Ollywood ପାଇଁ ଆସିଲା ବଡ ଦୁଃଖ ଖବର ! ରାତି ଅଧରେ ଏହି ଓଡିଆ ଅଭିନେତ୍ରୀଙ୍କର ପରଲୋକ

ନମସ୍କାର ବନ୍ଧୁଗଣ ତେବେ ଆସିଗଲା ଏକ ଦୁଃଖ ର ଖବର । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁତ ସାରା ବରିଷ୍ଠ୍ ଅଭିନେତା ଓ ଅଭିନେତ୍ରୀ ମାନେ ଏ ଦୁନିଆ ଛାଡି ଚାଲି ଯାଇ ଛନ୍ତି । ଯାହା କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁତ ବଡ଼ କ୍ଷତି । ସେମାନେ ଛାଡି ଗଲା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ରହି ଯାଇଛି ତାଙ୍କ ଅଭିନୟ ର କିଛି ଛାପ ଯାହା ଆମ ମାନେ ଅଭୁଲା ସ୍ମୁତି ହେଇ ରହି ଯାଇଛି ।

ତେବେ ତଥାପି ତାଙ୍କ ର ଅଭିନୟ କୁ ସବୁ ଦର୍ଶକ ମାନେ କେଉଁଠି ନା କେଉଁଠି ଅପେକ୍ଷା କରି ରହିଛନ୍ତି ହେଲେ ଏହି ଅପେକ୍ଷା କେବେ ପୂରଣ ହେଇ ପାରିବ ନାହିଁ ନା ଆଉ ଥରେ ତାଙ୍କ ଅଭିନୟ ଦେଖିବାକୁ ମିଳି ପାରିବ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଆଉ ଏକ ଦୁଃଖ ର ଖବର ଆସିଛି ଯାହା ଆପଣ ମାନେ ଶୁଣିଲା ପରେ ବହୁତ ଦୁଃଖ ଲାଗିବ । ତେବେ ଆପଣ ମାନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କୁ ବହୁତ ଭଲ ଭାବରେ ଜାଣୀ ଥିବେ.

ସେ ଓଡ଼ିଆ ଧାରାବାହିକ ତୁଳସୀ ସିରିଏଲ ରେ ନଜର ରେ ଆସିଥିଲେ କେବେଳ ତୁଳସୀ ନୁହଁ ସେ ବହୁତ ସାରା ସିରିଏଲ ଓ ସିନେମା ରେ ଅଭିନୟ କରିଛନ୍ତି କିନ୍ତୁ ତୁଳସୀ ସିରିଏଲ ଟି ବହୁତ ସୁପରହିଟ୍ ହୋଇ ଥିଲେ । ଏମିତି ବହୁତ୍ ସାରା ସିରିଏଲ୍ ଓ ସିନେମା ରେ ନଜର ରେ ଆସି ଛନ୍ତି ତିଳୋତ୍ତମା ଖୁଣ୍ଟିଆ । ଯାହାକି ତାଙ୍କୁ ନେଇ ଆସିଗଲା ବହୁତ ବଡ଼ ଦୁଃଖ ର ଖବର । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ବା ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଆଜି ସନ୍ଧ୍ୟା ରେ ଭୁବନେଶ୍ଵର ର ଏକ ଘରୋଇ ମେଡିକାଲ ରେ ତାଙ୍କ ଦେହାନ୍ତ୍ ହୋଇଛି ।

ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ମା ଚରିତ୍ରରେ ଅଭିନୟ କରୁଥିବା ଆଗଧାଡ଼ିର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଦେହାନ୍ତ । ଦୀର୍ଘଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିିଥିବାରୁ ତାଙ୍କୁ ଅକ୍ଟୋବର ପାଞ୍ଚ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସଂଧ୍ୟା ସମୟରେ ହାଟ୍ ଆଟାକ୍ ରେ ତାଙ୍କର ଦେହାନ୍ତ ହୋଇଛି ।   ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।

ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ ସେ ତାଙ୍କ ର ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡିଶା ରେ ପରିଚିତ୍ । ସିରିଏଲ ହେଉ କିମ୍ବା ସିନେମା ସେଥିରେ ତାଙ୍କ ର ଦେଖି ବାକୁ ମିଳୁ ଥିଲା ସୁନ୍ଦର ଅଭିନୟ । ଯାହା କି ଆଜି ଆମେ ସବୁ ଦିନ ପଜ୍ ଏହି ଅଭିନେତ୍ରୀ ଙ୍କୁ ହରେଇ ବସିଲେ । ସେ ଆମ ଗହଳ ରେ ଆଉ ନାହାନ୍ତି ।


ତିଳୋତ୍ତମା ଖୁଣ୍ଟିଆ ଙ୍କ ସ୍ବାମି ଙ୍କ ନା ହେଉଛି ହେମି ସାମଲ ଏବଂ ସେ କଟକ ରେ ରୁହନ୍ତି । ତିଳୋତ୍ତମା ଙ୍କ ଝିଅ ଦେବିକା ଅରୁନ୍ଧତି ମଧ୍ୟ୍ ଓଲିଓଡ୍ ରେ ବହୁତ ଲୋକ ପରିଚିତ୍ ଅଭିନେତ୍ରୀ ଅଟନ୍ତି । ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଙ୍କ ଏମିତି ଭାବରେ ଅକାଳ ବିୟୋଗ ଓଲିଓଡ୍ ପାଇଁ ଏକ ବହୁତ ବଡ଼ କ୍ଷତି ।

ତେବେ ବର୍ତ୍ତମାନ ସମୟରେ ଓଲିଓଡ୍ ର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଏବେ ପରଲୋକ ରେ । ତିଳୋତ୍ତମା ଚଳଚ୍ଚିତ୍ରରୁ ନେଇ ଧାରାବାହିକ ଯାଏ ତାଙ୍କର ନିଖୁଣ ଅଭିନୟ ପାଇଁ ବେଶ୍‌ ପରିଚିତ ଥିଲେ । ତାଙ୍କ ବିୟୋଗରେ ଓଲିଉଡ୍‌ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *