K L Rahul ଙ୍କ ଉପରେ ବର୍ଷିଲେ Virender Sehwag, କହିଲେ ‘ଏଇଟା IPL ନୁହେଁ ଯେ ତୁମେ ମନ ଇଚ୍ଛାରେ ଖେଳିବ, ଯଦି ସ୍ଵିଚ ଅନ ନହୁଏ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଲୋକଙ୍କର ପ୍ରିୟ ଖେଳ ହେଉଛି କ୍ରିକେଟ । କ୍ରିକେଟ ଖେଳ ଦେଖିବାକୁ ଯେତିକି ଭଲ ପାଇଥାନ୍ତି । କ୍ରିକେଟରେ ଖେଳୁଥିବା କ୍ରିକେଟର ମାନଙ୍କୁ ଖେଳ ଖେଳୁଥିବା ସମୟରେ ଦେଖିବା ପାଇଁ ମଧ୍ୟ ତାଙ୍କ ଫ୍ଯାନ ମାନେ ବହୁତ ଅଧିକ ଭଲ ପାଇଥାନ୍ତି । କିଛି କ୍ରିକେଟର ନିଜ ଖେଳର ଜଲ୍ବାକୁ ନେଇ ତାଙ୍କ ଫ୍ଯାନ ମାନଙ୍କ ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ଦିଅନ୍ତି ।

ଏପରି କିଛି କ୍ରିକେଟର ଅଛନ୍ତି ଯେଉଁ ମାନେ ନିଜ ଖେଳର ପଦର୍ଶନ ସମୟରେ ତାଙ୍କୁ ବହୁତ କିଛି କଥାର ଶିକାର ହେବା ପାଇଁ ପଡିଥାଏ । କେଏଲ ରାହୁଲଙ୍କ ଖେଳିବା ଫର୍ମକୁ ନେଇ ମୁହଁ ଖୋଲିଲେ ସେହ୍ଵାଗ । ସେହ୍ଵାଗଙ୍କ ମତରେ ଯଦି ସ୍ଵିଚ ଅନ୍ ନ ହୁଏ ତେବେ ସ୍ଵିଚ ଅଫ କରି ଦିଅ ।

ବର୍ତ୍ତମାନର t-20 ବିଶ୍ଵକପରେ ଭାରତୀୟ ଦଳ ଭଲ ଖେଳ ପଦର୍ଶନ କରୁଛି ବୋଲି ସେ କହିଛନ୍ତି । ସେଥିମଧ୍ୟରୁ କେଏଲଙ୍କର ଖେଳିବା ଫର୍ମ ଏକ ଚିନ୍ତାର ବିଷୟ ପାଲଟିଛି । କେଏଲ ରାହୁଲ ଏବେ ପର୍ଯ୍ୟନ୍ତ ବଡ ଇନନିଙ୍ଗସ ଖେଳିବାରେ ବିଫଳ ହୋଇଛନ୍ତି । ସେ କ୍ରିଜରେ ଥିବା ସମୟରେ ମନ୍ଥର ଗତିରେ ଖେଳ ଖେଳୁଥିବାର ଦେଖିବାକୁ ମିଳିଛି ।

ତାଙ୍କର ଏପରି ଖେଳ ପଦର୍ଶନ ଫଳରୁ ତାଙ୍କର ପ୍ରଶଂସକ ଓ ଅନ୍ୟାନ୍ୟ ପୂର୍ବତନ ପ୍ଲେୟର ମାନେ ତାଙ୍କ ଖେଳ ପ୍ରତି ଅସନ୍ତୋଷ ମନ ଭାବ ପ୍ରକାଶ କରିଛନ୍ତି । ସେହ୍ଵାଗଙ୍କ ମତରେ ଏହା IPLରେ ଚଳିଯାଏ । ଭାରତୀୟ ଦଳ ପାଇଁ ଏପରି ଖେଳ ଖେଳିବା ଚଳେ ନାହିଁ । ତାଙ୍କ କହିବା ଅନୁସାରେ କେଏଲଙ୍କୁ ବୋଲରଙ୍କ ଉପରେ ଆକ୍ରମଣ ତଥା ପାୱାର ପ୍ଲେ ରୁ କରିବାକୁ ପଡିବ ।

ଯଦି କେଏଲ ରାହୁଲ IPL ଶୈଳୀରେ ଖେଳିବା ଜାରୀ ରଖନ୍ତି । ଆଗକୁ ଯାଇ ସେ ଫଲ୍ପ ହିଁ ହେବେ । ତେବେ ଚୟନ କର୍ତ୍ତା ମାନେ ତାଙ୍କୁ ଖେଳରୁ ବାହାର କରି ଦେଇପାରନ୍ତି । ସେହ୍ଵାଗଙ୍କ ମତରେ IPLରେ ଯେପରି ଇଛା ସ୍ଵିଚ ଅଫ ଓ ଅନ୍ ରୁହନ୍ତୁ । ଯଦି ଭାରତୀୟ ଦଳରେ ଖେଳିବା ବେଳେ ଏପରି ହୁଏ ସ୍ଵିଚ ଅଫ ହୋଇ ରହେ ବା ସ୍ଵିଚ ଅନ୍ ହିଁ ହୋଇନଥାଏ ।

ତେବେ ଚୟନ କର୍ତ୍ତା ମାନେ ତାଙ୍କୁ ସ୍ଵିଚ ଅଫ ହିଁ କରିଦେବେ । ସେହ୍ଵାଗଙ୍କ କହିବା ଅନୁସାରେ କେଏଲ ରାହୁଲଙ୍କ ପାଖରେ ସକ୍ଷମତା ଓ ସାମର୍ଥତା ରହିଛି । କାରଣ କିଛି ଖେଳରେ ସେ ବହୁତ ଭଲ ପଦର୍ଶନ କରିଛନ୍ତି । ଏହା ବ୍ଯତୀତ ତାଙ୍କ ପାଖରେ ଥିବା ଲୟ ଆକ୍ରମଣତା ହେବା ହିଁ ଉଚିତ । ଏଥିପ୍ରତି ତାଙ୍କୁ ଧ୍ୟାନ ଦେବାକୁ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *