‘ରାଲି କରୁଛନ୍ତି ହେଲେ କାହିଁକି ରାଲି କରୁଛନ୍ତି ଜଣା ନାହିଁ’, ଦେଖନ୍ତୁ କଣ କହୁଛନ୍ତି ଏହି ମହିଳା, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆମ ଦେଶରେ ସଚଟ ପଣିଆ ଠାରୁ ଅଧିକ ରାଜନୀତି ଚାଲିଛି । ତେବେ ଆପଣ ମାନେ ସମସ୍ତେ ମମିତା ମୃ-ତ୍ୟୁ ମା-ମ-ଲା ବିଷୟରେ ନିଶ୍ଚୟ ଜାଣିଥିବେ । ମମିତା ମେହେରଙ୍କୁ ହ-ତ୍ୟା କର ଯାଇଥିଲା ଓ ବହୁତ ଅ-ମା-ନୁ-ଷି-କ ଭାବରେ ତାଙ୍କୁ ଜ-ଳା-ଇ ପୋ-ତା ଯାଇଥିଲା । ତେବେ ଏହି ମା-ମ-ଲା-ର ମୁଖ୍ୟ ଆ-ରୋ-ପି ଗୋବିନ୍ଦ ସାହୁଙ୍କୁ ପୋଲିସ ଗି-ର-ଫ କରି ସାରିଛି । ହେଲେ ଏହି ମା-ମ-ଲା ସହ ଅନ୍ୟ କିଛି ଲୋକ ମାନେ ସ-ମ୍ପୃ-କ୍ତ ଅଛନ୍ତି । ତେବେ ଏବେ ପ୍ରଶ୍ନ ଉଠିଛି ଯେ, ଏହି ଲୋକମାନେ ସବୁ କିଏ ।

ବନ୍ଧୁଗଣ ଶୁଣିବାକୁ ମିଳୁଛି କି ମହାଲିଙ୍ଗ କଲେଜରେ କେତେକ ବଡ ବଡ ଲୋକ ମାନେ ଆସି ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଶୋ-ଷ-ଣ କରୁଥିଲେ । ତେବେ କୁହା ଯାଉଛି କି ସେଥିମଧ୍ୟରୁ ଗୋଟେ ମନ୍ତ୍ରୀଙ୍କର ଅଧିକ ଅବଦାନ ରହିଛି ହେଲେ ସରକାର ତାଙ୍କ ବି-ରୋ-ଧ-ରେ ଦୃ-ଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାନ୍ତି ଯାହା ଫଳରେ ଅନେକ ରାଜନୈତିକ ବି-ବା-ଦ ଦେଖିବାକୁ ମିଳୁଛି ।

ଗତ କିଛି ଦିନ ହେବ ବି-ରୋ-ଧୀ ଦଳ ତଥା କଂଗ୍ରେସ ଓ ବିଜେପି ଦଳ ମମିତା ମେହେରଙ୍କୁ ନ୍ୟାୟ ଓ ଆ-ରୋ-ପି ମନ୍ତ୍ରୀଙ୍କ ଇ-ସ୍ତ-ଫା ପାଇଁ ଅନେକ ରାଲି କରୁଛନ୍ତି । ତେଣୁ ବର୍ତ୍ତମାନ ବିଜେଡି ମଧ୍ୟ ରାସ୍ତା ଉପରକୁ ଓଲହାଇଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ବିଜେଡି ରାଲି ହେଉଥିବାର ନଜର ଆସୁଛି ଓ ଏହି ରାଲିରେ ମହିଳା ମାନଙ୍କ ଅଧିକ ଯୋଗଦାନ ଅଛି ।

ତେବେ ବିଜେଡିର ଏକ ସ୍ଲୋଗାନ ଅଛି ତାହା ହେଉଛି ‘ବିଜେଡି ଦଳ ମହିଳା ମାନଙ୍କର ବଳ’ । ତେଣୁ ଏହି ରାଲିରେ ମହିଳା ମାନଙ୍କୁ ନିଆ ଯାଇଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଯେତେବେଳେ ମି-ଡି-ଆ ବାଲା ରାଲିରେ ଯାଉଥିବା ମହିଳା ମାନଙ୍କୁ ପଚାରିଲେ ‘ଆପଣ କଣ ପାଇଁ ରାଲି କରୁଛନ୍ତି ‘ସେତେବେଳେ ମହିଳା ମାନେ କିଛି କହୁ ନାହାନ୍ତି ।

ବନ୍ଧୁଗଣ ମହିଳା ମାନେ ନିଜେ ବି ଜାଣି ନାହାନ୍ତି ସେମାନେ କଣ ପାଇଁ ରାଲି କରୁଛନ୍ତି । ହେଲେ କିଛିଟା ମହିଳା ଏହି ରାଲି ବିଷୟ ରେ ଜାଣି ଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ବିଜେଡି ମହିଳା ରାଲିର ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ରାଲିରେ ଥିବା ମହିଳା ମାନଙ୍କର ପ୍ରତିକ୍ରିୟା ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *