ଆଶ୍ଚର୍ଯ୍ୟ ! ଦୀପିକାଙ୍କ ଉପରେ ରାଗିଲେ ନାହିଁ ଦିନେଶଙ୍କ ମା’, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଥିଲା ଗଣେଶ ପୂଜା । ଦୀର୍ଘ ଦୁଇ ବର୍ଷ ହେବ ଦେଶରେ ଗଣେଶ ପୂଜା ବା ଅନ୍ୟାନ୍ୟ ପୂଜା ପର୍ବ ପାଳନ କରି ନଥିଲେ ଲୋକ । ତେବେ ଏ ବର୍ଷ କରୋନା କଟକଣା କମିବା ପରେ ସାରା ଦେଶରେ ଅତି ଧୁମଧାମର ସହ ଗଣେଶ ପୂଜା ପାଳନ କରିଛନ୍ତି ଲୋକେ । ତେବେ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ ।

ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ । ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ ।

ତେବେ ଆଜିକୁ ୩୦  ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ।  ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ । ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ରଖିବା ସମୟରେ ଦିନେଶ ଦୀପିକାଙ୍କ ଘରକୁ ଆସି ତାଙ୍କୁ ବିବାହ କରିବେ ବୋଲି ତାଙ୍କ ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ଦୀପିକାଙ୍କୁ ଗର୍ଭବତୀ କରିବା ପରେ ସେ ଦୀପିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହା ପରେ ଦୀପିକା ନିଜ ପୁଅକୁ ଧରି ଧାରଣା ଦେଇଛନ୍ତି । ତେବେ ଗତ କାଲି ଗଣେଶ ପୂଜା ଅବସରରେ ଦୀପିକା ନିଜ ଶାଶୁ ଘର ବାରଣ୍ଡାରେ ଗଣେଶ ବସେଇ ପୂଜା କରିଛନ୍ତି । ଗତ କାଲି କିଛି ନୂଆ ଘଟଣା ଦେଖିବାକୁ ମିଳିଛି ଗତ କାଲି ଦିନେଶଙ୍କ ମାଆ ଦୀପିକାଙ୍କ ଉପରେ ଟେବୁଲ ଚେୟାର ପକାଇ ନାହାନ୍ତି ।

ଦିନେଶଙ୍କ ମାଆ ଗତ କାଲି ଦୀପିକାଙ୍କ ଉପରେ ରାଗି ନାହାନ୍ତି । ଏବେ ଦୀପିକା ଦିନେଶଙ୍କ ଘର ଆଗରେ ଗଣେଶ ପୂଜା କରୁଛନ୍ତି ଆଉ ସମସ୍ତଙ୍କର ମଙ୍ଗଳ କାମନା କରୁଛନ୍ତି । ଦୀପିକା ନିଜ ପରିବାର ଆଉ ଦିନେଶଙ୍କ ଭବିଷ୍ୟତ ପାଇଁ ଏହି ଗଣେଶ ପୂଜା କରୁଛନ୍ତି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *