ରେପ ପୀଡ଼ିତାଙ୍କ ଟୁ ଫିଙ୍ଗର ଟେଷ୍ଟକୁ ନେଇ Supreme Court ଙ୍କ ବଡ ନିଷ୍ପତ୍ତି, ଦେଖନ୍ତୁ ଏ ନେଇ କଣ କହିଲେ ସମାଜସେବୀ Diptirekha

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମାଜରେ ଦିନକୁ ଦିନ ନାରୀ ଦୁଷ୍କଅର୍ମ ସମସ୍ଯା ବଢିବାରେ ଲାଗିଛି । ଦେହଶୋଷୀ ରାକ୍ଷସ ମାନେ ନାରୀ ମାନଙ୍କ ସହିତ ଏପରି ଘୃଣୀ ମୂଳକ କାର୍ଯ୍ୟ କରୁଛନ୍ତି । ଯେଉଁ ଝିଅ ର-ଏପ୍ ସମସ୍ଯାରେ ପୀଡିତ ହୋଇଥାନ୍ତି । ସେମାନେ ଯେତେବେଳେ ର-ଏପ୍ ବିଷୟରେ ପୋଲିସକୁ ଜଣାଇବା ପାଇଁ ଅଭିଯୋଗ ନେଇ ଯାଇଥାନ୍ତି । ସେତେବେଳେ ପୁଲିସ ସତରେ ର-ଏପ୍ ହୋଇଛି କି ନାହିଁ ତାହାର ସଠିକ ତଥ୍ୟ ଜାଣିବା ପାଇଁ କରିଥାନ୍ତି ।

ଏକ ଟେଷ୍ଟ କରିବା ପାଇଁ ଦୁଷ୍କଅର୍ମରେ ପୀଡ଼ିତା ନାରୀଙ୍କୁ ଡାକ୍ତରଙ୍କ ପାଖକୁ ପଠାଇ ଥାନ୍ତି ।ଯେଉଁ ଟେଷ୍ଟଟି ହେଉଛି ଟୁ ଫିଙ୍ଗର ଟେଷ୍ଟ । ଏହା ଏକ ଅତି ଲଜ୍ୟାଜଣକ ବିଷୟ ପରିସର ଭୁକ୍ତ । ଏହି କଥାକୁ ନେଇ ସମାଜସେବୀ ଦୀପ୍ତି ରେଖା ପଟ୍ଟନାୟକ ତାଙ୍କ ମତ ରହିଛି । ଏହି ଟେଷ୍ଟ ଦୁଷ୍କଅର୍ମ ପୀଡ଼ିତା ଝିଅ ମାନଙ୍କ ପାଇଁ ବହୁ କଷ୍ଟ ଦାୟକ ସମୟ ଅଟେ ।

କାରଣ ଏହି ଟେଷ୍ଟରେ ପୀଡ଼ିତା ନାରୀର ଭ-ର୍ଜିନା-ଲ୍ ଏରିଆରେ ଡାକ୍ତର ଦୁଇଟି ଆଙ୍ଗୁଠି ପୁରାଇ ଟେଷ୍ଟ କରିଥାନ୍ତି । ଯାହା ଦ୍ଵାରା ଟେଷ୍ଟ କରି ଡାକ୍ତର ଜାଣିପାରିବେ ସତରେ ଝିଅଟି ଦୁଷ୍କଅର୍ମର ଶିକାର ହୋଇଛି କି ନାହିଁ । ଏହା ସହିତ ଝିଅର ଭ-ର୍ଜିନା-ଲ୍ ର ମଶଲ ଗୁଡିକ ଆକ୍ଟିଭ ଅଛି କି ନାହିଁ । ସମାଜସେବୀଙ୍କ ମତରେ ଯେତେବେଳେ ଜଣେ ନାରୀ ର-ଏପ୍ ରେ ପୀଡିତ ହୋଇଥିବେ ।

ସେହି ସମୟରେ ଯଦି ତାଙ୍କର ସେହି ଗୁପ-ତାଙ୍ଗରେ ପୁଣି ଥରେ ଟୁ ଫିଙ୍ଗର ଟେଷ୍ଟ କରାଯିବ । ତେବେ ସେହି ସମୟଟି ଏକ ନାରୀ ପାଇଁ ବହୁ କଷ୍ଟଦାୟକ ସମୟ ଅଟେ । ତେଣୁ ୨୦୧୩ ମସିହାରେ ଏହି ନିୟମକୁ ବ୍ୟାନ କରଯାଇଥିଲା । ଏହା ସହିତ WHO ଟିମ୍ ମଧ୍ୟ ଏହାକୁ ବ୍ୟାନ କରିଥିଲେ ।

ଏତେ ମାତ୍ରାରେ ଟୁ ଫିଙ୍ଗର ଟେଷ୍ଟର ବାରଣ ସତ୍ବେ ମଧ୍ୟ ଆଜି ପର୍ଯ୍ୟନ୍ତ କେତେକ ସ୍ଥାନରେ ଏହି ଉପାୟ ଦ୍ଵାରା ଦୁଷ୍କଅର୍ମ ପୀଡ଼ିତାଙ୍କର ସତରେ ର-ଏପ୍ ହୋଇଛି କି ନାହିଁ ଟେଷ୍ଟ କରାଯାଉଛି । ଜଜ୍ ଙ୍କ ମତରେ ଏହି ଟେଷ୍ଟ ସହିତ ମେଡିକାଲି କିଛି ମଧ୍ୟ ସତ୍ୟତା ନାହିଁ । ବେଳେ ବେଳେ ଏହି ଟେଷ୍ଟ କରିବା ପରେ ମଧ୍ୟ ଝିଅଟି ର-ଏପ୍ ରେ ପୀଡିତ ହୋଇଥିଲେ ମଧ୍ୟ ଟେଷ୍ଟରେ ଏହା ଭୁଲରେ   ତଥାପି ଏଭଳି ଘୃଣୀ ମୂଳକ କାର୍ଯ୍ୟ କରାଯାଉଛି ।

ସମାଜସେବୀଙ୍କ କହିବା ମତରେ ଯିଏ ର-ଏପ୍ ପଛରେ ମୂଳ ଦୋଷୀ ତାହାକୁ ଅନୁସନ୍ଧାନ କରି ତା’ ଉପରେ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଟାନ କରାଯିବା ଦରକାର । ଯେଉଁ ଏଥିରେ ପୀଡ଼ିତା ସେମାନଙ୍କ ସହିତ ଟୁ ଫିଙ୍ଗର ଟେଷ୍ଟ କରିବା ନିହାତି ଭାବେ ବର୍ଜନ କରିବା ଦରକର । ଏହା ସହିତ ଏଥିପ୍ରତି ସମସ୍ତ ଜନସାଧାରଣ ସଚେତନ ହେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *