ଓ୍ଵାଟରଫଲ୍‌ ରେ ଏମିତି ଛାତିଥରା ଦୃଶ୍ୟ ଥରେ ଦେଖିଲେ ହାର୍ଟବିଟ୍‌ ବଢ଼ିଯିବ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ହୃଦୟ ବି-ଦା-ର-କ ଭିଡିଓ ଭା-ଇ-ରା-ଲ ହେଉଛି । ଏହି ଭିଡିଓର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଆପଣ ମାନେ ଏହି ଭିଡିଓ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭା-ଇ-ରା-ଲ ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓଟି ହେଉଛି ଏକ ୱାଟରଫଲର ।

ୱାଟରଫଲରେ ହଠାତ ଜଳ ସ୍ରୋ-ତ ବଢି ଯିବାରୁ ଗୋଟେ ମା ନିଜ ଛୁଆ ସହ ପାଣିରେ ଖସିବା ଉପରେ ଥିଲେ । ବନ୍ଧୁଗଣ ଏହି ଘଟଣାଟି ଘଟିଛି ତାମିଲନାଡୁ ସାଲିମ ଜିଲ୍ଲାରେ । ଏହି ସ୍ଥାନରେ ଥିବା ୱାଟରଫଲର ମଜା ନେବା ପାଇଁ ଆସିଥିଲେ ଅନେକ ଲୋକ । ହେଲେ ଏମିତି ଏକ ଘଟଣା ଘଟିବ ବୋଲି କେହି ଜାଣି ନଥିଲେ । ହସଖୁସି ମଧ୍ୟରେ ମା-ଡି ଆସିଥିଲା ଅ-ଘ-ଟ-ଣ-ର କଳା ବାଦଲ ।

ୱାଟରଫଲରେ ହଠାତ ଜଳ ସ୍ରୋ-ତ ବଢିବାକୁ ଲାଗିଲା । ସ୍ଥିତି ଏତେ ଗମ୍ଭୀର ହୋଇଗଲା ଯେ, ଜଣେ ମହିଳା ତାଙ୍କ ଛୁଆକୁ ନେଇ ବୁଲିବାକୁ ଯାଇଥିବା ବେଳେ ଜଳ ସ୍ରୋତ ଓ ପଥର ମଧ୍ୟରେ ଫ-ସି-ରହିଥିଲେ । ଏହି ଦୃଶ୍ୟ ଦେଖି ଲାଗୁଥିଲା ଯେମିତି ମୂହୁର୍ତ୍ତକ ମଧ୍ୟରେ କିଛି ବି ଘ-ଟି-ପାରେ । କାରଣ ଜଳ ସ୍ରୋ-ତ ଏତେ ବ-ଢି-ଯାଇଥିଲା ଯେ ମହିଳା ନିଜ ଛୁଆକୁ ଆଉ ନିଜକୁ ବଞ୍ଚାଇବା ସମ୍ଭବ ନଥିଲା । ସମୟ ଗଡିବା ସହ ଭୟ ଆଉ ବି-ପ-ଦ ବଢୁଥିଲା ।

କିନ୍ତୁ ବନ୍ଧୁଗଣ ସେହି ସମୟରେ ମାନବିକତା ଓ ସାହାସିକତାର ଉଦାହରଣ ଦେଇ ମା ଆଉ ଛୁଆକୁ ବଞ୍ଚାଇବାକୁ ଆସିଥିଲେ ସୁରକ୍ଷା କର୍ମୀ । ସେମାନଙ୍କୁ ବଞ୍ଚାଇବାର ଦୃଶ୍ୟ ଏବେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଏହି ଦୃଶ୍ୟ ଯିଏ ବି ଦେଖୁଛି ତାର ହୋସ ଉଡିଯାଉଛି । ବନ୍ଧୁଗଣ ଉଧାର କାରୀ ଦଳ ମା ଛୁଆକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ଓ ସଫଳତା ପୂର୍ବକ ମା ଛୁଆଙ୍କୁ ବଞ୍ଚାଇ ଥିଲେ ।

ହେଲେ ନିଜେ ଯେତେବେଳେ ଉପରକୁ ଉଠୁଥିଲେ ସେତେବେଳେ ଦଉଡି ଚି-ଡି ଯାଇଥିଲା ଓ ଦୁଇଜଣ ସୁରକ୍ଷା କର୍ମୀ ୱାଟରଫଲରେ ପ-ଡି-ଯାଇଥିଲେ କିନ୍ତୁ ବନ୍ଧୁଗଣ ଭଗବାନଙ୍କ ଦୟାରୁ ସେମାନଙ୍କ ଜୀବନ ମଧ୍ୟ ବଞ୍ଚିଗଲା  । ସେ ଦୁଇଜଣ ପହଁରିକି କୂଳରେ ପହଞ୍ଚି ଥିଲେ । ତା ହେଲେ ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *