‘ନବୀନ ବାବୁ ତମେ ବହୁତ ମାୟା ଜାଣିଛ’ ଦେଖନ୍ତୁ CM Naveen Pattnaik ଙ୍କ ବିଷୟରେ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video 

ବନ୍ଧୁଗଣ ମମିତା ମେହେର ମୃ-ତ୍ୟୁ ମା-ମ-ଲା-କୁ ଦୀର୍ଘ ଦିନ ହୋଇ ସାରିଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ମିଳି ନାହିଁ । ବଲାଙ୍ଗୀର ମହାଲିଙ୍ଗ କଲେଜରେ ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ଶୋ-ଷ-ଣ କରାଯାଉଥିଲା । ଏଥିରେ କେତେକ ବଡ ବଡ ନେତା ଓ ମନ୍ତ୍ରୀ ମାନେ ମଧ୍ୟ ଅଛନ୍ତି । ସେହି ନେତା ମାନଙ୍କ ମଧ୍ୟରୁ ଜଣଙ୍କର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିଛି ଓ ଆପଣ ମାନେ ବି ତାଙ୍କୁ ନିଶ୍ଚୟ ଜାଣିଛନ୍ତି ।

ତେବେ ଏହି ମାମଲାରେ ସମ୍ପୃକ୍ତ ମନ୍ତ୍ରୀ ମହାଶୟଙ୍କ ଇ-ସ୍ତ-ଫା ପାଇଁ ବି-ରୋ-ଧୀ ଦଳ ଦାବି କରୁଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଗୋଡ ଉପରେ ଗୋଡ ପକାଇ ବସିଛନ୍ତି ବୋଲି ବିରୋଧୀ ଦଳ ଦାବି କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ଏଣିକି ସେ ଏକ ସାଧାରଣ ମଣିଷ ହେଉ ବା ଜଣେ ନେତା ଦୋ-ଷୀ-କୁ ଦ-ଣ୍ଡ ମିଳିବା ନିହାତି ଦରକାର । ତେବେ ନବୀନ ଏମିତି ଚୁପ ରହି ଆ-ଇ-ନ-ର ଦୁରୁପଯୋଗ କରୁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହ-ର-ତା-ଳ ଡା-କ-ରା ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀ-ଡ଼ି-ତା-ଙ୍କ ପରିବାରକୁ ନ୍ୟାୟ ଦାବିରେ ବସିଛନ୍ତି ବି-ରୋ-ଧୀ ।

ପ୍ରଥମେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ଵାନ ଦେଇଥିଲା କଂଗ୍ରେସ । ତେବେ ବନ୍ଦ ପାଳନ ବି-ରୋ-ଧ-ରେ ହାଇକୋର୍ଟରେ ପହଞ୍ଚିଥିବା ଏକ ମା-ମ-ଲା-ର ଶୁଣାଣି କରି ବନ୍ଦ ପାଳନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ହ-ର-ତା-ଳ ଡାକରାରେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ ଓ ନବୀନ ପଟ୍ଟନାୟକଙ୍କ ବିଷୟରେ ଏକ ବଡ ବୟାନ ଦେଇଥିଲେ ।

ସୁର ରାଉତରାୟ କହିଥିଲେ-‘ଆରେ ହେ ନବୀନ ପଟ୍ଟନାୟକ କେଡେ ମାୟାରେ ତୁ । କେତେ ପୋଲିସ ନେଇ ଆସିଛୁ ଏଠିକି । ଆରେ ଏତେ ମାୟାରୁ ପେଣ୍ଡାଲରେ ଡାକୟାତ ଆ-ରୋ-ପିଟାକୁ ବସେଇ ଦେଇଛୁ । ଖାଲି ଉପରେ ଧଳା ହେଲେ ଭିତର ତୋର ପୁରା କ-ଳା-ରେ ନବୀନ । କେତେ ପୋଲିସ ନେଇ ଆସିଛୁ କିଏ ଗଣତନ୍ତ୍ରର ହ-ତ୍ୟା କରୁଛୁ’ । ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *