Virender Sehwag ଙ୍କ ଭବିଷ୍ୟବାଣୀ, କହିୟଲେ T-20 ବିଶ୍ଵକପ ରେ ଚାମ୍ପିୟନ ଏହି ଟୀମ, ସେ କଣ କହିଲେ ? ଦେଖନ୍ତୁ ଏହି Video

ବନ୍ଧୁଗଣ ଟି-20 ବିଶ୍ଵ କପ୍ କୁ ନେଇ ପୂର୍ବତ୍ତମ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହେୱାଗଙ୍କର ଏକ ବଡ ଭବିଷ୍ୟବାଣୀ ଏବେ ସାମ୍ନାକୁ ଆସୁଛି । ସବୁବେଳେ ମ୍ୟାଚକୁ ନେଇ ରୋକ ଠୋକ କହୁଥିବା ସେବାକ ଚଳିତ ବିଶ୍ଵ କପ୍ ରେ ଯେଉଁ ଟିମକୁ ଫେବେରେଟ କହିଛନ୍ତି ସେହି ଟିମ ଏବେ ଦମଦାର ଫର୍ମରେ ରହିଛି । ଟି 20 ବିଶ୍ଵ କପ୍ ର ପ୍ରତିଟି ମ୍ୟାଚ ଉପରେ ନଜର ରଖିଛନ୍ତି ବିରେନ୍ଦ୍ର ସେହେୱାଗ।

ସବୁ ଠାରୁ ବଡ କଥା ହେଲା ମ୍ୟାଚ ପୂର୍ବରୁ ଓ ମ୍ୟାଚ ପରେ ଏହାର ପୋଷ୍ଟ ମଟମ କରନ୍ତି ନଜବ ଗଡରେ ନବାବ । ତେବେ ସୁପର ବାର ପର୍ଯ୍ୟାୟରେ ଆଉ ଅଳ୍ପ କେତୋଟି ମ୍ୟାଚ ବାକି ଥିବା ବେଳେ ସେମି ଫାଇନାଲର ଚିତ୍ର ଏ ଯାଏ ସ୍ପର୍ଷ୍ଟ ହୋଇ ନାହିଁ । ହେଲେ ସୁପର ବାର ପର୍ଯ୍ୟାୟ ଶେଷ ହେବା ପୂର୍ବରୁ କେଉଁ ଟିମ ସେମି ଫାଇନାଲ ଖେଳିବ ଓ କେଉଁ ଟିମ ଚାମ୍ପିୟନ ହେବ ତାହାକୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି ସେବାକ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହେୱାଗ ଙ୍କ ଏହି ବଡ ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋ-ସି-ଆ-ଲ ମି-ଡି-ଆରେ ନିଜର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ବିରୁଗିରିରେ କ୍ରିକେଟ ପ୍ରଶଂସକଙ୍କ କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ସେବାକ । ସେବାକ କହିଛନ୍ତି-‘ମୋତେ ଲାଗୁଛି ଟାଇଟେଲ ପାଇଁ ପାକିସ୍ତାନ ଓ ଇଂଲଣ୍ଡ ମୁହାଁ ମୁହିଁ ହେବେ ଆଉ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ମାତ ଦେଇ ଟି 20 ବିଶ୍ଵ କପ୍ ର ବିଜେତା ହୋଇପାରେ ଇଂଲଣ୍ଡ’ ।

ସେହେୱାଗ ଙ୍କ ଏହି ଆକଳନକୁ ନେଇ ଆଶ୍ଚର୍ଯ୍ୟ ହେବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ କାରଣ ଚଳିତ ବିଶ୍ଵ କପ୍ ମ୍ୟାଚରେ ଦମଦାର ଫର୍ମରେ ରହିଛି ଇଂଲଣ୍ଡ ଟିମ । ବ୍ୟାଟିଂ, ବୋଲିଂ ଓ ଫିଲଡିଙ୍ଗରେ ଇଂଲଣ୍ଡ ଟିମକୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି ।

ଏହି ଚଳିତ ବିଶ୍ଵ କପ୍ ରେ ବଟ୍ନର ଭଲ ଫର୍ମରେ ରହିଛନ୍ତି ଯାହା ଦେଖିବାକୁ ମିଳୁଛି । ଗ୍ରୁପ ପର୍ଯ୍ୟାୟରେ ଇଂଲଣ୍ଡ ୪ ଯାକ ମ୍ୟାଚରେ ବିଜୟ ହେବା ସହ ଗ୍ରୁପର ଶୀର୍ଷରେ ରହିଛି । ଏହା ସହ ଇଂଲଣ୍ଡ ସେମି ଫାଇନାଲକୁ ମଧ୍ୟ ଯାଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସେବାକଙ୍କ ଏହି ବଡ ଭବିଷ୍ୟବାଣୀ ଉପରେ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *