ଚଉଠି ରାତିରେ ଏତେ ଯୋସ୍ ରେ ଆସିଗଲା ବର କି କନିଆଁ ପହଞ୍ଚିଗଲା ହସ୍ପିଟଲ…ପଢନ୍ତୁ ପୁରା ଖବର

ବନ୍ଧୁଗଣ, ଏହି ଘଟଣା ସମ୍ବନ୍ଧରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଟି ହେଉଛି ଯେଉଁଥିରେ ନିଜର ପ୍ରଥମ ରାତି ବିତାଇବା ନିମନ୍ତେ ସ୍ଵାମୀ ସ୍ତ୍ରୀ ଉଭୟ ବହୁତ ଉତ୍କଣ୍ଠା ଥିଲେ । ମାତ୍ର ଏହି ଉତ୍କଣ୍ଠା ମଧ୍ୟରେ ବର ଟି କିଛି ଏଭଳି କାମ କରିଦେଲେ ଯେ ନବବୋଧୂ ଜଣଙ୍କୁ ସିଧାସଳଖ ହସ୍ପିଟାଲ ରେ ଭର୍ତ୍ତି କରାଇବାକୁ ପଡିଲା । ୧;- ତେବେ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେଉଥିବା ଏହି ଘଟଣା ସମ୍ବନ୍ଧରେ କୁହାଯାଇଅଛି ଯେ ଗ୍ରୀଗ ନାମକ ଏହି ୨୧ ବର୍ଷୀୟ ଏହି ଯୁବକଙ୍କୁ ଗୋଟିଏ ଝିଅ ସହିତ ପ୍ରେମ ହୋଇଗଲା ।

ଏମାନଙ୍କ ପ୍ରେମ ଯେତେବେଳେ ବିଶ୍ଵାସରେ ବଦଳିଗଲା ତେବେ ଉଭୟ ବିବାହ କରିବା ନିମନ୍ତେ ଚିନ୍ତା କରିଲେ । ଏବଂ ପରିବାର ଲୋକଙ୍କ ଅନୁମତି କ୍ରମେ ଉଭୟ ବିବାହ ମଧ୍ୟ କରିଦେଲେ । ବିବାହ ପରେ ଉଭୟ ସ୍ଵାମୀ ସ୍ତ୍ରୀ ବହୁତ ଖୁସି ନଜର ଆସୁଥିଲେ ଏବଂ ନିଜର ପ୍ରଥମ ରାତି କୁ ନେଇ ଉଭୟ ବହୁତ ଉତ୍କଣ୍ଠା ଥିଲେ । କିନ୍ତୁ ଏମାନଙ୍କ ପ୍ରଥମ ରାତି ସଂପୂର୍ଣ୍ଣ ଭାବରେ ବରବାଦ ହୋଇଗଲା । କାରଣ ଗ୍ରୀକ ର ଓଜନ ୧୦୦ କିଗ୍ରା ପାଖାପାଖି ଥିଲା ।

ମାତ୍ର ତାଙ୍କ ସ୍ତ୍ରୀ ର ଓଜନ ୫୦ କିଲୋ ଥିଲା । ଏହି କଥା କୁ ପ୍ରଥମ ରାତି ଦିନ ଗ୍ରୀକ ଭୁଲିଗଲା ଏବଂ ଜୋସରେ ନିଜ ସ୍ତ୍ରୀ ସହିତ ସମ୍ବନ୍ଧ ବନାଇବାକୁ ଲାଗିଲା । ମାତ୍ର ସ୍ତ୍ରୀ ଜଣଙ୍କ ନିଜ ସ୍ଵାମୀ ଙ୍କ ଓଜନ ସମ୍ଭାଳି ନ ପାରି ବେହୋସ ହୋଇଗଲା । ଗ୍ରୀକ ଙ୍କ ମୁଣ୍ଡରେ କିଛି ବୁଦ୍ଧି ପସିଲା ନାହିଁ ସେ ନିଜ ପରିବାର ଲୋକଙ୍କୁ ଏହି ସୂଚନା ଦେଲେ, ଏହାପରେ ତାଙ୍କ ପରିବାର ଲୋକେ ତୁରନ୍ତ ହିଁ ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଇ ଦେଲେ । ଏହିଭଳି ଭାବରେ ଜୋସରେ ହୋସ ହାରାଇ ବାରୁ ନବବୋଧୁ କୁ ହସ୍ପିଟାଲ ରେ ଭର୍ତ୍ତି ହେବାକୁ ପଡିଥିଲା ।

୨;- ସେହିଭଳି ଦ୍ଵିତୀୟ ଘଟଣା ଟି UP ର ମହାରାଜପୁର ଜିଲ୍ଲା ର ଅଟେ । ଏଠାରେ ନବବୋଧୂ ହାତରୁ ମେହେନ୍ଦି ର ରଙ୍ଗ ମଧ୍ୟ ଛାଡି ନଥିଲା ମାତ୍ର ତାହାର ଶାଶୁଘରେ ଝଗଡା ଆରମ୍ଭ ହୋଇଗଲା । ଏହି ମାମଲା ଥାନା ପର୍ଯ୍ୟନ୍ତ ଗଲା । ଶାଶୁ ଘର ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ବର ସୁହାଗରାତିରେ ନିଜ ରୁମ କୁ ଗଲେ ସେତେବେଳେ ସେ ଦେଖିବାକୁ ପାଇଲେ ଯେ ସେ କୌଣସି ଅନ୍ୟ ବ୍ୟକ୍ତି ଙ୍କ ସହିତ ଫୋନ ରେ କଥା ହେଉଥିଲେ ।

ବର ର ପରିବାର ଲୋକଙ୍କ କହିବା ଅନୁସାରେ ବୋଧୁ କୁ ପଚାରିବାରୁ ସେ କ୍ରୋଧ ରେ ବର କୁ ବହୁତ କିଛି କହିଲେ ବୁଝାଇଲେ ମଧ୍ୟ ବୁଝିଲେନି । ଲାଷ୍ଟ କୁ ଅତି ରୁ ଇତି ହେଲା ବେଳେ ବର ଜଣଙ୍କ ତାଙ୍କ ଉପରକୁ ହାତ ଉଠାଇବାକୁ ଲାଗିଲେ । ମାତ୍ର ପୋଲିସ ଏହି ମାମଲା ର ଅନୁଧ୍ୟାନ କରୁଛି ।

୩;- ଏହି ଘଟଣାରେ ୮ ଜୁଲାଇ ରେ ଜଣେ ଯୁବତୀ ଙ୍କ ବିବାହ ହେଲା ଏହାପରେ ଯେତେବେଳେ ୯ ଜୁଲାଇ ରେ କନ୍ୟା ର ଭାଇ ତାଙ୍କ ଶାଶୁ ଘରକୁ ଗଲେ ସେତେବେଳେ ତାଙ୍କ ଭଉଣୀ କେଉଁଠାରେ ମଧ୍ୟ ନଜର ଆସିଲେ ନାହିଁ । ଶାଶୁଘର ଲୋକେ କହିଲେ ଯେ ତାଙ୍କ ଭଉଣୀ ର ଶରୀର ଅସୁସ୍ଥ ଅଛି ।

ମାତ୍ର ଭାଇ ଜଣଙ୍କ ରୁମ ରେ ଯାଇ ଦେଖିଲା ବେଳକୁ ତାଙ୍କ ଭଉଣୀ ବେହୋସ ଥିବାର ଦେଖିବାକୁ ମିଳିଲା । ନିଜ ଭଉଣୀ ଙ୍କୁ ଏହିଭଳି ଦେଖି ତାଙ୍କ ଭାଇ ହସ୍ପିଟାଲ କୁ ନେଲେ ସେଠି ଜାଣିବାକୁ ମିଳିଲା ଯେ କନ୍ୟା ର ପ୍ରାଇଭେଟ ପାର୍ଟ ରେ କୌଣସି ଧାରୁଆ ଅସ୍ତ୍ରରେ ପ୍ରହାର କରାଯାଇଛି ଯାହା ଫଳରେ ଏଭଳି ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଲା ।

୪;- ଆଉ ଏକ ଘଟଣା ବିବାହ ପରେ ମହିଳା ଜଣଙ୍କ ନିଜ ସ୍ଵାମୀ ଙ୍କୁ ମାରି ୧୫ ହଜାର ଟଙ୍କା ସମେତ ସମସ୍ତ ଗହଣା ଧରି ନିଜ ପ୍ରେମୀ ସହିତ ଫେରାର ହୋଇଗଲେ । ଏହାପରେ ଯେତେବେଳେ ଯୁବକଙ୍କୁ ହୋସ ଆସିଲା ସେତେବେଳେ ସେ ଏହି ଘଟଣା ସମ୍ବନ୍ଧରେ ନିଜ ପରିବାର ଲୋକଙ୍କୁ କହିଲେ । ଏହାପରେ ପୋଲିସ କନ୍ୟା କୁ ଆରେଷ୍ଟ କରି ଥାନାରେ ଅଟକ ରଖିଥିଲା ।

୫;- ଆଉ ଏକ ଘଟଣା ରେ ବର ବରଯାତ୍ରୀ ସହିତ ଯେତେବେଳେ କନ୍ୟା ଘର ପାଖରେ ପହଞ୍ଚିଲା, ସେତେବେଳେ କନ୍ୟା ଘର ପକ୍ଷ ତାଙ୍କୁ ବହୁତ ଜୋରସେ ସ୍ଵାଗତ ଜଣାଇଲେ । ସ୍ଟେଜ ଉପରେ ବାରମାଳା ପିନ୍ଧାଇଲେ ମାତ୍ର ଏହାପରେ ବର ବେହୋସ ହୋଇଗଲା । ଏହା ପରେ ଡାକ୍ତର ଙ୍କୁ ଡକା ଗଲା ଏବଂ ଡାକ୍ତର ବାତ ମାରିଥିଲା ବୋଲି ସୁଚନା ଦେଇଥିଲେ ଏହାକୁ ନେଇ ପରିବାର ଲୋକେ ବହୁତ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ପରେ ବର ଜଣଙ୍କ କନ୍ୟା ଘର ପକ୍ଷରୁ ଖର୍ଚ୍ଚ ହୋଇଥିବା ସମସ୍ତ ପଇସା ଫେରସ୍ଥ କରିଲା ଏବଂ ବିବାହ କୁ କ୍ୟାନ୍ସଲ କରିଦିଆ ଗଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *