ଅଧ୍ୟାପକଙ୍କୁ ମହଙ୍ଗା ପଡିଲା ଛାତ୍ରୀଙ୍କ ସହ ସମ୍ପର୍କ, କବାଟ ବନ୍ଦ କରି ରୁମ ଭିତରେ ପତ୍ନୀ ଦେଲେ ଏମିତି ପେଟେଣ୍ଟ ମେଡିସିନ…ଦେଖନ୍ତୁ Video

“ଘରେ ମୁଁ ଅଛି । କଲେଜ ରେ ଛାତ୍ରୀ ଙ୍କୁ ପ୍ରେମ କରୁଛୁ । ବୁଢ଼ା ବୟସରେ ଏମିତି ପ୍ରେମ ଉଛୁଳୁଛି । ଏହି ବୟସ ରେ ତୋ ମୁହଁକୁ ଟିକେ ଲାଜ ନାହିଁ । ” ବୁଢ଼ା ଜଙ୍କୁ ହେଉଛି ମୁହଁ ଓ କର୍ଣମୂଳି କୁ ମାଆଡ଼ । ତେବେ ବନ୍ଧୁଗଣ ଭିଡିଓ ଟି ହେଉଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଭିଡିଓ । ଆଉ ମାଆଡ଼ ଖାଉଥିବା ବାବୁ ଜଣକ ହେଉଛନ୍ତି ଅଧ୍ୟାପକ ଅର୍ଥାତ ଗୁରୁ । ଆଉ ମାଆଡ଼ ମାରୁଥିବା ମ୍ୟାଡାମ ଜଣକ ହେଉଛନ୍ତି ଏହି ଅଧ୍ୟାପକ ଙ୍କ ପତ୍ନୀ । ପତ୍ନୀ କୁଆଡ଼େ ଶୁଣିବାକୁ ପାଇଲେ ଯେ, ବିଶ୍ୱବିଦ୍ୟାଳୟ ଛାତ୍ରୀ ଙ୍କ ସହିତ ତାଙ୍କ ସ୍ୱାମୀ ମାନେ ଅଧ୍ୟାପକ ଙ୍କ ର ସମ୍ପର୍କ ରହିଛି ।

ଆଉ ଏହାପରେ ସିଧା ଆସି ପହଁଚି ଗଲେ ଇଂରାଜୀ ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର ଙ୍କ ରୁମ୍ ରେ । ତାପରେ ମାଆଡ଼ ମାରିଲେ ନିଜ ସ୍ୱାମୀ ମାନେ ସେହି ଅଧ୍ୟାପକ ଙ୍କୁ । ଭାଇରାଲ ହୋଇ ଥିବା ଭିଜୁଆଲ କୁ ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ, ପତ୍ନୀ ଜଣକ ନିଜ ପତି ଙ୍କୁ ଏଭଳି ମାଆଡ଼ ମାରୁଛନ୍ତି ଯେଉଁଥିରେ ତାଙ୍କୁ ନିଶ୍ୱାସ ନେବାକୁ ମଧ୍ୟ ସମୟ ମିଳୁନାହିଁ ।

ତାଙ୍କୁ ହେଉଛି କେବଳ ମାଆଡ଼ ଉପରେ ମାଆଡ଼ । ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଇଂରାଜୀ ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର ଙ୍କୁ ଚପଲ ରେ ହୋଇଛି ମାଆଡ଼ । ଛାତ୍ରୀ ଙ୍କ ସହିତ ସମ୍ପର୍କ ରଖିବା ଯୋଗୁଁ ଚପଲ ରେ ମାଆଡ଼ ମା-ରିଲେ ଅଧ୍ୟାପକ ଙ୍କୁ ତାଙ୍କ ପତ୍ନୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପିଜି କାଉନ୍ସିଲ ମଧ୍ୟରେ ରହିଥିବା ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସର ଙ୍କ ରୁମ କୁ ଆସି ଚପଲ ରେ ବଡେଇଛନ୍ତି ତାଙ୍କ ପତ୍ନୀ । ଆଉ ଏହି ସମୟରେ ବିଶ୍ୱବିଦ୍ୟାଳୟ ର କେହି ଜଣେ ବିଦ୍ୟାର୍ଥୀ ବା କର୍ମଚାରୀ ମୋବାଇଲ ରେ ଏହି ଦୃଶ୍ୟ କୁ କଏଦ କରିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଉକ୍ତ ଭିଡିଓ ଗୋଟିଏ ମୋବାଇଲ ରୁ ଆଉ ଗୋଟିଏ ମୋବାଇଲ କୁ ଘୁରି ବୁଲୁଛି । ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ କୁ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *