ଦେଖନ୍ତୁ NZ କୁ ହରାଇ Dhoni ଙ୍କୁ ଭଗବାନ ବନାଇ କାନ୍ଦିଲେ Maxwell, କିଛି ଏମିତି କହି ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ବନ୍ଧୁଗଣ ଟି20 ବିଶ୍ଵ କପ୍ ର ଫାଇନାଲ ମୁକାବାଲା ଶେଷ ହୋଇଛି । ତେବେ ଟି20 ବିଶ୍ଵ କପ୍ ର ଶେଷ ମ୍ୟାଚଟି ନ୍ୟୁଜଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଏହି ମ୍ୟାଚର ଟସ ଅଷ୍ଟ୍ରେଲିଆ ଟିମ କ୍ୟାପଟେନ ଫ୍ରିଞ୍ଚ ଜିତିଥିଲେ ଓ ନିଜ ଟିମ ପାଇଁ ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ । ନ୍ୟୁଜଲାଣ୍ଡ ଟିମର ସମସ୍ତ ଖେଳାଳି ବହୁତ ଭଲ ପଦର୍ଶନ କରିଥିଲେ ହେଲେ ଅଷ୍ଟ୍ରେଲିଆ ଟିମ ନ୍ୟୁଜଲାଣ୍ଡର ଖେଳାଳି ମାନଙ୍କୁ ଗୋଟେ ପରେ ଗୋଟେ ଆଉଟ କରି ଚାଲିଲେ ।

ନ୍ୟୁଜଲାଣ୍ଡ କ୍ୟାପଟେନ ୱିଲିୟମସନଙ୍କୁ ଏକ ଭ ଯୋଡିଦାର ମିଳି ନଥିଲା । ତଥାପି ନ୍ୟୁଜଲାଣ୍ଡ ଟିମ କଷ୍ଟ ମଷ୍ଟରେ ୧୭୨ ରନ୍ କରିଥିଲେ । ଅଷ୍ଟ୍ରେଲିଆ ଟିମକୁ ଜିତିବା ପାଇଁ ୧୭୩ ରନ୍ ର ଆବଶ୍ୟକତା ଥିଲା । ଏହା ପରେ ଅଷ୍ଟ୍ରେଲିଆ ଟିମ ବ୍ୟାଟିଙ୍ଗ କରିଥିଲେ । ଅବଶ୍ୟ ଫ୍ରିଞ୍ଚ ମାତ୍ର ୫ ରନ୍ କରି ଆଉଟ ହୋଇଯାଇଥିଲେ । ହେଲେ ୱାର୍ନର, ମାର୍ସ ଓ ମେକ୍ସୱେଲଙ୍କ ଦମଦାର ବ୍ୟାଟିଙ୍ଗରେ ଅଷ୍ଟ୍ରେଲିଆ ଟିମ ଜିତି ଯାଇଥିଲା ।

ବନ୍ଧୁଗଣ ଅଷ୍ଟ୍ରେଲିଆ ଜିତିବା ପରେ ମେକ୍ସୱେଲ ନିଜ ଟିମ ପାଇଁ ଏମିତି କିଛି କହିଲେ ଯାହା ଦ୍ଵାରା ସେ ସମସ୍ତଙ୍କ ମନ ଜିତି ଥିଲେ । ଆଜି ଆମେ ଆପଣ ମାନଙ୍କୁ ମେକ୍ସୱେଲଙ୍କ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମେକ୍ସୱେଲ କହିଥିଲେ- ‘ଏହା ହେଉଛି ଏକ ଏମିତି ଖୁସିର ସମୟ ଯାହା ମୁ ଶବ୍ଦରେ ବୟାନ କରିପାରିବି ନାହିଁ’ ।

 

ଆଗକୁ ମେକ୍ସୱେଲ କହିଲେ-‘ଆମ ଟିମ ବର୍ଷ ବର୍ଷର କଷ୍ଟ ପରେ ଆଜି ୱାଲ୍ଡ କପ୍ ହାସିଲ କରି ପାରିଛି । ସତରେ ୱାଲ୍ଡ କପ୍ ଜିତିବା ବହୁତ କଷ୍ଟ ଏଥିପାଇଁ ଆମ ଟିମର ପ୍ରତ୍ୟକ ଖେଳାଳି ଦିନ ରାତି ଏକ କରି ଦେଇଛନ୍ତି । ଅଷ୍ଟ୍ରେଲିଆ ଟିମକୁ ଗୋଟେ ସମୟରେ ୱାଲ୍ଡ କପ୍ ପାଇଁ ଜଣା ଯାଉଥିଲା ହେଲେ ଦୀର୍ଘ ସମୟ ଧରି ଅଷ୍ଟ୍ରେଲିଆ ଟିମ ଡାଉନ ହୋଇ ଯାଇଥିଲା’ । ଆଗକୁ ମେକ୍ସୱେଲ କହିଲେ- ‘ଏହି ବିଜୟ ଆମ ପରିଚୟକୁ ଫେରାଇ ଆଣିଛି । ଫାଇନାଲକୁ ଆସିବା ଅତି ସହଜ ନଥିଲା ।

ଆମ ଟିମର ପ୍ରତ୍ୟକ ଖେଳାଳିଙ୍କ ପାଇଁ ଆମେ ନ୍ୟୁଜଲାଣ୍ଡ ପରି ଟିମକୁ ଆଜି ହରାଇ ପରିଛୁ । ଏହି ବିଜୟର ଶ୍ରେୟ ମୁ ଭାରତୀୟ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଦେବାକୁ ଚାହୁଁଛି । ସେମାନେ ମଧ୍ୟ ଆମକୁ ବହୁତ ସପୋର୍ଟ କରନ୍ତି ଓ ଆମ ପାଇଁ ପ୍ରାର୍ଥନା କରନ୍ତି । ମୁ ସମସ୍ତ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଜଣାଉଛି । ମତେ ଧୋନୀ ବହୁତ ଭଲ ଲାଗନ୍ତି । ତାଙ୍କ ଠାରୁ ମତେ ବହୁତ କିଛି ଶିଖିବାକୁ ମିଳିଛି । ୱାଲ୍ଡ କପ୍ ଜିତିବା ପରେ ମୁ ଅବଶ୍ୟ ଭାବୁକ ହୋଇଯାଇଛି ଆଶା କରୁଛି ଆଗକୁ ମଧ୍ୟ ମୁ ଦେଶ ପାଇଁ ଭଲ ପଦର୍ଶନ କରିବି’ ।

Leave a Reply

Your email address will not be published. Required fields are marked *