ହୃଦୟ ବିଦାରକ ଦୃଶ୍ୟ ! ପ୍ରେମିକକୁ ବଞ୍ଚେଇବା ପାଇଁ ପ୍ରେମିକା ଯାହା କଲା ନା…ଇଏ ବୋଧେ ପ୍ରେମ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଜଣେ ପ୍ରେମିକା ନିଜ ଆହତ ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ରାତି ଅଧରୁ ଘରୁ ବାହାରି ଗଳି ଗଳିରେ ବୁଲିଛନ୍ତି ।

ଏଠି ସେଠି ବୁଝାବୁଝି କରିବା ପରେ ସେ ପ୍ରେମିକାଙ୍କୁ ପାଇଥିଲେ । ସେତେବେଳେ ରକ୍ତାକ୍ତ ହୋଇ ରାସ୍ତା ମଝିରେ ପଡିଥାନ୍ତି ଯୁବକ ଜଣକ । ଶେଷ ସମୟରେ ନିଜ ପ୍ରେମିକାକୁ ଦେଖିବା ପାଇଁ କ୍ଷତାକ୍ତ ଯୁବକ ଜଣକ କଲ୍ କରିଥିଲେ ଓ କଲ୍ କରିବା ପରେ ଅଧା ରାତିରୁ ଘରୁ ବାହାରି ଚାଲି ଆସିଥିଲେ ଯୁବତୀ । ଏହା ଥିଲା ପ୍ରକୃତ ପ୍ରେମର ପ୍ରମାଣ । ଘର ଲୋକଙ୍କ କଥା ଓ ଶାଢୀ ପଡିଶାଙ୍କୁ ଖାତିର ନକରି ନିଜ ପ୍ରେମିକ ପାଖକୁ ଆସିଥିଲେ ଯୁବତୀ ।

ମଧ୍ୟପ୍ରଦେଶର ଦୋମହରରେ ଜଣେ ଯୁବତୀ ପରିବାର ସଦସ୍ୟଙ୍କୁ ନଜଣାଇ ରାତି ଅଧରେ ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ଘରୁ ପଳେଈ ଯାଇଥିବା ଘଟଣା ଏବେ ଚର୍ଚ୍ଚାରେ ରହିଛି । ପ୍ରାୟ ୩ ଦିନ ପୂର୍ବରୁ ଏପରି ଘଟଣା ଘଟିଛି ରାତି ୧୧ଟାରେ ଦଷକ୍ଵାଟର ବାସିନ୍ଧା ପ୍ରଫୁଲ କଶ୍ୟପ ଏକ ବ୍ରିଜ ଉପରେ ବସିଥିଲେ । ସେହି ସମୟରେ କିଛି ଲୋକ ପ୍ରଫୁଲଙ୍କ ପାଖକୁ ଆସି ଗଣ୍ଡୋଗଳ କରିଥିଲେ ।

ଏହା ପରେ ପ୍ରଫୁଲଙ୍କ ସହ ହାତାହାତି ମଧ୍ୟ ହୋଇଗଲେ ସେହି ସମୟରେ ଜଣେ ଲୋକ ପ୍ରଗୁଲଙ୍କ ଜଙ୍ଘରେ ଛୁରୀ ପୁରାଇ ଦେଲା । ଏହା ପରେ ଦୁର୍ବୁତ୍ତ ମାନେ ପୋଲିସ ଭୟରେ ଜାଗା ଛାଡି ଫେରାର ହୋଇଗଲେ । ଏହା ପରେ ପ୍ରଫୁଲ ଅନେକ ଲୋକଙ୍କୁ ଫୋନ କଲେ ହେଲେ କେହି ତାଙ୍କ ଫୋନ ଉଠାଇଲେ ନାହିଁ ଯାହାଫଳରେ ପ୍ରଫୁଲ ଶେଷ ଥର ପାଇଁ ନିଜ ପ୍ରେମିକାଙ୍କୁ ଦେଖିବା ପାଇଁ କଲ୍ କଲେ ।

ଏହା ପରେ ତାଙ୍କ ପ୍ରେମିକା ଆସି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିଲେ । ଚିକିତ୍ସା କରିବା ସମୟରେ ପ୍ରେମିକା ପ୍ରଫୁଲଙ୍କୁ ଧରି କାନ୍ଦୁ ଛନ୍ତି ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *