Esha Gupta କହିଦେଲେ Bollywood ର ନିନ୍ଦନୀୟ ରାଜ, କହିଲେ ‘ପ୍ରଡ୍ୟୁସର ଙ୍କ ସହିତ ଶୋଇଲି ନାହିଁ ବୋଲି ମତେ…’

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଏକ ଏଭଳି ସ୍ଥାନ ଯେଉଁଠି ନିଜର କ୍ୟାରିଅର ବନେଇବା ବହୁତ କଷ୍ଟ । ଏହି ମନୋରଞ୍ଜନ ଦୁନିଆ ରେ ନିଜର ନାମ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି କଥା କୁ ଅନେକ ଥର ଅନେକ ଷ୍ଟାର ମାନେ କହି ସାରିଲେଣି । ତେବେ ଅନେକ ଅଭିନେତ୍ରୀ ମଧ୍ୟ ଏଭଳି କଥା କହି ସାରିଛନ୍ତି ତେବେ ବର୍ତ୍ତମାନ ଲୋକପ୍ରିୟ ଅଭିନେତ୍ରୀ ଇଶା ଗୁପ୍ତା ମଧ୍ୟ ଏକ ରହସ୍ୟ କୁ ପ୍ରକାଶ କରିଛନ୍ତି ।


ତେବେ ବଲିଉଡ ଫିଲ୍ମ’ ଜନ୍ନତ ୨’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଇଶା ଗୁପ୍ତା,ବିଶେଷ ଫିଲ୍ମରେ କାମ କରି ନଥିଲେ ମଧ୍ୟ, ସେ ବେଶ ପରିଚିତ । ତେବେ ସେ ତାଙ୍କର ଏକ ସାକ୍ଷାତକାରରେ କହୁ କହୁ କହି ଦେଇଥିଲେ, ଏକ ଫିଲ୍ମ ସୁ-ଟିଂରେ ତାଙ୍କ ସହ ଘ-ଟି-ଥି-ବା ଘଟଣା ବିଷୟରେ । ଯେ ଜଣେ ପ୍ରଡ୍ୟୁସର କେମିତି ତାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ,ସେ ବିଷୟରେ କହିଥିଲେ ।


ସେ ସେହି ଘଟଣା ବିଷୟରେ କହିଥିଲେ ଯେ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହ ସେଦିନ ମୁଁ ରୁମ୍ ସେ-ୟା-ର କରିଥିଲି । ମୋତେ ଡ-ର ଲାଗୁଛି ଓ ଏଠାରେ ଏକାକୀ ଶୋଇ ପରିବି ନାହିଁ , ଏପରି ବାହାନା କରି ମୁଁ ତାଙ୍କ ସହ ରୁମ୍ ସେୟାର କରିଥିଲି । କିନ୍ତୁ ପ୍ରକୃତ କଥା ଭୂତ ନ ଥିଲା । ମୁଁ ଜଣେ ଲୋକଙ୍କୁ ଡ-ରି ଯାଇଥିଲି । ତେବେ ସେ ଜଣେ ଲୋକ ର ଏଭଳି ରୂପ ଦେଖି ଭ-ୟ-ବି-ତ ହୋଇ ଯାଇଥିଲେ ।

ତେବେ ଆଗକୁ ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ମୋ ସହ କାମ କରିବାକୁ ଚାହୁଁ ନାହାଁନ୍ତି ବୋଲି ସୁ-ଟିଂ ମଝିରେ ଜଣେ ପ୍ରଡ୍ୟୁସର ମତେ କହିଲେ । ସେତେବେଳେ ମୁଁ ୪-୫ ଦିନ ସୁ-ଟିଂ ମଧ୍ୟ କରି ସାରିଥିଲି । ଆଉ ଏସବୁ ହେବା ପଛର କାରଣ ହେଲା ଯେ, ମୁଁ ତାଙ୍କ ସହ ବେ-ଡ୍ ସେ-ୟା-ର କରିବାକୁ ସଫା ସଫା ମନା କରି ଦେଇଥିଲି । ତେବେ ଏହି ସମୟରେ ଡାଇରେକ୍ଟର ଇଶାଙ୍କୁ ସପୋର୍ଟ କରିଥିଲେ ଓ ପ୍ରଡ୍ୟୁସରଙ୍କୁ ମନା କରି ଦେଇଥିଲେ ।


ତେବେ ଇଶା ଏହି କଥା କହି ବର୍ତ୍ତମାନ ଚର୍ଚ୍ଚା ରେ ଆସି ଯାଉଛନ୍ତି ତେବେ ମଝିରେ ସେ ଇଂଷ୍ଟାଗ୍ରାମ ରେ ନିଜର ଟପ ଲେଶ ଫୋଟୋ କୁ ସେୟାର କରିଥିଲେ ତେବେ କିଛି ଲୋକଙ୍କୁ ଏହା ପସନ୍ଦ ଆସିଥିଲା ଏବଂ କିଛି ଲୋକଙ୍କୁ ଏହା ନାପସନ୍ଦ ଥିଲା ଏବଂ ତାଙ୍କୁ ବହୁତ ଖରାପ ଖରାପ କମେଣ୍ଟ ମଧ୍ୟ କରିଥିଲେ । ତେବେ ଇଶା ଙ୍କୁ ଏହି ସବୁ ର କୌଣସି ଫରକ ପଡୁ ନାହିଁ । ତେବେ ସୂଚନାଯୋଗ୍ୟ ଯେ ଇଶା ଙ୍କ ବାପା ଜଣେ ଭାରତୀୟ ବାୟୁ ସେନା ର ରିଟାୟର ଅଧିକାରୀ ଏବଂ ମାଆ ଜଣେ ଗୃହିଣୀ । ତେବେ ଇଶା ରୁସ୍ତମ, ହମ୍ମଶକଲ, ବେବି, କମାଣ୍ଡୋ ୨, ରାଜ-୩ଡ଼ି, ଏବଂ ଆଗକୁ ସେ ହେରା ଫେରି ୩ ରେ ମଧ୍ୟ ନଜର ଆସିବେ ।

Leave a Reply

Your email address will not be published. Required fields are marked *