Yuvraj Singh ଙ୍କ କ୍ୟାନସର କାହାଣୀ ଆପଣଙ୍କୁ କନ୍ଦେଇ ଦେବ, ଦିନେ ସେ କାଶୁ ଥିଲେ ହେଲେ ସାଥି ଖେଳାଳି ଦେଖି ହସୁଥିଲେ…

ନମସ୍କାର ବନ୍ଧୁଗଣ, କ୍ୟାନସର ଭଳି ଏକ ଭୟଙ୍କର ରୋଗରେ ପୀଡିତ ଥିଲେ କ୍ରିକେଟ ଖେଳାଳି ଯୁବରାଜ । ତାଙ୍କ କ୍ୟାନସର କାହାଣୀ ଆପଣଙ୍କ ଆଖିରେ ମଧ୍ୟ ଆଣିଦେବ ଲୁହ । ଯେଭଳି ମଇଦାନ ଉପରେ ଆଉ ଏକ ଦଳ ସହ ଲଢେଇ କରନ୍ତି ସେହିଭଳି ନିଜ ଜୀବନ ସହ ମଧ୍ୟ ଲଢେଇ କରୁଥିଲେ ଯୁବରାଜ । ସବୁଠାରୁ ବଡ ଖବର ହେଉଛି ଖେଳରେ ବି ଜିତିଲେ ଆଉ ଜୀବନ ଯୁଦ୍ଧରେ ବି ଜିତିଲେ ଯୁବରାଜ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଯୁବରାଜଙ୍କ କ୍ୟାନସର କାହାଣୀ ସମ୍ବନ୍ଧୀୟ ରହିଥିବା କିଛି ଅଜଣା କଥା ସମ୍ପର୍କରେ । 2011 ମସିହା ବିଶ୍ଵାକପ ଜିତାଇ ଥିବା ହିରୋ ଯୁବରାଜଙ୍କୁ କିଏ ବା ନ ଜାଣିଛି । ସେ ଏକ ଜଣାଶୁଣା କ୍ରିକେଟ ଖେଳାଳି ଅଟନ୍ତି । ସେ ସମସ୍ତଙ୍କ ପାଖରେ ପରିଚିତ ମଧ୍ୟ । ହେଲେ ତାଙ୍କ ବିଶ୍ଵକପ ଜିତିବା ପଛର ପ୍ରକୃତ ସଂଘର୍ଷ କାହାଣୀ କାହାକୁ ମଧ୍ୟ ଜଣା ନାହିଁ । ଏହା କେବଳ ତାଙ୍କ ସାଥି ଖେଳାଳି ହିଁ ବେସ ଭଲ ଭାବରେ ଜାଣନ୍ତି ।

ହେଲେ ଏହାକୁ ବାର ବର୍ଷ ବିତିଯାଇଥିବା ପରେ ମଧ୍ୟ ଏକ ବଡ ଖବର ଆସିଛି ଏହା ସମବନ୍ଧୀୟ । ବାର ବର୍ଷ ପୂର୍ବରୁ ଯୁବରାଜଙ୍କ ସଂଘର୍ଷ କାହାଣୀକୁ ବାହାରକୁ ଆଣିଛନ୍ତି ସାଥି ଖେଳାଳି ହରବଜନ ସିଂ । ତାଙ୍କ କହିବ ଅନୁଯାୟି 2011 ମସିହାର ପ୍ରତ୍ୟକ ମ୍ୟାଚରେ ଯୁବରାଜ ହିରୋ ସାରି ଦଳକୁ ବିଶ୍ଵକପ ଆଡକୁ ନେଉଥିବା ବେଳେ ଠିକ ଫାଇନାଲରେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଅସୁସ୍ଥ ହୋଇଥିଲା ।

ସେ ମ୍ୟାଚ ସମୟରେ କେବଳ କାଶୁଥିଲେ । ଯୁବରାଜ ବ୍ୟାଟିଂ ବେଳେ କାଶୁଥିଲେ । ଏବଂ ମ୍ୟାଚ ମଝିରେ ମଝିରେ ତାଙ୍କର ବାନ୍ତି ମଧ୍ୟ ହେଉଥିଲା । ଯୁବରାଜ କାଶୁଥିବା ବେଳେ ସାଥି ଖେଳାଳି ମାନେ ତାହାକୁ ହାସରେ ଉଡାଉଥିଲେ । କିନ୍ତୁ ସେମାନେ ବିଲକୁଲ ମଧ୍ୟ ଜାଣିନଥିଲେ ଏହା କ୍ୟାନସରର ଏକ ଲକ୍ଷଣ ବୋଲି ।

ହେଲେ ଏତେ କଷ୍ଟ ପାଇଁ ସଂଘର୍ଷ କରି ମଧ୍ୟ ବିଶ୍ଵକପ ଜିତିଥିଲେ ଯୁବରାଜ । ତେଣୁ ଏଭଳି ଏକ ଖେଳାଳିଙ୍କୁ ହରବଜନ ସଲାମ ଜଣାଇଛନ୍ତି । ଥରେ ନୁହେଁ ବରଂ ଭାରତକୁ ଦୁଇ ଥର ବିଶ୍ଵକପ ଜିତାଇଛନ୍ତି ଯୁବରାଜ । ତେଣୁ ହରବଜନ ତାଙ୍କ ସଂଘର୍ଷ ଦେଖିଛନ୍ତି ବୋଲି କହିଛନ୍ତି କି ନା ଆଗରୁ ଏଭଳି କିଏ ଖେଳାଳି ଥିଲେ ନା ଏବେ କିଏ ଏଭଳି ଖେଳାଳି ଅଛନ୍ତି । ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *