‘Aryan ଉପରେ କଡା ନଜର ରଖ, ତା ବାପା ଉପରେ ବି କଡା ନଜର ରଖ..ତା ପୁଅ ସୁନ୍ଦରୀ ଯୁବତୀଙ୍କୁ…’ ଦେଖନ୍ତୁ Aryan ମୁକୁଳିବାକୁ ନେଇ କଣ କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାଁ ୨୬ ଦିନ ଜେ-ଲ-ରେ ରହିବା ପରେ ଗୁରୁବାର ଦିନ ତାଙ୍କୁ ଜା-ମି-ନ ପ୍ରଦାନ କରିଛି ମୁମ୍ବାଇ ହାଇକୋର୍ଟ । ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ ଅ-ଟ-କ ରଖାଯାଇଥିବା ବେଳେ ଅକ୍ଟୋବର ୩ ତାରିଖରେ ଏନସିବି ଆର୍ଯ୍ୟନଙ୍କୁ ରି-ମା-ଣ୍ଡରେ ନେଇଥିଲା । ଆର୍ଯ୍ୟନଙ୍କ ସମେତ ମୁନମୁନ ଧମେଚା ଏବଂ ଅର୍ବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ କୋର୍ଟ ଜା-ମି-ନ ପ୍ରଦାନ କରିଛନ୍ତି ।


ଆର୍ଯ୍ୟନଙ୍କ ପକ୍ଷରୁ ଓକିଲ ମୁକୁଲ ରୋହତ ତ୍ୟାଗୀ ଏହି ମାମଲା ପରିଚାଳନା କରିଥିଲେ । ତେବେ ଜା-ମି-ନ ମିଳିଥିବା ସତ୍ତ୍ୱେ ଆଜି ସେମାନେ ଜେ-ଲ-ରୁ ମୁକୁଳି ପାରିବେ ନାହିଁ । ପେପର ୱାର୍କ କାମ ବାକି ରହିଥିବା କାରଣରୁ ଆସନ୍ତା କାଲି ସୁଦ୍ଧା ଏହି ୩ ଜଣ ଜେଲରୁ ମୁ-କୁ-ଳି-ବା ସ୍ପଷ୍ଟ ହୋଇଛି । ୩ ଦିନର ମାରାଥନ ଶୁଣାଣି ପରେ କୋର୍ଟ ଏହି ୩ ଜଣଙ୍କୁ ଜା-ମି-ନ ପ୍ରଦାନ କରିଛନ୍ତି ।


ଆର୍ଯ୍ୟନ ଓ ଅର୍ବାଜ ଆର୍ଥର ରୋଡ ଜେ-ଲ-ରେ ରହୁଥିବା ବେଳେ ମୁନମୁନ ବର୍ତ୍ତମାନ ବାଇକୁଲା ମହିଳା ଜେ-ଲ-ରେ ରହିଛନ୍ତି । ତେବେ ଏହି ସମ୍ବନ୍ଧରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ଙ୍କୁ ପ୍ରଶ୍ନ କରାଯାଇ ଥିଲା । ସେ ଏହାର ଉତ୍ତର ରେ କହିଛନ୍ତି ଯେ, ସାହାରୁଖ ଖାଁ ଙ୍କ ପୁଅ ଆର୍ୟନ ଖାଁ ଭାରତ ର ସୁନ୍ଦରୀ ସୁନ୍ଦରୀ ଝିଅ ମାନଙ୍କୁ ଡ୍ର-ଗ୍ସ ଦେଇ ତାଙ୍କ ଜୀବନ ନ-ଷ୍ଟ କରୁଛି । ସାହାରୁଖ ଖାଁ ଏତେ ପଇସା ଏହି ଦେଶ ରୁ କମାଉଛି ।

କିନ୍ତୁ ତା’ ପୁଅ ଭାରତୀୟ ନାରୀ ଙ୍କ ଜୀବନ କୁ ବ-ର୍ବା-ଦ କରୁଛି । ତେଣୁ ସାହାରୁଖ ଖାଁ ଏବଂ ତାଙ୍କ ପୁଅ ଆର୍ୟନ ଖାଁ ଙ୍କ ଉପରେ କଡ଼ା ନଜର ରଖିବା ଆବଶ୍ୟକ । ଉଭୟ ନଜର ର ଦୃଷ୍ଟି ରେ ରହିବା ଦରକାର । ଯେପରି ସେମାନେ ଭାରତ ର ନାରୀ ମାନଙ୍କ ଜୀବନ କୁ ନ-ଷ୍ଟ କରି ପାରିବେ ନାହିଁ । ତେବେ ଏଭଳି ଭାବରେ କଂଗ୍ରେସ ନେତା ସୁର ରାଉତ ସାହାରୁଖ ଖାଁ ଏବଂ ତାଙ୍କ ପୁଅ ଆର୍ୟାନ ଖାଁ ଙ୍କ ସମ୍ବନ୍ଧରେ ନିଜର ମତ ପ୍ରକାଶ କରିଛନ୍ତି । ଆପଣ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *