Aryan ଏବେ ସୁନା ଅଣ୍ଡା ଦିଆ କୁକୁଡା, Aryan ଙ୍କ ଡ୍ରଗ୍ସ ଲିଙ୍କ୍ କାହାଣୀ ଶୁଣେଇ କୋଟି କୋଟି ଟଙ୍କା ରୋଜଗାର କରିବେ Shahrukh, କିପରି ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆର୍ୟନ ଖାଁ ସାହାରୁଖ ଖାଁ ଙ୍କ ପାଇଁ ଏକ ସୁନା ଅଣ୍ଡା ଦିଆ କୁକୁଡା ପାଲଟି ଯାଇଛନ୍ତି । କଥା ଟି ନିଶ୍ଚିତ ଭାବରେ ଅବାଗିଆ ଲାଗୁଥିବ କିନ୍ତୁ ଏହା ସତ ।ସାହାରୁଖ ଖାଁ ଙ୍କୁ ଏବେ ଅନେକ ସାରା ଅନ୍ତର୍ଜାତୀୟ ସିନେ ନିର୍ମାତା କମ୍ପାନୀ ମାନେ ଅଫର ଦେବାରେ ଲାଗିଛନ୍ତି । ତାଙ୍କ ପୁଅ ଆର୍ୟନ ଖାଁ ଙ୍କ ଡ୍ରଗ ଲିଙ୍କ କୁ ନେଇ ତାଙ୍କର ମନ ର କଥା କହିବା ପାଇଁ ।

ଅନେକ କିଛି କଥା ସାହାରୁଖ ଖାଁ ଙ୍କ ଭିତରେ ଅଛି ଯାହା ସେ ଏ ପର୍ଯ୍ୟନ୍ତ କହି ନାହାନ୍ତି । ଏମିତିକି ଜନ ସାଧାରଣ ସମ୍ମୁଖରେ ବି ନିଜ ପୁଅ ର ଆ-ରେ-ଷ୍ଟ କୁ ନେଇ କିଛି ବି କହି ନାହାନ୍ତି ସାହାରୁଖ ଖାଁ । ଅନ୍ୟ ପଟେ ଆର୍ୟନ ଖାଁ ଙ୍କୁ ଶୁକ୍ରବାର କୁ ଶୁକ୍ରବାର ହାଜିରା ଦେବାକୁ ପଡୁଛି ଏନ୍ସିବି ର ଜୋନାଲ ଅଫିସ ରେ । ଆର୍ୟନ ଖାଁ ଙ୍କ ସହିତ ଏହି ସବୁ ଭିତରେ ଯାହା ଯାହା ହେଲା ଏହି ସବୁ କୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ହୋଇପାରେ ।

ସମଗ୍ର ଭାରତ ଏବେ ଅନାଇ ବସିଛି ସୁପରଷ୍ଟାର ଙ୍କ ପୁଅ ଙ୍କ ଡ୍ର-ଗ ଲି-ଙ୍କ କୁ ନେଇ ଫ-ସି ଯିବାର କାହାଣୀ କୁ ତାଙ୍କ ବାପା ଙ୍କ ମୁହଁ ରୁ ଶୁଣିବା ପାଇଁ । ତେବେ ଆର୍ୟନ ଖାଁ ଯେତେବେଳେ ଗି-ର-ଫ ହେଲେ ସାହାରୁଖ ଖାଁ ନିଜର ଫିଲ୍ମ ସୁ-ଟିଂ କୁ ବନ୍ଦ କରି ଦେଇଥିଲେ । ତେବେ ବର୍ତ୍ତମାନ ସାହାରୁଖ ଖାଁ ଙ୍କୁ ଅନେକ ସାରା ଅଫର ଆସୁଛି ଏବଂ ସେହି ଅଫର ହେଉଛି ସାହାରୁଖ ଖାଁ ନିଜ ପୁଅ କୁ କିଭଳି ଭାବରେ ଡ୍ରଗ ଲି-ଙ୍କ ରେ ଫ-ସି ଯିବାର ଦେଖିଲେ ।

ଆଉ ଏହା ପରେ ତାଙ୍କର ମା-ନ-ସି-କ ଅବସ୍ଥା ଓ କିଭଳି ଭାବରେ ସେ ଓକିଲ ଙ୍କ ଫୌଜ ତିଆରି କରିଲେ ଓ ନିଜ ପୁଅ କୁ ନେଇକରି ଆସିଲେ । ଅନ୍ତର୍ଜାତୀୟ ସିନେ ନିର୍ମାତା ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ସେମାନେ ବି ଚାତକ ପରି ଅନାଇ ବସିଛନ୍ତି ସାହାରୁଖ ଖାଁ ଙ୍କ ସହିତ ଡିଲ କରିବା ପାଇଁ । ଏହି ଡିଲ ସ୍ୱରୂପ ସାହାରୁଖ ଖାଁ ଙ୍କୁ ମିଳିପାରେ କୋଟିକୋଟି ଟଙ୍କା । କେବଳ ସେତିକି ନୁହେଁ ଆର୍ୟନ ଖାଁ ଙ୍କୁ ବି ଅନେକ କିଛି ଅଫର ହୋଇପାରେ ।

କିନ୍ତୁ କୋର୍ଟ ଙ୍କ ନିୟମ ମୁତାବକ ଆର୍ୟନ ଖାଁ ଏହି ସମ୍ବନ୍ଧରେ ନିଜର ମୁହଁ ଖୋଲି ପାରିବେ ନାହିଁ । ତେବେ ଦେଖାଯାଉ କେତେବେଳେ ସୁପରଷ୍ଟାର ସାହାରୁଖ ଖାଁ ନିଜ ମୁହଁ ଖୋଲୁଛନ୍ତି ନିଜ ପୁଅ ସହିତ ହୋଇଥିବା ଏହି ଟ୍ରାଜେଡ଼ି କୁ ନେଇ ଏବଂ ତାଙ୍କୁ କେତେ ଟଙ୍କା ଅଫର କରାଯିବ ତାଙ୍କର ଏହି କାହାଣୀ ପାଇଁ । ତେବେ ଏହି ସମ୍ବନ୍ଧରେ ଆପଣ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *