ଦୁନିଆର ୫ ଟି ଆଶ୍ଚର୍ଯ୍ୟ ଜନକ ସିନେମା ହଲ….ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ ସିନେମା ହଲ ସିନେମା ଦେଖିବାକୁ ଯାଇଥିବେ ଆଉ ସିନେମା ହଲରେ ସିନେମା ଦେଖିବାର ମଜା କିଛି ଅଲଗା ପ୍ରକାରର ହୋଇଥାଏ । ବନ୍ଧୁଗଣ ବର୍ତ୍ତମାନର ସମୟରେ କେତେକ ଲେଟେଷ୍ଟ ସିନେମା ହଲ ଆସି ଗଲାଣି ଯାହାକି ଆପଣ ମାନଙ୍କୁ ଆମେ କହିବାକୁ ଯାଉଛୁ । ଏହି ସବୁ ସିନେମା ହଲ ବିଷୟରେ ଜାଣିଲେ ଆପଣ ମାନେ ଭାବିବେ କଣ ସତରେ ଏମିତିଆ ସିନେମା ହଲ ଅଛି ଆଉ ଆପଣ ବି ସେହି ସିନେମା ହଲକୁ ଯିବା ପାଇଁ ଇଛା କରିବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସିନେମା ହଲ ଗୁଡିକ ବିଷୟରେ । ୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ହଟ ଟବ ସିନେମା ହଲ । ଆପଣ ମାନେ ସାଧାରଣତଃ ଚେୟାର ଉପରେ ବସି ସିନେମା ଦେଖୁଥିବେ ହେଲେ ଏହା ଏକ ଅନୋଖା ସିନେମା ହଲ ଆପଣ ଏଠି ଥିବା ବାର୍ଥ ଟବ ଉପରେ ବସି ସିନେମା ଦେଖିବେ । ଏହି ହଲଟି ୨୦୧୨ ମସିହାରେ ଲଣ୍ଡନରେ ତିଆରି ହୋଇଥିଲା । ଆପଣ ମାନେ ଏହି ହଲରେ ଗାଧୋଇବା ସହ ସିନେମା ଦେଖି ପାରିବେ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସିନେମା ହଲଟି ହେଉଛି ଫିଲ୍ମ ଇନ ଦ ରକ୍ସ । ଏହି ସିନେମା ହଲଟି ଆମେରିକାରେ ଅବସ୍ଥିତ ଅଛି । ସବୁଠାରୁ ବଡ କଥା ହେଉଛି ଆପଣ ଏଠାରେ ଲାଇଭ ସୋ ଦେଖି ପାରିବେ ଯେଉଁଠି ରୋମାଣ୍ଟିକ ଆଉ କମେଡି ଭରପୁର ମାତ୍ରାରେ ଥାଏ । ଖାସ କରି ଗରମ ଦିନରେ ଏହି ସିନେମା ହଲ ଚାଲି ଥାଏ ଆଉ ଏହି ସିନେମା ହଲକୁ ଦୂର ଦୁରନ୍ତରୁ ଲୋକମାନେ ଆସିଥାନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ସାଇ ଫାଏ ଡିନେ ଇନ ଥିଏଟର । ଯଦି ଆପଣ କୌଣସି ସାଇଣ୍ଟିଫିକ ଫିଲ୍ମ ଦେଖିବା ସହ ଡିନର କରିବା ପାଇଁ ଚାହୁଁ ଛନ୍ତି ତା ହେଲେ ଏହି ହଲ ଆପଣଙ୍କ ପାଇଁ ସବୁଠାରୁ ଭଲ ରହିବ । ଆପଣ ଏଠି ସିନେମା ଦେଖିବା ସହ ଖାଇବାର ମଜା ବି ନେଇ ପାରିବେ । ଏହି ହଲଟି ଆର୍ଲାଣ୍ଡୋରେ ଅବସ୍ଥିତ ଅଛି ।

୪. ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ଦ ଇଲେକ୍ଟ୍ରିକ ସିନେମା ହଲ । ଏ ସିନେମା ହଲ ଲଣ୍ଡନରେ ଅଛି ଏହା ଏକ ରୋମାଣ୍ଟିକ ସିନେମା ହଲ । ଏଠି ଆପଣଙ୍କୁ ବସିବା ପାଇଁ ନୁହେଁ ଶୋଇବା ପାଇଁ ବେଡ ମିଳିବ । ଖାସ କରି କପଲ୍ସ ମାନଙ୍କ ପାଇଁ ଏହି ସିନେମା ହଲଟି ସବୁଠାରି ଭଲ । କପଲ୍ସ ମାନେ ଏଠି ଅତି ମଜାର ସହ ସିନେମା ଦେଖି ପାରିବେ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଅଲମ୍ପିୟାନ ମୁଜିକ ହଲ । ସବୁ ସିନେମା ହଲ ଭିତରୁ ଏ ସିନେମା ହଲଟି ବହୁତ ଭଲ । ଏହି ସିନେମା ହଲରେ ଆପଣଙ୍କୁ ବେଡ ଦେଖିବାକୁ ମିଳିବ ଯେଉଁଠି ଆପଣ ନିଜ ପାର୍ଟନର ସହ ଶୋଇକି ସିନେମାର ମଜା ନେଇ ପାରିବେ ।

Leave a Reply

Your email address will not be published. Required fields are marked *