Interesting Gk Questions- ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଓ କାଲା ବସିଛନ୍ତି, ଯଦି ଆମ୍ବ ଗଛରୁ ଗଳିବ ତ ପ୍ରଥମେ କିଏ ଉଠେଇବ ?

ବନ୍ଧୁଗଣ ନମସ୍କାର, ତେବେ ନିଜର ବୁଦ୍ଧି କୁ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଛି।ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ନେଇ ଆସିଛୁ।ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହେବ ଏବଂ ଆପଣ ଙ୍କ ଜ୍ଞାନ ମଧ୍ୟ ବଢିବ।ତେବେ ଆସନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ଉତ୍ତର ଗୁଡ଼ିକ ସମ୍ବନ୍ଧରେ।

୧. ଏଭଳି କଣ ଅଛି ଯାହା ପୁରୁଷ ଲୁଚାଇ ଏବଂ ନାରୀ ଦେଖାଇ ଚାଲିଥାଏ?
ଉତ୍ତର- ପର୍ସ।

୨. କେଉଁ ଦେଶରେ ରାତିରେ ଚାଷ କରାଯାଏ?
ଉତ୍ତର- ନରୱେ।

୩. ଭାରତର କେଉଁ ରାଜ୍ୟ ରେ ଆଧାର କାର୍ଡ ବନାଯାଇ ନାହିଁ?
ଉତ୍ତର- କଶ୍ମୀର।

୪. ଏଭଳି କେଉଁ ଜିନିଷ ଅଛି ଯାହା ସବୁଆଡେ ବୁଲେ କିନ୍ତୁ ମନ୍ଦିର କୁ ଯିବାକୁ ଡରିଥାଏ?
ଉତ୍ତର- ଚପଲ।

୫. ଏଭଳି କେଉଁ ଜିନିଷ ଅଛି ଯାହା ଆପଣଙ୍କର କିନ୍ତୁ ବ୍ୟବହାର ଅନ୍ୟ ଜଣେ କରନ୍ତି?
ଉତ୍ତର- ଆପଣଙ୍କ ନାଁ।

୬. କେଉଁ ଦେଶର ବ୍ୟକ୍ତି ସାପ ଖାଆନ୍ତି?
ଉତ୍ତର- ଚୀନ।

୭. କେଉଁ ପରିବା ଖାଇଲେ ଦାନ୍ତ ସଫା ହୋଇଥାଏ?
ଉତ୍ତର- ଅମୃତଭଣ୍ଡା।

୮. ଶରୀର ର କେଉଁ ଅଙ୍ଗ ସବୁବେଳେ ଓଦା ରୁହେ?
ଉତ୍ତର- ଜିଭ।

୯. ସମୁଦ୍ର ରେ ଜନ୍ମ କିନ୍ତୁ ଆପଣଙ୍କ ଘରେ ରୁହେ ତାହା କଣ?
ଉତ୍ତର- ଲୁଣ।

 

୧୦. ଏଭଳି କେଉଁ ଜିନିଷ ଅଛି ଯାହା ଆପଣଙ୍କ ପିଛା ଛାଡ଼େ ନାହିଁ?
ଉତ୍ତର- ଆପଣଙ୍କ ଛାଇ।

୧୧. ଏଭଳି କଣ ଅଛି ଯାହା ଯେତେ ବଢ଼େ ସେତେ କମେ?
ଉତ୍ତର- ବୟସ।

୧୨. କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ବ୍ୟକ୍ତି ରୁହନ୍ତି?
ଉତ୍ତର- ଲଣ୍ଡନ ରେ।

୧୩. ମନୁଷ୍ୟ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା?
ଉତ୍ତର- ଖଜୁରୀ।

୧୪. ମଶା ର ଆୟୁଷ କେତେ ଦିନ ଥାଏ?
ଉତ୍ତର- ୧୪ ରୁ ୫୬ ଦିନ।

୧୫. ପୃଥିବୀ ରେ ସମୁଦାୟ କେତୋଟି ମହାସାଗର ଅଛି?
ଉତ୍ତର- ୫ଟି।

୧୬. ଦୁନିଆ ର ସବୁଠାରୁ ଛୋଟ ମହିଳା କେଉଁ ଦେଶରେ ରୁହନ୍ତି?
ଉତ୍ତର- ଭାରତ ରେ।

୧୭. କେଉଁ ଦେଶରେ ବିଲେଇ କୁ ପୂଜା କରାଯାଏ?
ଉତ୍ତର- ଇଜିପ୍ଟ ରେ।

୧୮. କେଉଁ ଦେଶର ବ୍ୟକ୍ତି ପବ୍ଜି ଗେମ ଖେଳନ୍ତି ନାହିଁ?
ଉତ୍ତର- ଚୀନ।

୧୯. ଏଭଳି କେଉଁ ଜିନିଷ ରହିଛି ଯାହାକୁ ଆମେ ଖାଇଥାଉ କିନ୍ତୁ ଦେଖି ପାରୁ ନାହିଁ?
ଉତ୍ତର- ରାଣ।

୨୦. ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା, କାଲା ବସିଛନ୍ତି। ଗଛରୁ ତଳେ ଆମ୍ବ ପଡ଼ିଲେ ସର୍ବ ପ୍ରଥମେ କିଏ ଆମ୍ବ ଉଠାଇବ?
ଉତ୍ତର- ଯିଏ ତୀବ୍ର ଗତି ରେ ଦୌଡ଼ି ପାରିବ।

Leave a Reply

Your email address will not be published. Required fields are marked *