ଦେଖନ୍ତୁ Australia ଠାରୁ ହାରିବା ପରେ କାନ୍ଦିବାକୁ ଲାଗିଲେ Williamson, କିନ୍ତୁ ଭାରତ ପାଇଁ କହିଲେ କିଛି ଏମିତି, ଶୁଣି କରିବେ ସଲାମ !

ବନ୍ଧୁଗଣ ଗତ କାଲି ଟି20 ବିଶ୍ଵ କପ୍ ର ଫାଇନାଲ ମୁକବାଲା ହୋଇଥିଲା । ଏହି ମୁକାବାଲାଟି ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ହୋଇଥିଲା । ତେବେ ଏହି ମ୍ୟାଚର ଟସ ଅଷ୍ଟ୍ରେଲିଆ ଜିତିଥିଲା ଓ ନିଜ ଟିମ ପାଇଁ ବୋଲିଙ୍ଗ ବାଛି ଥିଲେ । ନ୍ୟୁଜଲାଣ୍ଡ ଟିମର ବ୍ୟାଟିଙ୍ଗ ଅଧିକ ଭଲ ନଥିଲା କାରଣ ମାତ୍ର ୩୦ ରନ୍ ମଧ୍ୟରେ ଅଷ୍ଟ୍ରେଲିଆ ଟିମ ମିସଲର ୱିକେଟ ନେଇ ସଲାମି ଯୋଡିକୁ ଭାଙ୍ଗି ଦେଇଥିଲା । ହେଲେ ଏହା ପରେ ୱିଲିୟମସନ ନିଜ ଟିମ ପ୍ଲେୟାରଙ୍କ ସହ ଖେଳି ଧୀରେ ଧୀରେ ଖେଳ ଆଗକୁ ନେଉଥିଲେ ।

ଧୀରେ ଧୀରେ ଅଷ୍ଟ୍ରେଲିଆ ଟିମ ନ୍ୟୁଜଲାଣ୍ଡ ପ୍ଲେୟାର ମାନଙ୍କୁ ଆଉଟ କରିଚାଲୁ ଥିଲେ ହେଲେ ସେହି ସମୟରେ ନ୍ୟୁଜଲାଣ୍ଡ କ୍ଯାପଟେନ ୱିଲିୟମସନ ମଇଦାନ ଉପରେ ବହୁତ ଲ-ଢି ଥିଲେ । ୱିଲିୟମସନ ନିଜ ଟିମ ପାଇଁ ୮୫ ରନ୍ କରିଥିଲେ । ଜିତିବା ପାଇଁ ଅଷ୍ଟ୍ରେଲିଆ ଟିମକୁ ୧୭୩ ରନ୍ ର ଲକ୍ଷ ମିଳିଥିଲା ।

ଅଷ୍ଟ୍ରେଲିଆ ଟିମ କ୍ଯାପଟେନ ଫ୍ରିଞ୍ଚ ମାତ୍ର ୫ ରନ୍ ରେ ଆଉଟ ହୋଇଗଲେ । ହେଲେ ୱାର୍ନର ବହୁତ ଅଦମଦାର ବ୍ୟାଟିଙ୍ଗ କରି ୫୩ ରନ୍ କରିଦେଇଥିଲେ । ଏହା ପରେ ଅଷ୍ଟ୍ରେଲିଆ ଖେଳାଳି ମାର୍ସ ଓ ମେକ୍ସୱେଲ ବହୁତ ଭଲ ବ୍ୟାଟିଙ୍ଗ କରିଥିଲେ । କିଛି ଏହି ଭଳି ଭାବରେ ଅଷ୍ଟ୍ରେଲିଆ ଟିମ ୮ ୱିକେଟରେ ବିଜୟ ହୋଇଥିଲେ । ତେବେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ନ୍ୟୁଜଲାଣ୍ଡ କ୍ୟାପଟେନ ୱିଲିୟମସନ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ୱିଲିୟମସନ ଭାବୁକ ହୋଇ କହିଲେ-‘ଏହା ବହୁତ ନିରାଶ ଜନକ ସମୟ ଅଟେ । ଆମେ ମାନେ ବହୁତ ବର୍ଷ ଧରି ବିଶ୍ଵ କପ୍ ଜିତିବା ପାଇଁ ତପସ୍ୟା କରିଥିଲୁ । ଏତେ ପ୍ରସ୍ତୁତି ଓ ଏତେ ସ୍ଵପ୍ନ ଏହି ହାରରେ ଶେଷ ହୋଇଯାଇଛି । ସବୁ ଠାରୁ ବଡ କଥା ହେଉଛି ନ୍ୟୁଜଲାଣ୍ଡ ଟିମର ସମସ୍ତ ଫ୍ୟାନ୍ସ ମାନଙ୍କୁ ମୁ ନିଜେ ପ୍ରମିଜ କରିଥିଲି ବିଶ୍ଵ କପ୍ ଜିତିବା ପାଇଁ ।

ହେଲେ ଦୁଃଖର କଥା ଏହା ହେଉଛି ଯେ ଆମେ ମାନେ ବିଶ୍ଵ କପ୍ ଜିତିପାରିଲୁ ନାହିଁ । ଆମ ଟିମର ସମସ୍ତ ଖେଳାଳି ନିଜର ୧୦୦ ପ୍ରତିଶତ ଚେଷ୍ଟା ଦେଖାଇ ଛନ୍ତି’ । ଆଗକୁ ୱିଲିୟମସନ କହିଛନ୍ତି-‘ଏହା ସହିତ ଅଷ୍ଟ୍ରେଲିଆ ଟିମର ସମସ୍ତ ଖେଳାଳି ବହୁତ ଭଲ ଖେଳି ଛନ୍ତି । ଅଷ୍ଟ୍ରେଲିଆ ଟିମକୁ ମୁ ସୁବେଚ୍ଚା ଜଣାଉଛି । ପ୍ରତ୍ୟକ ଦେଶର ଫ୍ୟାନ୍ସ ମାନେ ଚାହିଁ ଥାନ୍ତି ଯେ ତାଙ୍କ ଦେଶ ଜିତୁ ହେଲେ ବିଜୟୀ କେବଳ କ୍ରିକେଟର ହୁଏ ।

ଖାସ କରି ମୁ ଭାରତୀୟ ଫ୍ୟାନ୍ସ ମାନଙ୍କର ପ୍ରଶଂସା କରିବାକୁ ଚାହୁଁଛି । ଆମ ଟିମର ଯେମିତି କଣ୍ଡିସନ ଥାଉ ନା କାହିଁକି ଆମକୁ ଭାରତ ସବୁବେଳେ ସପୋର୍ଟ କରେ’ । ତା ହେଲେ ବନ୍ଧୁଗଣ ଆପଣ ମନାଙ୍କୁ ୱିଲିୟମସନଙ୍କ ଏହି ବୟାନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *