ଦେଖନ୍ତୁ ବିଭିନ୍ନ ଆକ୍ଟ୍ରେସ ମାନଙ୍କ ସହ ଆକାଶ ଓ ଭୋଡାଫୋନ ପାଇଁ ନିଜ ଭଏସ ଦେଇ ଫେମସ ହୋଇଥିବା Priyanka ଙ୍କ ସହ ଏହି Exclusive Interview

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଆର୍ଟିଷ୍ଟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ନିଜର ଏକ ସ୍ଵତନ୍ତ୍ର ପରିଚୟ ବନାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଆର୍ଟିଷ୍ଟଙ୍କ ସମ୍ବନ୍ଧରେ । ସେ ଜଣେ ଭୟସ ଆର୍ଟିଷ୍ଟ ସହିତ ଜଣେ ଆଙ୍କର ଏବଂ ମଡଲିଙ୍ଗ ମଧ୍ୟ କରନ୍ତି । ତେବେ ସେ ହେଉଛନ୍ତି ପ୍ରିୟାଙ୍କା ମହାପାତ୍ର । ଭୟସ ଆର୍ଟିଷ୍ଟ ପୂର୍ବରୁ ସେ ଜଣେ ଆକ୍ଟର ଅଟନ୍ତି । ବର୍ତ୍ତମାନ ଓଡିଶାରେ ସେ ୪୦ ରୁ ଅଧିକ ଭୟସ ଦେଇସାରିଛନ୍ତି । 

ସେ ଅଲଗା ଆର୍ଟିଷ୍ଟ ମାନଙ୍କ ନିମନ୍ତେ ଭୟସ ଦେଇ ସାରିଛନ୍ତି ତଥା ଅଲଗା ହିରୋଇନ ମାନଙ୍କ ନିମନ୍ତେ ଭୟସ ଦେଇଛନ୍ତି । ଏହା ଛଡା IBR ଭୟସ ମଧ୍ୟ ଦିଅନ୍ତି, ଆନିମେସନ ଭୟସ ମଧ୍ୟ ଦିଅନ୍ତି । IBR ଭୟସ କହିଲେ ଆକାଶ ଇନ୍ସଟିଟିଉଟ ପାଇଁ ମଧ୍ୟ କାମ କରିଛନ୍ତି । ଭୋଡାଫୋନ ଭୟସ କୁ ଏଭଳି ଭାବରେ ପ୍ରିୟଙ୍କା ଦେଇଛନ୍ତି ଯେ ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରିୟାଙ୍କା କହିଛନ୍ତି ଯେ ପିଲାବେଳୁ ହିଁ ତାଙ୍କୁ ଅଭିନେତ୍ରୀ ହେବାର ଇଛା ଥିଲା ।

ପିଲାଦିନେ ପ୍ରିୟାଙ୍କାଙ୍କୁ ସମସ୍ତେ ଓଭର ସ୍ମାର୍ଟ ବୋଲି କହୁଥିଲେ । ସ୍କୁଲରେ ମଧ୍ୟ କୃଷ୍ଣଙ୍କୁ ନେଇ କିଛି ଅଭିନୟ କରିବାର ଥିଲେ ପ୍ରିୟାଙ୍କା ସବୁବେଳେ କୃଷ୍ଣ କିରିଦାର ନିଭାଇ ଥାନ୍ତି । ଏହା ପରେ ଧୀରେ ଧୀରେ ଅଭିନୟ କୁ ନେଇ ସେ ବହୁତ ସିରିୟସ ହୋଇଗଲେ । ପ୍ରିୟାଙ୍କା କହିଛନ୍ତି ଯେ ସୁଯୋଗ କେବେ କାହା ପାଖକୁ ଆସି ନଥାଏ । ବର୍ତ୍ତମାନ ମଧ୍ୟ ସେ ଷ୍ଟ୍ରଗଲ କରୁଛନ୍ତି ।

 

ଏବଂ ସଭିଏଁ ଷ୍ଟ୍ରଗଲ ହିଁ କରିଥାନ୍ତି । କେବଳ ଇଣ୍ଡଷ୍ଟ୍ରୀ ନୁହେଁ ବରଂ ସବୁ ଜାଗାରେ ସମସ୍ତେ ଷ୍ଟ୍ରଗଲ କରୁଛନ୍ତି । କେହି ମଧ୍ୟ ଏଠାରେ ସକସେସ ନୁହଁନ୍ତି । ଯେଉଁମାନେ କୁହନ୍ତି ଯେ ଆମ୍ଭେ ସକସେସ ବୋଲି ମାତ୍ର ନା, ସେଭଳି କିଛି ନୁହେଁ । ନିଜ ନିଜର ଗୋଟିଏ ପୋଜିସନ ରହିଥାଏ । ସମସ୍ତେ ନିଜ ଷ୍ଟ୍ରଗଲିଙ୍ଗ ପିରିୟଡରେ ଥାନ୍ତି । ଇଣ୍ଡଷ୍ଟ୍ରି ପାଇଁ ସମୁଦାୟ ୬ ରୁ ୭ ବର୍ଷ ଷ୍ଟ୍ରଗଲ କରିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ।

୩ ବର୍ଷ ପରେ ସେ ଟିଭି ପରଦାକୁ ଆସିଲେ । ମାତ୍ର କୋରନା ସମୟରେ ସେ ବହୁତ ହଇରାଣ ହୋଇଛନ୍ତି ଷ୍ଟ୍ରଗଲ କାରଣ ଘର ଲୋକଙ୍କର ଷପୋର୍ଟ ମଧ୍ୟ ନଥିଲା ଷ୍ଟ୍ରଗଲ ବୋଲି କହିଛନ୍ତି ପ୍ରିୟଙ୍କା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *