“ଭାଇରାଲ ସସ୍ମିତାଙ୍କୁ ମିଳିଛି ଧମକ, ଟଙ୍କା ନଦେଇ ଦେଉଛନ୍ତି ଧମକ ଯାହାକୁ ନେଇ ସସ୍ମିତା ଅଭିଯୋଗ କରିଛନ୍ତି….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଭାଇରାଲ ସିଙ୍ଗର ସସ୍ମିତାଙ୍କୁ ମିଳିଛି ଧମକ , ଟଙ୍କା ନଦେଇ ଦେଉଛନ୍ତି ଧମକ । ହଁ ଦର୍ଶକବନ୍ଧୁ ଭାଇରାଲ ସସ୍ମିତା ଯାହାଙ୍କର ଗୀତକୁ ଅନେକ ଲୋକେ ଭଲ ପାଉଛନ୍ତି । ଅତି କମ୍ ସମୟରେ ଲୋକେ ତାଙ୍କୁ ଏତେ ପ୍ରେମ ଦେଇଛନ୍ତି କି ତାଙ୍କର ସବୁଗୀତ ମିଲିୟନ୍ସ ଛୁଇଁଛି । ସାମାନ୍ୟ ଜୀବନରୁ ସସ୍ମିତାଙ୍କ ଜୀବନ ପରିବର୍ତ୍ତନ ହୋଇଥିବା ବେଳେ ଏବେ ତାଙ୍କ ସଫଳତାର ବାଟରେ ଉପୁଜୁଛି ଅନେକ  କଣ୍ଟା ।

କେହି ତାଙ୍କୁ ଧମକ ଦେଉଛନ୍ତି ତୋ ଆଉ କେତେକ ଲୋକେ ଟଙ୍କା ନ ଦେଇ ଖେଳାଉଛନ୍ତି । ସସ୍ମିତାଙ୍କ ଗୀତକୁ ନେଇ ପାଖାପାଖି ସାତ ଜଣ ପ୍ରଯୋଜକମାନେ ମୋଟା ଅଙ୍କର ଟଙ୍କା କମାଇଛନ୍ତି କିନ୍ତୁ ସେଥିରୁ ସସ୍ମିତାଙ୍କ ପ୍ରାପ୍ୟ ଦେଇନଥିବା ସୂଚନା ମିଳିଛି । ତେଵେ ଏହି ଧନକ କେବଳ ସସ୍ମିତାକୁ  ନୁହେଁ ବରଂ ପ୍ରଯୋଜକ ସୁବାଷ ଓ ସନ୍ତୋଷ ।

ଏହାକୁ ନେଇ ସସ୍ମିତାଙ୍କ ସମେତ ସୁବାଷ ଓ ସନ୍ତୋଷ ପୋଲିସରେ ଅଭିଯୋଗ ଦେଇଛନ୍ତି କି ତାଙ୍କୁ ପ୍ରାପ୍ୟ ଦିଆଯାଉ  । କାରଣ ଆପଣମାନେ ଦେଖିଛନ୍ତି କି ସସ୍ମିତାଙ୍କ ଗୀତକୁ ବହୁ ସଂଖ୍ୟାକ ଲୋକେ ପସନ୍ଦ କରନ୍ତି ଏବଂ ପ୍ରୋଡ୍ୟୁସର ମଧ୍ୟ ସସ୍ମିତାକୁ ନେଇକି ଗୋଟିଏ ପରେ ଗୋଟିଏ ନୂତନ ଗୀତକରି ଚାଲୁଛନ୍ତି  । ତେବେ କେଉଁ  ପ୍ରୋଡ୍ୟୁସର ତାଙ୍କୁ ଟଙ୍କା ଦେଇନାହାଁନ୍ତି ଏହା ସସ୍ମିତା ସ୍ପଷ୍ଟ କହିନଥିବା ବେଳେ କେତେକ ମାଗିଲେବି ଦେଉନଥିବା ଅଭିଯୋଗ କରିଛନ୍ତି ।

କାରଣ ସସ୍ମିତାଙ୍କ ପ୍ରାପ୍ୟ  ତାଙ୍କୁ ଦେବା ବଦଳରେ ମାଡ଼ ମାରିବାର ଧମକ ଦେଉଛନ୍ତି । ଯଦି ସସ୍ମିତା ଗାଇଥିବା ଗୀତର ପ୍ରାପ୍ୟ ତାଙ୍କୁ ନ  ମିଳେ ତେବେ ସେ ଆଗକୁ  ବଡ ପଦକ୍ଷେପ ନେବେ ବୋଲି କହିଛନ୍ତି । କିଏ ତାଙ୍କୁ ଧମକ ଦେଇଛନ୍ତି ତାହା କହିନଥିବା ବେଳେ କେତେକ ପ୍ରୋଡ୍ୟୁସର ଧମକ ଦେଇଥିବା ଶୁଣିବାକୁ ମିଳୁଛି  ।

ଏବେ ସସ୍ମିତା ଭାଇରାଲରେ ଥିବାରୁ ଅନେକ ପ୍ରୋଡ୍ୟୁସର ତାଙ୍କ ସହ ଗୀତ କରିବାକୁ ଇଛା କରିବେ କିନ୍ତୁ ଯଦି ତାଙ୍କୁ ପ୍ରାପ୍ୟ ନ ମିଳେ ତେବେ ଆଗକୁ ମଧ୍ୟ ଏଭଳି ଧମକ ମିଳିବ ବୋଲି କହୁଛନ୍ତି ଏବଂ ସସ୍ମିତା ତାଙ୍କ ପ୍ରାପ୍ୟ ଦେବାକୁ ନିବେଦନ କରିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *