Viral Boy Santanu ଙ୍କ କମାଲ ! ତାଙ୍କ ଗୀତ ଶୁଣି ନାଚିବାକୁ ଲାଗିଲେ ସମସ୍ତେ, Video ଦେଖିଲେ ଆପଣ ନିଜକୁ ରୋକୀ ପାରିବେ ନାହିଁ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ସୋସିଆଲ ମିଡିଆ ମଧ୍ୟମରେ ଅନେକ ଲୋକ ନିଜ ମନୋରଞ୍ଜନ ମଧ୍ୟ କରୁଛନ୍ତି  । ଅନେକ ଲୋକ ନିଜ ଟ୍ୟାଲେନ୍ଟ ଦେଖାଇ ବହୁତ ଶୀଘ୍ର ଫେମସ ମଧ୍ୟ ହୋଇଯାଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କୁନି ପୁଅ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାରେ ରହିଛି । ଏହି କୁନି ପୁଅର ବୟସ ବହୁତ କମ ହେଲେ ଦକ୍ଷତା ବହୁତ ଅଧିକ । ବନ୍ଧୁଗଣ ଏହି ଭାଇରାଲ ବଏ ଜଣକ ହେଉଛନ୍ତି ସାନ୍ତନୁ କୁମାର ମହାନ୍ତି । ଗତ କିଛି ସମୟ ହେବ ଭାଇରାଲ ବଏ ସାନ୍ତନୁଙ୍କର ଏକ ସ୍ଟେଜ ପର୍ଫରମାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଆମ ଓଡିଶାର ଜଣେ ଛୋଟ ପୁଅ ବହୁତ ଚର୍ଚ୍ଚାରେ ରହୁଛି । ସାନ୍ତନୁ ଭଲ ଗୀତ ଗାଇବା ସହ ଭଲ କମେଡି କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି । ଏତେ କମ ବୟସରେ ସାନ୍ତନୁ ଓଡିଶା ବାସୀଙ୍କ ମନ ଜିତିପାରି ଛନ୍ତି ।

ତେବେ ସାନ୍ତନୁ ଏବେ ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ପ୍ରତିଯୋଗୀ ରୂପେ ଯୋଗ ଦେଇଛନ୍ତି ଓ ନିଜ ଟ୍ୟାଲେନ୍ଟ ଦେଖାଇ ଥିଲେ । ଏବେ ଏହି ସୋର ଏକ ସ୍ଟେଜ ପର୍ଫରମାନ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସ୍ଟେଜ ପର୍ଫରମାନ୍ସରେ ସାନ୍ତନୁ ନିଜ କମାଲ ଦେଖାଇ ଛନ୍ତି ।

ବନ୍ଧୁଗଣ ଏହି ସ୍ଟେଜ ପର୍ଫରମାନ୍ସରେ ପ୍ରଥମେ ସାନ୍ତନୁ ଜଜ୍ ମାନଙ୍କ ସହ ମିଠା ମିଠା କଥା ହେବାର ନଜର ଆସୁଛନ୍ତି । ଜଜ୍ ମାନେ ପ୍ରଥମେ ସାନ୍ତନୁଙ୍କ ସହ କିଛି ସମୟ ମସ୍ତି କରୁଛନ୍ତି ତା ପରେ ସାନ୍ତନୁ ଗୀତ ଗାଉଛନ୍ତି । ବନ୍ଧୁଗଣ ଏହି ଭିଡିଓରେ ସାନ୍ତନୁ ବହୁତ ସୁନ୍ଦର ସ୍ଵରରେ ଗୀତ ଗାଉଛନ୍ତି ଯାହା ଓଡିଶା ବାସୀଙ୍କୁ ବେସ ଅଧିକ ପସନ୍ଦ ଆସିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଭାଇରାଲ ବୋଏ ସାନ୍ତନୁଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *