ଅଚାନକ ଯଦି ଆପଣଙ୍କୁ ଦେଖାଦିଏ ଏହି ୭ ଟି ସଙ୍କେତ, ତେବେ ଜାଣିବେ କି ଆପଣଙ୍କ ଭାଗ୍ୟ କୋଟିଏ ରେ ଗୋଟିଏ, ଭଗବାନ ସବୁବେଳେ ଆପଣଙ୍କ ସହିତ ଅଛନ୍ତି

ଯେଉଁ ଲୋକଙ୍କ ଭାଗ୍ୟ ତାଙ୍କ ସହିତ ଥାଏ ସେହି ଲୋକଙ୍କୁ ସଫଳତା ନିଶ୍ଚୟ ମିଳିଥାଏ । ପ୍ରତିଦିନର ଜୀବନରେ ଏମିତି ବହୁତ ସଙ୍କେତ ଥାଏ ଯିଏ କି ଏହି ଦିଗକୁ ଇସାରା କରିଥାଏ କି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ଅଛି ଓ ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି । ଯଦି ଆପଣଙ୍କୁ ବି ତଳେ ଦିଆଯାଇଥିବା ସଙ୍କେତ ମିଳିଥାଏ ତେବେ ଆପଣ ଭାବି ନିଅନ୍ତୁ କି ଆପଣ ଭାଗ୍ୟଶାଳୀ ଅଟନ୍ତି ।

କ୍ଷୀର ଦେଖିବା

ସକାଳୁ ଉଠିବା ମାତ୍ରେ ଯଦି ଅଚାନକ କ୍ଷୀର ବା ଦହି ଦେଖିଲେ ତେବେ ଜାଣନ୍ତୁ କି ଆପଣ ଭାଗ୍ୟଶାଳୀ ଅଟନ୍ତି ଓ ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ଅଛି । ଯଦି ଆପଣ ସକାଳ ସମୟରେ କେଉଁଠିକୁ ଯାଉଛନ୍ତି ଓ ସାମ୍ନା ରୁ କେହି କ୍ଷୀର ଆଣି ଆସୁଛି ତେବେ ଏହାକୁ ବି ଶୁଭ ସଙ୍କେତ କୁହାଯାଏ ।

ଦୀପ ଜୋରରେ ଜଳିବା

ପୂଜା କରିବା ସମୟରେ ଯଦି ଆପଣଙ୍କ ଦ୍ଵାରା ଜଳା ଯାଇଥିବା ଦୀପ ଜୋରରେ ଜଳିବାକୁ ଲାଗେ ଓ ଦୀପ ଭଲ ଭାବେ ଜଳେ ତେବେ ଏହା ଶୁଭ ସଙ୍କେତ ହୋଇଥାଏ ଓ ଏହି ସଙ୍କେତର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି ।

ଅଗରବତୀ ର ଧୂଆଁ

ଭଗବାନଙ୍କ ସାମ୍ନା ରେ ଲଗା ଯାଇଥିବା ଅଗରବତୀ ର ଧୂଆଁ ଯଦି ଭଗବାନଙ୍କ ମୂର୍ତ୍ତି ଆଡକୁ ଯାଏ ତେବେ ଏହାର ଅର୍ଥ ଏହା ହୋଇଥାଏ କି ଆପାଣଙ୍କ ଭାଗ୍ୟ ଆପାନଙ୍କ ସାଥିରେ ଅଛି ।

ଗୋଡି ବା ପଥର ମିଳିବା

ଘର ପାଖରେ ଖୋଳୁଥିବା ସମୟରେ ଯଦି ମାଟି ଭିତରୁ କୌଣସି ପୁରୁଣା ପଥର ମିଳେ ତେବେ ଏହା ଶୁଭ ସଙ୍କେତ ହୋଇଥାଏ ।

ଗାଇ ଆସିବା

ଘର ସାମ୍ନାକୁ ଅଚାନକ କୌଣସି ଧଳା ଗାଈ ଆସିଲେ ତେବେ ଏହାର ଅର୍ଥ ହୋଇଥାଏ କି ଭଗବାନଙ୍କ କୃପା ଆପଣଙ୍କ ଉପରେ ଅଛି । ଗାଈ ଆସିଲେ ତାହାର ସେବା କରନ୍ତୁ ଓ ତାକୁ ରୁଟି ନିଶ୍ଚୟ ଖାଇବାକୁ ଦିଅନ୍ତୁ ।

ପକ୍ଷୀ ଆସିଲେ

ଘରର ଛାତ ଉପରକୁ ଯଦି ପକ୍ଷୀ ସବୁବେଳେ ଆସିବାକୁ ଲାଗେ ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଘରେ ଭଗବାନଙ୍କ ବାସ ଅଛି ଓ ଭଗବାନ ଆପଣଙ୍କ ସାଥିରେ ଅଛନ୍ତି । ପକ୍ଷୀ ଆସିଲେ ଆପଣ ତାକୁ ପାଣି ଓ ଖାଇବା ଜିନିଷ ନିଶ୍ଚୟ ଦିଅନ୍ତୁ ।

ସ୍ଵପ୍ନରେ ମନ୍ଦିର, ଭଗବାନ ଓ ତାରା ଦେଖାଦେବା

ଯଦି ଆପଣଙ୍କୁ ସ୍ଵପ୍ନରେ ଭଗବାନ ଦେଖାଦିଅନ୍ତି ବା ଆପଣ ସ୍ଵପ୍ନରେ କୌଣସି ଦେବୀ ବା ଦେବତାଙ୍କ ସହିତ କଥା ହୁଅନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଭଗବାନ ଆପଣଙ୍କ ସହିତ ଅଛନ୍ତି ଓ ଭଗବାନଙ୍କ କୃପା ଆପଣଙ୍କ ସହିତ ଅଛି ।

ସ୍ଵପ୍ନରେ ମନ୍ଦିର ଦେଖାଦେବା ବା ପୂଜା କରୁଥିବାର ଦେଖା ଦେବା ଭାଗ୍ଯବାନ ହେବାର ସଙ୍କେତ ହୋଇଥାଏ । ଏହି ସ୍ଵପ୍ନର ଅର୍ଥ ହୋଇଥାଏ କି ଆପଣଙ୍କ ଭାଗ୍ୟ ବହୁତ ଭଲ ଅଟେ ଓ ଆପଣଙ୍କୁ ଜୀବନରେ କେବଳ ଉନ୍ନତି ହିଁ ମିଳିବ । ପ୍ରତିଟି କ୍ଷେତ୍ରରେ ଭଗବାନ ଆପଣଙ୍କ ସହିତ ରହିବେ ।

ସ୍ଵପ୍ନରେ ତାରା ଦେଖା ଦେବା ମଧ୍ୟ ସଙ୍କେତ ଦିଏ କି ଆପଣଙ୍କ ଭାଗ୍ୟ ଲକ୍ଷେ ରେ ଗୋଟିଏ ଅଟେ ଓ ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ଅଛି । ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏମିତି ହିଁ କିଛି ନୂଆ ନୂଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *