Breaking News: ହାଇକୋର୍ଟଙ୍କ ନିର୍ଦ୍ଦେଶ, ଓଡିଶା ବନ୍ଦ ଡାକରାକୁ ନେଇ ଦେଲେ ଏହି ବଡ ନିଷ୍ପତ୍ତି, ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ମମିତା ବେହେରାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବ-ନ୍ଦ ଡାକରା ଦେଇଛି କଂଗ୍ରେସ । କରୋନା ମ-ହା-ମା-ରୀ ଯୋଗୁଁ ଅନେକ ଲୋକଙ୍କ ଜୀବିକା ସଂ-କ-ଟ-ରେ ପଡିଥିବାରୁ ୬ ଘଂଟିଆ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି କଂଗ୍ରେସ ଦଳ । ମମିତା ହ-ତ୍ୟା ମା-ମ-ଲା-ରେ ମନ୍ତ୍ରୀ ଦି-ବ୍ୟଶଙ୍କର ଙ୍କୁ ବ-ହି-ଷ୍କା-ର କରିବାକୁ ୧୧ ତାରିଖ ଯାଏଁ ସମୟ ଦେଇଥିଲା କଂଗ୍ରେସ ଦାବି ପୂରଣ ନହେବାରୁ ବନ୍ଦ ଡାକରା ଦିଆଯାଇଛି ।

ତେବେ ଏହି ବନ୍ଦ ଡାକରା ଉପରେ ବର୍ତ୍ତମାନ ହାଇକୋର୍ଟ ନିଜର ଶୁଣାଣି କରିଛନ୍ତି । ତେବେ କଟକର ଜଣେ ବ୍ୟବସାୟୀଙ୍କ ଜନସ୍ୱାର୍ଥ ମା-ମ-ଲା-ର ତ୍ୱରିତ ଶୁଣାଣି କରିଛନ୍ତି ହାଇକୋର୍ଟ । ବଳପୂର୍ବକ ବ-ନ୍ଦ ବେ-ଆ-ଇ-ନ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ବ-ନ୍ଦ-ପାଳନ ନେଇ କେରଳ ହାଇକୋର୍ଟଙ୍କ ଜଜ୍ମେଂଟ ଏବଂ ସୁପ୍ରିମକୋର୍ଟଙ୍କ ଅଭିମୁଖ୍ୟ ସଂପର୍କରେ ସମସ୍ତ ପକ୍ଷକୁ ଜଣାଇଛନ୍ତି ଓଡ଼ିଶା ହାଇକୋର୍ଟ ।

ତେବେ ହାଇକୋର୍ଟର ନିର୍ଦେଶ ଅନୁଯାୟୀ ଅଖ ଚକ ବନ୍ଦ ସଂପୂର୍ଣ୍ଣ ବେ-ଆ-ଇ-ନ୍ । ଦୋକାନ, ବଜାର ବନ୍ଦ ରଖିବାକୁ କାହାକୁ ବାଧ୍ୟ କରାଯିବ ନାହିଁ । ଗାଡ଼ି ଚଳାଚଳକୁ ଜୋ-ର ଜ-ବ-ର-ଦ-ସ୍ତ ରୋକା ଯାଇ ପାରିବ ନାହିଁ । ଲୋକଙ୍କୁ ବଳପୂର୍ବକ ଅଟକାଯାଇ ପାରିବ ନାହିଁ । ରାସ୍ତା, ରେଳ, ବିମାନ ଚଳାଚଳରେ ବାଧା ସୃଷ୍ଟି କରାଯିବ ନାହିଁ । ସାଧାରଣ ଜୀବନଯାତ୍ରାରେ ବ୍ୟା-ହ-ତ ସୃଷ୍ଟି କରାଯିବ ନାହିଁ ।

Leave a Reply

Your email address will not be published. Required fields are marked *