ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ରେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ, ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।
ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।
ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ସେହିଭଳି କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରିବା । ତେବେ ଆପଣ ମାନେ ଜାଣିଥିବେ କି ଲୋକମାନେ ନିଜର ବ୍ୟବସାୟ କୁ ବୃଦ୍ଧି କରେଇବା ପାଇଁ କିମ୍ବା ଲୋକ ମାନଂକୁ ଆକର୍ଷିତ କରିବା ପାଇଁ କିଛି ନା କିଛି ବାଟ ଆପଣାଇ ଥାଆନ୍ତି ।
ଯେପରି କେତେବେଳେ ଅଫର ଦେବା ଏତେ ପ୍ରତିଶତ ଡିସ୍କଆଣ୍ଟ ଦେବା । କିମ୍ବା ଗୋଟିଏ କିଣିଲେ ଗୋଟିଏ ଫ୍ରି ଦେବା ଆଦି ଏହି ଭଳି ସ୍କିମ ରଖି ଥାଆନ୍ତି ଯାହା ଦ୍ୱାରା ଲୋକମାନେ ଆକର୍ଷିତ ହୋଇ ଥାଆନ୍ତି ଏବଂ ସେହି ଜିନିଷ କୁ କିଣିବା ପାଇଁ ମନ କରିଥାନ୍ତି । ତେବେ ସେହି ଭଳି ଭାବରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ବ୍ୟକ୍ତି ର ଭିଡିଓ ଖୁବ ଭାଇରାଲ ହେଉଛି କାରଣ ସେ ନିଜର ବ୍ୟବସାୟ କୁ ବଢାଇବା ପାଇଁ ଏଵଂ ଲୋକ ମାନଂକୁ ଆକର୍ଷିତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି ।
ତେବେ ସେହି ବ୍ୟକ୍ତି ଜଣଙ୍କ ପ୍ୟାଣ୍ଟ ବିକନ୍ତି ତେବେ ସେ ବଲିଉଡ ଅଭିନେତା ଯେପରି ଗୋବିନ୍ଦା,ନାନା ପାଟେକର, ମିଥୁନ, ଗୁଲସନ ଗ୍ଲୋଭର, ଧର୍ମେନ୍ଦ୍ର, ରବି କିଶନ,ଶତ୍ରୁଘ୍ନ ସିହ୍ନା,ସାହାରୁଖ ଖାଁ, ଏହା ଛଡା ଲାଲୁ ପ୍ରସାଦ ୟାଦବ, ନୀତିଶ ଭରଦ୍ୱାଜ ଆଦି ଙ୍କ ମିମିକ୍ରି ଏବଂ ଡାଇଲଗ କହି ଲୋକ ମାନଂକୁ ଆକର୍ଷିତ କରୁଛନ୍ତି ।
ଏବଂ ନିଜର ବ୍ୟବସାୟ କୁ ବୃଦ୍ଧି କରାଉଛନ୍ତି।ତେବେ ଏହି ବ୍ୟକ୍ତି ର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି ଏବଂ ଲୋକମାନେ ମଧ୍ୟ ଏହାକୁ ଖୁବ ଭଲ ପାଇବା ମଧ୍ୟ ପ୍ରଦାନ କରୁଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।