘର ଆଗରେ ନିଜର ଓ ନିଜର କୁନି ପୁଅର ନ୍ୟାୟ ପାଇଁ ବସିରହିଥିଲେ ଦୀପିକା । ଆଉ ବହୁତ କଷ୍ଟ ମଧ୍ୟ ସହୁଛନ୍ତି ଦୀପିକା । ପ୍ରେମ କରିକି ଧୋକା ପାଇବା ପରେ ମଧ୍ୟ ଦୀପିକା ନିଜର ଧୋର୍ଯ୍ୟ କୁ ଟିକିଏ ବି ହରେଇ ନାହାନ୍ତି । ଆଉ ଏତେ ବଡ଼ ଖରା ବର୍ଷା ରେ ନିଜେ ନ ଖାଇ ନ ପିଇ ଗୋଟିଏ ଜାଗାରେ ସେହି ଦୀନେଶ ଙ୍କ ଘର ସାମ୍ନା ରେ ବସି ରହିଛନ୍ତି ଦୀପିକା ।

ଆଉ ଦେଖା ଯାଉଛି କି ଯେଉଁ ଖରାରେ ଲୋକ ମାନେ ଘରୁ ବାହାରି ପାରନ୍ତି ନାହିଁ ସେହିଭଳି ଡିହି ଡିହି ଖରାରେ ମଧ୍ୟ ଦୀପିକା ଉଠି ନାହାନ୍ତି , ଆଉ ନ୍ୟାୟ ଟିକକ ପାଇଁ ସମସ୍ତ ଦୁଃଖ ଆଉ କଷ୍ଟ କୁ ସହି ଯାଉଛନ୍ତି ଦୀପିକା । ଦୀପିକା ଙ୍କ ମନରେ ଏତେ କଷ୍ଟ ଉପୁଜିଛି କି ସେ ମନ ମନେ ଭାବୁଛନ୍ତି ଯେତେବେଳେ ପ୍ରେମ କରୁଥିଲେ ସେତେବେଳେ ଷ୍ଟାଟସ ଜଣା ପଡୁ ନ ଥିଲା ।

ଆଉ ଯେତେବେଳେ ଗୋଟିଏ ପିଲାର ମା ହେବାକୁ ଗଲି ସେତେବେଳେ ସବୁ କିଛି ବଦଳି ଗଲା ଆଉ ମୁଁ ହେଇଗଲି ପର । ଆଉ ଯେଇଥିପାଇଁ ମୁଁ ଆଜି ଏତେ କଷ୍ଟ ଭୋଗୁଛି ଆଉ ଖରା ବର୍ଷା ରେ ନ୍ୟାୟ ପାଇଁ ପଡିରହିଛି । ତେବେ ବର୍ତ୍ତମାନ ଦୀପିକା, ପ୍ରମିଳା ତ୍ରିପାଠୀ ଏବଂ ତାଙ୍କ ମାଆ କୋର୍ଟ ରେ ହାଜର ହୋଇଛନ୍ତି କାହିଁକି ନା ତାଙ୍କ ଉପରେ ୧୦୭ ଦଫା ଲାଗିଛି । ଛଅ ମାସ ପର୍ଯ୍ୟନ୍ତ ଉଭୟ ପକ୍ଷ ସେମାନେ କୌଣସି ବି ଅଶାନ୍ତି କରି ପାରିବେ ନାହିଁ । ଏହି ସବୁ ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରିବେ ।

ତେବେ ଏହା ଉପରେ ସମାଜ ସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି କି ଆମେ ଏହି ପ୍ରସ୍ତାବ ରେ ରାଜି ଅଛୁ କି ଆମେ କୌଣସି ଗଣ୍ଡଗୋଳ କରିବୁ ନାହିଁ । କୌଣସି ପ୍ରକାରର ଅଶାନ୍ତି ରଖିବୁ ନାହିଁ । କିନ୍ତୁ ଆମେ ଚାହୁଁଛୁ କି ଦିନେଶ ଯେପରି ସାମ୍ନା କୁ ଆସି ସବୁ ସତ ମାନନ୍ତୁ ନିଜ ସ୍ତ୍ରୀ ଏବଂ ପିଲାକୁ ସ୍ୱୀକାର କରନ୍ତୁ କୌଣସି ସମାଧାନ ର ବାଟ ବାହାର କରନ୍ତୁ ନଚେତ ଆମେ ମଧ୍ୟ ତାଙ୍କ ନାଁରେ କେଶ ଦେବାକୁ ପଛଘୁଞ୍ଚା ଦବୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *