ସ୍ଵାମୀଙ୍କ ଆଗରେ ବୁଢି ଭଳି ନଜର ଆସିଥାନ୍ତି ବଲିଉଡର ଏହି ସୁନ୍ଦରୀ ମାନେ , ଜଣେ ତ ନିଜ ସ୍ଵାମୀଙ୍କ ଠାରୁ ୧୦ ବର୍ଷ ବଡ

‘ନା ଉମ୍ର କି ସୀମା ହୋ ନା ଜନ୍ମ କା ହୋ ବନ୍ଧନ’ ଗୀତର ଏହି ଲାଇନ କିଛି ଲୋକଙ୍କ ଉପରେ ଠିକ ଖାପ ଖାଉଛି, ଯେତେବେଳେ ମଣିଷକୁ ପ୍ରେମ ହେଇଥାଏ ତେବେ ସେ ଜାତି – ପାତି , ଛୋଟ ବଡ଼ , କିଛ ବି ଦେଖି ନଥାଏ ଓ ତା ଉପରେ ଏହି କଥାର କିଛି ବି ଫରକ ପଡିନଥାଏ କି ସାମ୍ନା ବାଲାର ବୟସ କଣ ଥାଏ ,ଏମିତିରେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲିଉଡର କିଛି ଏମିତି ଅଭିନେତ୍ରୀମାନଙ୍କ ସହ ମିଳେଇବାକୁ ଯାଉଛୁ । ଯେଉଁମାନେ ନିଜଠାରୁ କମ ବୟସର ପୁଅକୁ ନିଜର ଜୀବନସାଥି ବାଛିଛନ୍ତି ।

ପ୍ରିୟଙ୍କା ଚୋପ୍ରା

 

ଦେଶି ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ଆମେରିକାର ସିଙ୍ଗର ନିକ ଜୋନସଙ୍କ ସହ ବିବାହ କରିଥିଲେ , ଦୁହିଁଙ୍କର ବିବାହ ବହୁତ ଚର୍ଚ୍ଚାରେ ଥିଲା , କହି ଦେଉଛୁ କି ନିକ ଜୋନସ ବୟସରେ ପ୍ରିୟଙ୍କାଙ୍କ ଠାରୁ 10 ବର୍ଷ ସାନ ଅଟନ୍ତି , ଓ ଯେଉଁଠି ପ୍ରିୟଙ୍କାଙ୍କ ବୟସ ୩୭ ବର୍ଷ ଅଟେ ସେଇଠି ନିକ ଜୋନସଙ୍କ ବୟସ ୨୭ ବର୍ଷ ଅଟେ,ଯେବେ ଦୁହିଁଙ୍କର ବିବାହ ହୋଇଥିଲା ତେବେ ଲୋକମାନେ ତାଙ୍କ ବୟସକୁ ବହୁତ ଥଟ୍ଟା କରିଥିଲେ , କିନ୍ତୁ ଦୁହିଁଙ୍କ ଉପରେ ଏହି କଥାର କିଛି ବି ଫରକ ପଡି ନଥିଲା, ଏବେ ସେ ଖୁସିରେ ଜୀବନ ଯାପନ କରୁଛନ୍ତି ।

ଅମୃତା ସିଂହ

ସେଫ ଅଲି ଖାନ ବଲିଉଡରେ ଛୋଟ ନବାବ ନାମରେ ଜଣା ଯାଆନ୍ତି , ଯେମିତି ଆମେ ସମସ୍ତେ ଜାଣିଛୁ କି ସେଫଙ୍କ ପ୍ରଥମ ବିବାହ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ହୋଇଥିଲା , ସେ ଏହି ବିବାହ ସମସ୍ତଙ୍କୁ ଲୁଚେଇ କରିଥିଲେ , ତାଙ୍କର ଏହି ବିବାହରେ ଘର ଲୋକେ ବହୁତ ରାଗୀ ମଧ୍ୟ ଯାଇଥିଲେ କାହିଁକି ନା ଅମୃତା ବୟସରେ ସେଫଙ୍କ ଠାରୁ ବହୁତ ବଡ଼ ଥିଲେ , ଅମୃତାଙ୍କ ସହ ବିବାହ କରିବା ସମୟରେ ସେଫ କେବଳ ୨୧ ବର୍ଷର ଥିଲେ ଅମୃତା ସିଂହ ବୟସରେ ସେଫଙ୍କ ଠାରୁ ୧୩ ବର୍ଷ ବଡ଼ ଥିଲେ ମାନେ ଯେବେ ତାଙ୍କର ବିବାହ ହୋଇଥିଲା ସେତେବେଳେ ଅମୃତା 34 ବର୍ଷର ଥିଲେ , କିନ୍ତୁ ଏବେ ଦୁହିଁଙ୍କର ଡିଭୋର୍ସ ହୋଇ ସାରିଲାଣି ।

ଐଶ୍ୱର୍ୟ୍ୟା ରାୟ

ବର୍ଷ ୨୦୦୭ ରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟ୍ୟା ରାୟଙ୍କ ବିବାହ ହୋଇଥିଲା , ଐଶ୍ୱର୍ୟ୍ୟା ଅଭିଷେକଙ୍କ ଠାରୁ ବୟସରେ ୨ ବର୍ଷ ବଡ଼ ଅଟନ୍ତି , ଐଶ୍ୱର୍ୟ୍ୟା ବୟସ ୪୬ ଅଟେ ଅଭିଷେକଙ୍କ ବୟସ ୪୪ ଅଟେ , ଏହାପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବୁଝମଣା ରହିଛି ଓ ଦୁହେଁ ଖୁସିରେ ଜୀବନ ଯାପନ କରୁଛନ୍ତି , ଦୁହିଁଙ୍କ ବୟସ ଭିତରେ ଅଧିକ ପାର୍ଥକ୍ୟ ନାହିଁ କିନ୍ତୁ ସେଥିରେ ମଧ୍ୟ କିଛି ଲୋକେ ବିବାହ ସମୟରେ ଏମାନଙ୍କୁ ଥଟା କରିଥିଲେ ।

ଅର୍ଚ୍ଚନା ପୂରଣ ସିଂହ

ଅର୍ଚ୍ଚନା ପୂରଣ ସିଂହ ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି , ଯିଏକି କେତେକ ହିଟ ଫିଲ୍ମରେ ଭଲ ଅଭିନୟ କରିଛନ୍ତି ଓ ନିଜ କଳାରେ ଦର୍ଶକଙ୍କୁ ଭରପୁର ମନରଞ୍ଜନ କରିଛନ୍ତି, ଆପଣଙ୍କ ଜାଣିବା ନିମନ୍ତେ କହି ଦେଉଛୁ କି ଅର୍ଚ୍ଚନା ପୂରଣ ସିଂହ ନିଜଠାରୁ ୭ ବର୍ଷ ସାନ ପର୍ମିତ୍ ସେଠିଙ୍କ ସହ ବିବାହ କରିଥିଲେ, ବୟସ ଟିକେ ଅଧିକ ଅଛି କିନ୍ତୁ ଦୁହିଁଙ୍କର ଭଲ ପାଇବା ବହୁତ ଗଭିର ଅଛି ।

ନମ୍ରତା ସିରୋଡକର

ନମ୍ରତା ସିରୋଡକର ଗୋଟେ ସମୟରେ ବଲିଉଡର ହିଟ ଅଭିନେତ୍ରୀ ଥିଲେ, ନମ୍ରତା କଚେ ଧାଗେ ଓ ବାସ୍ତବ ଭଳି ସୁପର ହିଟ ଫିଲ୍ମରେ କାମ କରିଛନ୍ତି , ମିସ ଇଣ୍ଡିଆ ରହି ସାରିଥିବା ନମ୍ରତା ସିରୋଡକର ଫିଲ୍ମ କ୍ୟାରିୟରର ଆରମ୍ଭ ୧୯୯୮ ରେ ଆସିଥିବା ଫିଲ୍ମ୍ ‘ଜବ ପ୍ୟାର କିସି ସେ ହୋତା ହେ’ ରୁ କରିଥିଲେ , ଶେଷଥର ସେ ୨୦୦୪ ରେ ରୋକ୍ ସକୋ ତୋ ରୋକ୍ ଲୋ ରେ ନ୍ୟାରେଟର ଭୂମିକାରେ ନଜର ଆସିଥିଲେ , ନମ୍ରତା ସାଉଥର ସୁପର ଷ୍ଟାର ମହେଶ ବାବୁଙ୍କ ସହିତ ବିବାହ କରିଛନ୍ତି ଯିଏ ତାଙ୍କ ଠାରୁ ବୟସରେ ୪ ବର୍ଷ ସାନ ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *