ବୈଷ୍ଣବ ବେଶରେ ଆସି, ଓଡିଶା ଲୋକଙ୍କୁ ଠକୁଛନ୍ତି, ତେଣୁ ସାବଧାନ ରୁହନ୍ତି ଏମାନଙ୍କ ଠାରୁ…..

ନମସ୍କାର  ବନ୍ଧୁଗଣ । ସୂଚନା ମୁତାବକ ବୈଷ୍ଣବ ବେଶରେ ଆସି ଓଡିଶା ଲୋକଙ୍କୁ ଠକୁଛନ୍ତି ଏହି ଲୋକମାନେ । ହଁ ଦର୍ଶକବନ୍ଧୁ ସୂଚନା ଅନୁସାରେ ମେଦିନାପୁରରୁ କେତେକ ଲୋକେ ବୈଷ୍ଣବ ବେଶ ଧାରଣ କରି  ନିଜ ବୈଷ୍ଣବ   କହି ଭିକ୍ଷାବୃତ୍ତି କରୁଥିବା ବିଷୟ ଏବେ ଲୋକଲୋଚନକୁ ଆସିଛି । ଜାତୀୟ ମାନବିକ ଅଧିକାରୀ ବ୍ୟକ୍ତି ଜଣକ ଏମାନଙ୍କୁ ଅଟକାଇ ପଚରାଉଚରା କରିବା ପରେ ପ୍ରକୃତ ସତ୍ୟଟି ଜଣାପଡିଥିଲା ।

ସାଧାରଣତଃ ଠକ ବାବାମାନେ ଘରେ ଘରେ ବୁଲି ଧନ ସମ୍ପର୍ତ୍ତି ଲୁଟ କରିବା ଭଳି ଖବର ଆମର ନୀତିଦିନ ଜୀବନରେ ଦେଖିଥାଉ । ତେବେ ଏହି  କର୍ମଚାରୀଙ୍କ କହିବା ଅନୁସାରେ ଏଭଳି ଲୋକେମାନେ ସର୍ବଦା ତାଙ୍କ ଘର ପାଖରେ ଭିକ୍ଷା ମାଗୁଥିବା ଓ ନିଜକୁ  ବୈଷ୍ଣବଧର୍ମ ଆମେ ପ୍ଯରୀ ଯିବୁ ବୋଲି କହି ଟଙ୍କା ନେଉଥିବା ଦେଖିବା ପରେ ।

ଦିନେ ଏମାନେ ସତରେ ନନ୍ଦୀଗ୍ରାମରୁ ଆସିଛନ୍ତି କି ନାହିଁ ଜାଣିବା ପାଇଁ ତାଙ୍କ ପଛେ ପଛେ ଅନୁକରଣ କରିକି ଦେଖିଲା ବେଳକୁ ଲକ୍ଷ୍ମୀସାଗର କଲୋନୀରେ ଏମାନେ ପ୍ରାୟତ 30 ରୁ 40 ଜଣ ରହୁଥିବା ଖବର ଶୁଣିବାକୁ ପାଇଥିଲି । ଅପର ଦିନ ଦେଖିଲା  ବେଳକୁ ଏମାନେ ଚା ‘ ସିଗାରେଟ ପିଇ  ଦୁଇ ତିନୋଟି ଅଟୋ କରି ପୂର୍ବରୁ କୁହାକୁହି ହୋଇଥିବା ସ୍ଥାନକୁ ଭିକ୍ଷା ମାଗିବାକୁ ପଳେଇଥାନ୍ତି ।

ତେଣୁ ମୁଁ ଏମାନଙ୍କୁ ଅଟକ ରଖିଲି ଏବଂ ପଚାରିଲି ଆପଣ କେତେକ ଦିନ ହେଉଛି ଆସିଛନ୍ତି । ସେମାନେ କହୁଛନ୍ତି ମୋ ବାପା ମରିଲା ପରେ ମୋ ମା ମୋତେ ନନ୍ଦୀଗ୍ରାମରେ ଛାଡିଦେଇଥିଲା ଓ ମୁଁ ଚାରିଦିନ ହେଲା ଆସିଛି  । ମାତ୍ର ମୁଁ ଯେବେ ତାଙ୍କ ମା ‘ ଙ୍କୁ ଫୋନ କଲି  ତେବେ ସ୍ତ୍ରୀ ଫୋନ ଉଠାଇଥିଲା । ଏମାନେ ଏଭଳି ଲୋକମାନଙ୍କୁ ମିଛ କଥା କହି ଠକୁଛନ୍ତି ।

ମୁଁ ଓଡିଶାବାସୀକୁ କହିବାକୁ ଚାହେଁ କି ଦାନ କରିବା ଭଲ ବିଷୟ ଅଟେ କିନ୍ତୁ ଯେଉଁମାନଙ୍କ ପାଖରେ କିଛି ନ ଥାଏ ବା ଦୁଇ ମୁଠାଏ ପାଉନଥିବା ଲୋକଙ୍କୁ ଦାନ ଧର୍ମ କରନ୍ତୁ । କାରଣ ଏମାନେ ତୋ କାମ କରିବା ପାଇଁ ସକ୍ଷମ ଅଟନ୍ତି ।

ଏମାନଙ୍କୁ ଦାନ କରି କୋଣସି ଭଲ ବିଷୟ କରିନଥାଉ । ମାତ୍ର ବାବାମାନେ ତାଙ୍କୁ ଛାଡିଦେବାକୁ ବିନୟ କରୁଛନ୍ତି । ତେବେ ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *