ଏହି ୩ ଟି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ କ୍ୟାନ୍ସର ଅଛି ନା ନାହିଁ

ସମସ୍ତେ ଜାଣିଛନ୍ତି କି କ୍ୟାନ୍ସର ଏକ ଭୟଙ୍କର ରୋଗ ଅଟେ । ଏହି ରୋଗ ମଣିଷ ଶରୀରକୁ ପୁରା ପୁରି ଖରାପ କରି ଦେଇଥାଏ ଏବଂ ଯଦି ମଣିଷକୁ ସମୟ ପୂର୍ବରୁ ଭଲ ଚିକିତ୍ସା ନ ମିଳେ ତାହେଲେ ମନୁଷ୍ଯର ମୃତ୍ୟୁ ସୁନିଶ୍ଚିତ ଅଟେ । ଏଥିପାଇଁ କ୍ୟାନ୍ସର ରୋଗକୁ ନେଇ ସବୁବେଳେ ସତର୍କ ରହିବା ଜରୁରୀ ହୋଇପଡେ। କିନ୍ତୁ ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ କିପରି ଏହି ରୋଗକୁ ଜାଣି ହେବ ଯାହାଫଳରେ ସମୟ ପୂର୍ବରୁ ଚିକିତ୍ସା କରିହେବ ।

ଦୁନିଆରେ କ୍ୟାନ୍ସର ରୋଗର ବିଭିନ୍ନ ପ୍ରକାରର ଲକ୍ଷଣ ଥାଏ । ମଣିଷ ଏହି ରୋଗ ହେଇଥିବାର ନିଜେ ଜାଣିପାରେ ନାହିଁ। ଯାହା ଫଳରେ ଏହି ଭୟଙ୍କର ରୋଗର ଶିକାର ହୋଇ ଯାଇଥାଏ। ମଣିଷ ଶରୀରରେ ହେଉଥିବା ପରିବର୍ତ୍ତନରୁ ଅନୁମାନ କରାଯାଇ ପାରିବ କି ବୋଧହୁଏ ଏହି ମନୁଷ୍ୟ ଶରୀରରେ କ୍ୟାନସର ଭଳି ଭୟଙ୍କର ରୋଗ ଜନ୍ମ ନେଇ ନାହିଁ ତ। ଆସନ୍ତୁ ଜାଣିବା କି କଣ ଅଟେ ସେହି ତିନୋଟି ଲକ୍ଷଣ ଯାହାକି କ୍ୟାନସର ଭଳି ମାରାତ୍ମକ ରୋଗର ଆରମ୍ଭ ପ୍ରକ୍ରିୟା ହୋଇଥାଏ।
ଏହି ତିନୋଟି ଲକ୍ଷଣ କହିବ ଆପଣଙ୍କ ଶରୀରରେ କ୍ୟାନସର ରୋଗ ଅଛି କି ନାହିଁ ।

ଫୁସ୍ ଫୁସ୍ କ୍ୟାନ୍ସର

ସାଧାରଣତଃ ଦେଖାଯାଏ ଯେ କିଛି ଲୋକ ଯେତେବେଳେ ଖାଲି ପାଦରେ ଚାଲି ଚାଲି ଯାଆନ୍ତି କିମ୍ବା କିଛି ବାଟ ଦୌଡି ଗଲାପରେ ସେମାନଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହୁଏ । ଏହା ଦ୍ଵାରା ସେମାନେ ଶ୍ଵାସ କ୍ରିୟାରେ ଅସୁବିଧା ଓ ଫୁସ୍ ଫୁସରେ କଷ୍ଟ ଅନୁଭବ କରିଥାନ୍ତି । ତେବେ ଏହି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଓ ନିଜ ଶରିରର ଭଲ ଭାବରେ ପରୀକ୍ଷା କରିନେବା ଉଚିତ । ଏଥିରୁ ଜଣା ପଡେ କି ଫୁସ୍ ଫୁସ୍ କ୍ୟାନସର ହେଇଚି କି ନାହିଁ ।

ଏହି ପ୍ରକାରର କ୍ୟାନସର ବିଡି, ଗୁଟଖା ତଥା ଅନ୍ୟ ପ୍ରକାରର ଧୂମ୍ରପାନ ଦ୍ଵାରା ହୋଇଥାଏ । ଧୂମ୍ରପାନ କରିବା ଦ୍ୱାରା ଉତ୍ପନ ହେଉଥିବା ଲାଳ ଆମ ଫୁସ୍ ଫୁସ୍ ରେ ଜମା ହୋଇଥାଏ । ଏହି କାରଣରୁ ଫୁସ୍ ଫୁସ୍ କଳା ପଡିଯାଇଥାଏ । ଏଥିଯୋଗୁ ମଣିଷର ଫୁସ୍ ଫୁସ୍ କାମ କରିବା ବନ୍ଦ କରିଦିଏ । ଏହା ଫଳରେ ମଣିଷ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ନା ନିଜେ ଧୂମ୍ରପାନ କରିବା ଉଚିତ ନା ଅନ୍ୟକୁ ଧୂମ୍ରପାନ କରାଇବା ।

ପାକସ୍ଥଳୀ କ୍ୟାନ୍ସର

ଏହି କ୍ୟାନସର ର ଲକ୍ଷଣ ପେଟ ଦରଜ ହେବା କିମ୍ବା ପେଟର ଦରଜ ଲଗାତାର ବଢ଼ିବା । କୌଣସି ପ୍ରକାରର ଖାଦ୍ୟ ର ପାଚନ ପ୍ରକ୍ରିୟା ଠିକ୍ ରେ ନହେବା ଦ୍ଵାରା ଶରିରରେ ସମସ୍ଯା ଆରମ୍ଭ ହୋଇଥାଏ । ଯେତେବେଳେ ଆମେ ବାହାରର ତେଲ ଜାତୀୟ ଖାଦ୍ୟ କୁ ପ୍ରତିଦିନ ଖାଉ ସେତେବେଳେ ଆମକୁ ଏହାର ଲକ୍ଷଣ ଦେଖାଯାଏ । ଜୀଉନମାନେ ଗରମ ଦିନରେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି ସେମାନଙ୍କୁ ମଧ୍ୟ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଥିରୁ ରକ୍ଷା ପାଇବାକୁ ହେଲେ ସବୁବେଳେ ଘରେ ତିଆରି ଖାଦ୍ୟ ଖାଇବା ଉଚିତ୍। ଏବଂ ସବୁବେଳେ ସଜ ପନିପରିବା ଖାଇବା ଦରକାର ଯାହା ଦ୍ଵାରା ନିଜକୁ ରୋଗରୁ ରକ୍ଷା କରି ପାରିବେ।

ମସ୍ତିସ୍କ କ୍ୟାନ୍ସର

ପ୍ରାୟତଃ ଏମିତି ମଧ୍ଯ ଦେଖାଯାଏ କି ବେଳେବେଳେ ବ୍ୟକ୍ତିକୁ ମୁଣ୍ଡ ରେ ବହୁ ଜୋର୍ ରେ ବ୍ୟଥା ହୋଇଥାଏ । ଏହା ଦ୍ଵାରା ମଣିଷ ପ୍ରାୟତଃ ବେହୋସ ହେବାକୁ ଲାଗେ ଓ ସ୍ମରଣ ଶକ୍ତି କମିଯିବା ଭଳି ଘଟଣା ହୋଇଥାଏ । ଯଦି ଆପଣ ଏମିତି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ଼ । ଏହା ମଧ୍ଯ ମୁଣ୍ଡରେ ଆଘାତ ଲାଗିବା ଦ୍ଵାରା ହୋଇଥାଏ। ଯଦି ଟେନସନ ବଢିଥାଏ ତାହାଲେ ମସ୍ତିଷ୍କ ର ଶିରା ପ୍ରଶିରା ଠିକ୍ ଭାବରେ କାମ କରିନଥାଏ ।

ଯାହା ଫଳରେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥାଏ । ପ୍ରାୟ ଲୋକେ ଏହାକୁ ସାମାନ୍ୟ ମୁଣ୍ଡ ବିନ୍ଧା ଭାବି ହାଲକା ଭାବରେ ନେଇଥାନ୍ତି । ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଏହାକୁ ହାଲକା ଭାବରେ ନ ନେଇ ତୁରନ୍ତ ସ୍ପେଶାଲ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *