ଭାଇରାଲ Sasmitaଙ୍କ ନୂତନ ଗୀତ ଶୁଟିଙ୍ଗ ସରିଛି, ମା’ କହୁଛି ତୁ ସିଆଡେ ରହିବୁ ଆଉ ଘରକୁ ଆସିବୁନି ! Viral Sasmita Jena

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୁଁ ଗୀତ ଗଇଲି ବୋଲି ମୋ ମା ‘ କହୁଛି ତୁ ସିଆଡେ ରହିବୁ , ଆଉ ଘରକୁ ଆସିବୁନି ” । ହଁ ଦର୍ଶକବନ୍ଧୁ ଭାଇରାଲ ସସ୍ମିତା ଜେନା ଯାହାକୁ ଆପଣ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେଣୁ ଆଜି ତାଙ୍କର ଏକ ନୂତନ ଗୀତର ଶୁଟିଙ୍ଗ ସରିଛି ଯାହାକୁ ନେଇ ସୁସ୍ମିତା ବହୁତ ଖୁସି ଅଛନ୍ତି ଏବଂ ଗୀତ ସମ୍ପର୍କରେ କିଛି କଥା କହିଛନ୍ତି ।

ସସ୍ମିତାଙ୍କ କହିବା ଅନୁସାରେ ସେ ଏହି ଗୀତ ଗାଇ ବହୁତ ଖୁସି ଅଛନ୍ତି ଏବଂ ଯେବେ ଘରେ ମା ‘ ଜାଣୁଛନ୍ତି ମୁଁ ଗୋଟାଏ ପରେ ଗୋଟାଏ ଗୀତ ଗାଉଛି । ତେବେ ମା ‘ କହିଛନ୍ତି କି ତୁ ଏମିତି ଗୀତ ଗା ସିଆଡେ ରହ ଆଉ ଘରକୁ ଆସେନା । କାରଣ ଗୀତ ହିଁ ଏକମାତ୍ର ମାଧ୍ୟମରେ ତୋ ସଫଳତା ।  ସସ୍ମିତା ଭବିଷ୍ୟତ ନିଜେ ଗୀତ ଲେଖି ଗାଇବାକୁ ଇଛା କରିଛନ୍ତି ବୋଲି କହିଛନ୍ତି ।

ସସ୍ମିତାଙ୍କ ବହୁତ ଖୁସି ଯେ ତାଙ୍କୁ ନୂତନ ଗୀତ ଗାଇବାର ସୁଯୋଗ ମିଳୁଛି ଏବଂ ସେ ମଧ୍ୟ ତାଙ୍କର ଉତ୍ତମ ପ୍ରଦର୍ଶନ ଦେଉଛନ୍ତି । ତେବେ ନୂତନ ଗୀତ ଧନ ଲୋ ଧନ ଗାଇବା ପାଇଁ ସୁଶୀଲ ଭାଇ ତାଙ୍କୁ ସୁଯୋଗ ଦେଇଥିଲେ । ସୁବାଷ ଭାଇ ତାଙ୍କୁ ସବୁ ସ୍ଥାନକୁ ନେଇକି ଯାଆନ୍ତି ତାଙ୍କ ଟିକି ଟିକି ବିଷୟ ସାନ ଭଉଣୀ ପରି ବୁଝିଥାନ୍ତି ।

ଗୀତକୁ ଲେଖିଥିବା ମୁଶିକ ଡାଇରେକଟର କହୁଛନ୍ତି ମୋତେ ଫୋନ ଆସିଥିଲା ସୁଶୀଲ ଭାଇଙ୍କ ଠାରୁ ଯେ ସସ୍ମିତା ଜଣେ ଭାଇରାଲ ସିଙ୍ଗର ଏବଂ ସେ ବହୁତ ଭଲ ଗୀତ ଗାଉଛନ୍ତି ଓ ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତୁଛନ୍ତି । ତେବେ ଆମେ ବି ଗୋଟାଏ ସୁଯୋଗ ଦେବା ଆମେ ଯେବେ ସସ୍ମିତାଙ୍କୁ ଗୀତ ଗାଇବାକୁ ଡ଼ାକିଥିଲୁ ।

ଦେଖିଲୁ ଆମେ ଏତେ ଶିଖି ଯେମିତି ଗାଉଛି ସେ ବିନା କୋଣସି ଗୀତଜ୍ଞାନରେ ବହୁତ ଭଲ ଗାଇଛନ୍ତି । ଆମର ଟିମ୍ ବହୁତ  ଖୁସି ଯେ ଗୀତଟି ବହୁତ ଭଲ ହେଇଛି ଆଶା କରୁଛି ଦର୍ଶକମାନଙ୍କୁ ମଧ୍ୟ ପସନ୍ଦ ଆସିବ ।  ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *